ଦେଖୁଦେଖୁ ପାଣିର ଗାଡରେ ପଶିଗଲା କାର, ଦେଖନ୍ତୁ ମହିଳାଙ୍କୁ ଲୋକମାନେ କେମିତି ବଞ୍ଚାଇଲେ

0

Get real time updates directly on you device, subscribe now.

ବର୍ଷା ଯୋଗୁଁ ସଡକରେ ବହୁବାର ଅବସ୍ଥା ସାଂଘାତିକ ହୋଇଥାଏ|ଏଥିରେ ସଡକର ବହୁ ଜାଗାରେ ଗାଡ ହୋଇଯାଏ ଓ ପାଣି ଭରିଥିବା କାରଣରୁ ଦେଖାଯାଇ ନଥାଏ|ଫଳରେ ଲୋଖଙ୍କ ସହ ଭୟଙ୍କର ଦୁର୍ଘଟଣା ଘଟିଥାଏ|କିଛି ବାଇକ ବାଲା ଗାଡରେ ପଡି ଥାନ୍ତି|ଏଭଳି ଏକ ଦୁର୍ଘଟଣା ହୋଇଛି ଆମେରିକାର El Paso ରେ ଯେଉଁଠି ଜଣେ ମହିଳା କାରରେ ଯାଉଥିଲେ|ସଡକରେ ପୁରା ପାଣି ଭରି ଯାଇଥିଲା|ଫଳରେ ମହିଳାଙ୍କ କାର ଗାଡରେ ପଶି ଯାଇଥିଲା|

ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି|କୈାଣସି ପ୍ରତ୍ୟକ୍ଷଦର୍ଶୀ ଏହାକୁ ଭିଡିଓ କରିଛନ୍ତି|ଏଥିରେ ଦେଖାଯାଏ ଧଳା ସେଡାନ‌ କାର ପାଣିରେ ବୁଡୁଛି|ଆଖପାଖରୁ କିଛି ଲୋକ ମହିଳାଙ୍କୁ ବଞ୍ଚାଇବା ପାଇଁ ଆସନ୍ତି ଓ ମହିଳାଙ୍କୁ ବଞ୍ଚାଇ ଥାନ୍ତି|

ଯେପରି ମହିଳାଙ୍କୁ ବାହାର କରି ରେସ୍କ୍ୟୁ କରାଯାଏ ଏହାର କିଛି ସେକେଣ୍ଡ ପରେ ପୁରା କାର ଗାଡରେ ପଶି ଯାଏ|ମହିଳାଙ୍କୁ ପରେ ହସ୍ପିଟାଲ ଭର୍ତ୍ତି କରାଯାଏ|ପୋଲିସ ଓ ଫାୟାର ଫାଇଟର୍ସ ମହିଳାଙ୍କୁ ଉଦ୍ଧାର କରିଥାନ୍ତି|

ଏଭଳି ଏହା ଆମେରିକାର ପ୍ରଥମ ଦୁର୍ଘଟଣା ନାହିଁ ଯେ ଏକ କାର ଗାଡରେ ବୁଡି ଯାଇଛି,ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ହୋଇଛି|

Leave A Reply

Your email address will not be published.