ସରକାରଙ୍କ ବଡ଼ ଘୋଷଣା : ଝିଅମାନଙ୍କ ପାଇଁ ସ୍କଲାରସିପ୍‌, ମାସିକ ମିଳିବ ୧ ଲକ୍ଷ ଟଙ୍କା !

0

Get real time updates directly on you device, subscribe now.

ଆଜିକାଲି ଦୁନିଆରେ ସରକାରୀ ଚାକିରୀ ମିଳିବା କେତେ ଯେ କଷ୍ଟ ତାହା ଯିଏ ଜାଣେ ସିଏ ଜାଣେ । ଯଦି ଜଣେ ଯେତେ ବଡ଼ ଘୋରଇ କମ୍ପାନୀ ରେ ଭଲ ଦରମା ସହିତ ବି ଚାକିରି କରିଥାଉ ନା କାହିଁକି,ତା ଆଗରେ ଯଦି ଜଣେ ସାମାନ୍ୟ ସରକାରୀ ଚାକିରୀ ଟିଏ କରିଥିବ ତାହାଲେ ସେଠି ତାର ସମ୍ମାନ ଅଧିକ । ଘୋରଇ କମ୍ପାନୀରେ ଚାକିରି କରିଥିବା ଲୋକ ତା ଆଗରେ ତୁଚ୍ଛ। ଆଜିକାଲି ଯଦି ଆପଣଙ୍କ ପାଖରେ ସରକାରୀ ଚାକିରୀ ଅଛି ତ ମାନେ ସବୁ କିଛି ଆପଣଙ୍କ ପାଖରେ ଅଛି।ମେଧାବୀ ଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ଆରମ୍ଭ ହୋଇଛି ଲେଗ୍‌ରାଣ୍ଡ ଏମ୍‌ପାଓ୍ଵାରମେଣ୍ଟ ସ୍କଲାରସିପ୍‌ ପ୍ରୋଗ୍ରାମ୍‌ ୨୦୨୨-୨୩।ବିଟେକ୍‌, ବିଇ, ବି.ଆର୍କ, ବିବିଏ, ବି.କମ୍‌, ବିଏସ୍‌ସି ଗଣିତ ଓ ବିଜ୍ଞାନ ପଢ଼ିବା ପାଇଁ ଇଚ୍ଛୁକ ମେଧାବୀ ଛାତ୍ରୀ ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିପାରିବେ।

ଏହି ସ୍କଲାରସିପ୍‌ରେ ମେଧାବୀ ଛାତ୍ରୀଙ୍କୁ ବାର୍ଷିକ କୋର୍ସ ଫି’ର ୬୦ ପ୍ରତିଶତ ବା ୬୦,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯିବ।୨୦୨୧-୨୨ ମସିହାରେ ୭୦ ପ୍ରତିଶତ ମାର୍କ ସହ ଦ୍ୱାଦଶ ଶ୍ରେଣୀ ପାସ୍‌ କରିଥିବା ଆବଶ୍ୟକ। ଏଥିସହ ଦଶମ ପରୀକ୍ଷାରେ ମଧ୍ୟ ୭୦ ପ୍ରତିଶତ ମାର୍କ ରଖିବା ଜରୁରୀ।ସ୍କଲାରସିପ୍‌ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପରିବାରର ବାର୍ଷିକ ଆୟ ୫,୦୦,୦୦୦ ଟଙ୍କାରୁ କମ୍‌ ହୋଇଥିବା ଆବଶ୍ୟକ।କୋଭିଡ୍‌ ଯୋଗୁ ବାପା-ମା’ଙ୍କୁ ହରାଇଥିବା ବିଦ୍ୟାର୍ଥୀଙ୍କୁ ବାର୍ଷିକ ୮୦ ପ୍ରତିଶତ ବା ୧,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥ ରାଶି ଦିଆଯିବ।

*ଶିକ୍ଷାଗତ ଯୋଗ୍ୟତା:

ଛାତ୍ରୀ ଭାରତୀୟ ହୋଇଥିବା ଆବଶ୍ୟକ।ବି.ଆର୍କ, ବିବିଏ, ବି.କମ୍‌, ବିଏସ୍‌ସି ଗଣିତ ଓ ବିଜ୍ଞାନ ପଢ଼ିବା ପାଇଁ ଆବେଦନ କରିଥିବା ଆବଶ୍ୟକ।ପ୍ରାର୍ଥୀ ୨୦୨୧-୨୨ ମସିହାରେ ୭୦ ପ୍ରତିଶତ ମାର୍କ ସହ ଦ୍ୱାଦଶ ଶ୍ରେଣୀ ପାସ୍‌ କରିଥିବା ଆବଶ୍ୟକ। ଏଥିସହ ଦଶମ ପରୀକ୍ଷାରେ ମଧ୍ୟ ୭୦ ପ୍ରତିଶତ ମାର୍କର୍ ରଖିବା ଜରୁରୀ।ଦିବ୍ୟାଙ୍ଗ ଛାତ୍ରୀ ଓ ତୃତୀୟ ଲିଙ୍ଗଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେଉଛି।ସ୍କଲାରସିପ୍‌ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପରିବାରର ବାର୍ଷିକ ଆୟ ୫,୦୦,୦୦୦ ଟଙ୍କାରୁ କମ୍‌ ହୋଇଥିବା ଆବଶ୍ୟକ।

*ଜରୁରୀ ତାରିଖ:

ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୩୧ ଅଗଷ୍ଟ ୨୦୨୨।

*କେମିତି କରିବେ ଆବେଦନ:

ଛାତ୍ରୀମାନେ କେବଳ ଅନ୍‌ଲାଇନ୍‌ରେ ହିଁ ଏହି ପଦ ପାଇଁ ଆବେଦନ କରିପାରିବେ।

Leave A Reply

Your email address will not be published.