ଆପଣଙ୍କର ବାହାଘର ହୋଇ ଗଲାଣି କି ? ତା ହେଲେ ନିଅନ୍ତୁ ୭୨୦୦୦ ଟଙ୍କା, ଜାଣନ୍ତୁ କେମିତି ପାଇବେ ?

0

Get real time updates directly on you device, subscribe now.

ଯଦି ଆପଣଙ୍କ ବିବାହ ହୋଇ ଯାଇଛି ଏହି ଖବର ଆପଣଙ୍କ ପାଇଁ ଲାଭକାରୀ|କାରଣ ଭାରତ ସରକାର ଯାହାର ବିବାହ ହୋଇ ଯାଇଛି ତାଙ୍କର ପାଇଁ ଲାଭକାରୀ|କେନ୍ଦ୍ର ସରକାରଙ୍କ ପକ୍ଷରୁ ବିବାହିତ ଦମ୍ପତି ପାଇଁ ୨୦୦ ଟଙ୍କା ମାସିକ ଜମା କରିବାକୁ ହେବ|ସରକାରଙ୍କ ମହିଳାଙ୍କ ଆତ୍ମନିର୍ଭରଶୀଳ ହେବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ପେନସନ ଯୋଜନା ଅନ୍ତର୍ଗତ ଏହା ଆରମ୍ଭ ହେଉଛି|

ଏଥିରେ ପଞ୍ଜିକରଣ ପାଇଁ ବ୍ୟାଙ୍କ ଖାତା ବା ପୁଣି ଧନଜନ ଯୋଜନା ବାଲା ଖାତା ଓ ଆଧାର କାର୍ଡ ହେବା ଆବଶ୍ୟକ|ଏହା କିଛି ମିନିଟରେ ଆବଶ୍ୟକ ହୋଇଥାଏ|

ଯଦି ବ୍ୟକ୍ତିଙ୍କ ବୟସ ୩୦ ବର୍ଷ ହୋଇଥାଏ ତେଵେ ଏହି ଯୋଜନାରେ ୧୦୦ ଟଙ୍କା ମାସିକ ନିବେଶ କରିବାକୁହେବ|ବାର୍ଷିକ ୧୨୦୦ ଟଙ୍କା ଆବଶ୍ୟକ|ଏଥିରେ ଆପଣଙ୍କୁ ମୋଟ ୩୬୦୦୦ ଟଙ୍କା ଜମା ହେବ ଓ ୬୦ ବରରଷ ବୟସ ପରେ ୩୦୦୦ ପ୍ରତି ମାସ ଓ ମୃତ୍ୟୁ ପରେ ପତି ବା ପତ୍ନୀଙ୍କୁ ପେନସନର ଅଧା ୧୫୦୦ ଟଙ୍କା ମାସିକ ମିଳିବ|ଯଦି ଦୁହେଁ ଅଂଶୀଦାର ହୋଇଥିବେ|ଦୁହେଁ ମିଶି ମାସିକ ୬୦୦୦ ମାନେ ବାର୍ଷିକ ୭୨୦୦୦ ଟଙ୍କା ମିଳିବ|

ଆପଣ ନିଜ ଭବିଷ୍ୟତ ସୁରକ୍ଷିତ ରଖିବାପାଇଁ ଏହି ଯୋଜନାରେ ଜଡ଼ିତ ହୋଇ ଯାଆନ୍ତୁ|ଯଦି ଆପଣଙ୍କ ଆୟ ବାର୍ଷିକ ୧୫ ମିଲିୟନରୁ କମ ତେଵେ ଏହାର ଲାଭ ଉଠାଇ ପାରିବେ|ଏଥିରେ ୧୮-୪୦ ବର୍ଷ ବୟସ୍କ ବେପାରୀ ଜଡ଼ିତ ଅଛନ୍ତି|ନିବେଶରେ ବୃଦ୍ଧି ହେଲେ ପେନସନର ପରିମାଣ ବୃଦ୍ଧି ହେବ|

Leave A Reply

Your email address will not be published.