ରାତିରେ ଶୋଇଥିବା ବେଳେ ଯୁବକଙ୍କୁ କାମୁଡିଦେଲା ବିଷାକ୍ତ ସାପ,ଆଉ ସେଇ ସାପକୁ ଧରି ଗାଁ ସାରା ବୁଲିଲେ ଯୁବକ ……

0

Get real time updates directly on you device, subscribe now.

ବନ୍ଧୁଗଣ ସ୍ୱାଭାବିକ ଭାବରେ ଆମେ ପ୍ରତିଦିନ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ।

ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ।ଏହିଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ସମସ୍ତଙ୍କୁ ଏ ବିଷୟରେ ଭାବିବା ପାଇଁ ମଧ୍ୟ ବାଧ୍ୟ କରିଥାଏ। ସେହିଭଳି କିଛି ଘଟଣା ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇଥାନ୍ତି। ତେବେ ଆପଣ ମାନେ ସମସ୍ତେ ଦେଖୁଥିବେ ବର୍ତ୍ତମାନ ସମୟରେ ଦୁନିଆ କେଉଁ ପ୍ରକାର ଚାଲିଛି। ଆଉ ସମାଜରେ କିଭଳି ପ୍ରକାର ଘଟଣା ସବୁ ଘଟୁଛି। ଆଉ ଆପଣ ମାନେ ପ୍ରତିଦିନ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ପାଉଥିବେ।ଆଜି ମଧ୍ୟ ଏମିତି ଏକ ଘଟଣା ଆମ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

କେନ୍ଦୁଝରରେ ଯୁବକଙ୍କ ଅଦ୍ଭୁତ କାଣ୍ଡ । ରାତିରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡିଦେବା ପରେ ସେ ସାପଟିକୁ ଧରି ନିଜ ବେକରେ ପକାଇ ଗାଁ ରାସ୍ତାରେ ବୁଲିଥିଲେ ।ଆଉ ତାଙ୍କୁ ଲୋକ ମାନେ କହିବାରୁ ସେ ହସ୍ପିଟାଲ କୁ ଗଲେ ଆଉ ଠିକ ହେଲା ।ଏମିତି ସାହସ କେମିତି କରିପାରିଲେ ସେ ଏହା ଏବେ ସବୁ ଲୋକ ସେହି କଥା ହିଁ ଭାବୁଛନ୍ତି ।ଯିଏ ଲୋକ ମାନେ ସମସ୍ତେ ସାପକୁ ବହୁତ ମାତ୍ର ରେ ଡରନ୍ତି କିନ୍ତୁ ସେହି ଯୁବକ ଜଣଙ୍କ ତାକୁ ବେକ ରେ ଗୋଡେଇ ବୁଲଉଛି।ଏହା ଏକ ବହୁତ ସାହସ ଜନକ କଥା ।କେନ୍ଦୁଝର ସଦର ବ୍ଲକ୍ ଗୋବର୍ଦ୍ଧନ ପଞ୍ଚାୟତ କଲୋନୀ ସାହିର ୧୯ବର୍ଷ ବୟସ୍କ ସଞ୍ଜୟ ମୁଣ୍ଡା ନିଜ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା । ସଞ୍ଜୟ ନିଦରୁ ଉଠି ସାପଟିକୁ କାବୁ କରି ନେଇଥିଲେ । ତାକୁ ବେକରେ ପକାଇ ଗାଁ ସାରା ବୁଲିଥିଲେ ।

ଏହା ଦେଖି ଗାଁ ଲୋକମାନେ ସବୁ ପାଗଳ ହୋଇଗଲେ ଆଉ କିଛିଲୋକ ମାନେ ୧୦୮ କୁ ଫୋନେ କଲେ ଆଉ ତାକୁ ମେଡିକାଲ ନେଲେ ।ଆଉ ସେ ଯିବା ପାଇଁ ମୋନା କରୁଥିଲେ କିନ୍ତୁ ତାଙ୍କୁ ବାଧ୍ୟ କରିକି ତାଙ୍କୁ ମେଡିକାଲ ପଠେଇଲେ lହେଲେ ଡାକ୍ତରଖାନା ଯିବା ସମୟରେ ମଧ୍ୟ ଯୁବକ ଜଣଙ୍କ ସାପଟିକୁ ଛାଡ଼ି ନଥିଲା । ସାପକୁ ଧରି ଡାକ୍ତରଖାନା ଯିବ ବୋଲି ଅଡ଼ି ବସିଥିଲା । ଶେଷରେ ତାହା ହିଁ ହେଲା । ସାପକୁ ବେକର ଗୁଡ଼ାଇ ଯୁବକ ଜଣଙ୍କ ୧୦୮ ଆମ୍ବୁଲାନ୍ସରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ ଓ ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଛି ।ଏହା ସେଠିକାର ଡାକ୍ତର ଦେଖି ପୁରା ଆଶ୍ଚର୍ଯ୍ୟ ହୋଈଗଇଲେ ।ଆଉ ତାଙ୍କୁ ଦେଖି ତାଙ୍କ ଦେହ ରୁ ବିଷ କାଢ଼ିଦେଲେ ଆଉ ସେ ଭଲ ହୋଇଗଲେ ।ଏହା ଦେଖି ସବୁ ତାକୁ ଗାଳି ଦେଉଥିଲେ ଏମିତି କଣ ପାଇଁ କଲୁ କାହିକି । ଯଦି କିଛି ହେଇଯାଇଥାନ୍ତା କିଏ ବୁଝିଥାନ୍ତା ।ଯୋଡି ଆପଣଙ୍କୁ ସାପ କାମୁଡ଼ିଛି ତାହେଲେ ଯଥା ଜଲ୍ଦି ଯାଇ ମେଡିକାଲ ରେ ଦେଖେଇବେ ।କାରଣ ଏହି ବିଷ ଆପଣଙ୍କ ଜୀବନ ମଧ୍ୟ ନେଇଯିବା ଯୋଡି ବିଷାକ୍ତ ସାପ ହୋଇଥିବ ।

Leave A Reply

Your email address will not be published.