ବିନା ଅଣ୍ଡର ୱେୟାରରେ ଦୌଡ଼ିବା ଖେଳାଳିଙ୍କୁ ପଡ଼ିଗଲା ମହଙ୍ଗା । ରେସରେ ହାରିଗଲେ ଖେଳାଳି,ଇଜ୍ଜତ ବଞ୍ଚାଇବାକୁ ପ୍ୟାଣ୍ଟ ଟାଣି ଟାଣି ଗଲା ସମୟ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଲାଜ ବିଗାଡ଼ି ଦେଲା ଖେଳ । ଖେଳାଳିଙ୍କ ପାଇଁ କାଳ ସାଜିଲା ପିନ୍ଧିଥିବା ଢିଲା ପ୍ୟାଣ୍ଟ୍‌ । ରେସରେ ଏଥିପାଇଁ ତାଙ୍କୁ ପରାଜିତ ହେବାକୁ ପଡ଼ିଛି । କେବଳ ଏତିକି ନୁହେଁ ପ୍ୟାଣ୍ଟ୍‌ ସମ୍ଭାଳୁ ସମ୍ଭାଳୁ ସେ ତାଙ୍କ ଖେଳ ଉପରେ ପୂରା ଗୁରୁତ୍ତ୍ୱ ଦେଇପାରୁ ନଥିବା ଭିଡିଓରେ ଦେଖିବାକୁ ମିଳୁଛି । ରେସ୍‌ ସାରା ତାଙ୍କୁ ପ୍ୟାଣ୍ଟକୁ ଟାଣି ଧରିବାକୁ ପଡ଼ିଥିଲା । ତେବେ ବନ୍ଧୁଗଣ ଇଟାଲୀର ୧୮ ବର୍ଷୀୟ ଆଲବର୍ଟୋ ନିନୋଙ୍କ ସହିତ ଏପରି ଏକ ଲଜ୍ଜା ଜନକ ଘଟଣା ଘଟିଛି ।

ଜିତିବାର ଜିଦ୍‌ ନେଇ ସେ ଖେଳ ପଡ଼ିବାକୁ ଓହ୍ଲାଇଥିଲେ ସତ ହେଲେ ଅଜାଣତରେ ହେଉ କିମ୍ବା ଜାଣିଶୁଣି କରି ଦେଇଥିବା ଭୁଲ୍ ଯୋଗୁଁ ଖେଳରେ ହାରିଗଲେ ସେ । ୪୦୦ ମିଟର୍‌ ରେସରେ ଭାଗ ନେଇଥିଲେ ଆଲବର୍ଟୋ । ହେଲେ ସେ ପିନ୍ଧିଥିବା ସର୍ଟସ୍ (ପ୍ୟାଣ୍ଟ) ସମସ୍ତଙ୍କ ସାମ୍ନରେ ତାଙ୍କୁ ବେଜ୍ଜିତ୍‌ କରିବ ବୋଲି ସେ ଜାଣିନଥିଲା । ମିଳିଥିବା ସୂଚନା ଅନୁସାରେ ଆଲବର୍ଟୋ ବକ୍ସର ତଳେ ଅଣ୍ଡର ୱେୟାର ପିନ୍ଧିବାକୁ ଭୁଲି ଯାଇଥିଲେ ବୋଧହୁଏ । ଫଳରେ ସେ ଦୌଡ଼ିବା ବେଳେ ତାଙ୍କର ପ୍ରାଇଭେଟ୍ ପାର୍ଟ ବାରମ୍ବାର ଢିଲା ପ୍ୟାଣ୍ଟ ଦେଇ ବାହାରକୁ ବାହାରି ଆସୁଥିଲା ।

ଫଳରେ ଆଲବର୍ଟୋ ଦୌଡ଼ିବା ସମୟରେ ଅସହଜ ମନେ କରୁଥିଲେ । ଅନ୍ୟ ଖେଳାଳି ମାନେ କ୍ଷିପ୍ର ବେଗରେ ଧାଉଁଥିବା ବେଳେ ତାଙ୍କ ନଜର କିନ୍ତୁ ଥିଲା ପିନ୍ଧିଥିବା ପ୍ୟାଣ୍ଟ୍‌ ଉପରେ । ବାରମ୍ବାର ଢ଼ିଲା ପ୍ୟାଣ୍ଟ୍‌ ଖସି ଯାଉଥିଲା ଆଉ ତାଙ୍କର ସମ୍ପୂର୍ଣ ଧ୍ୟାନ ପ୍ୟାଣ୍ଟ୍ ଉପରେ ହିଁ ଥିଲା । ଏଥିପାଇଁ ସେ କେବଳ ରେସରେ ହାରି ଗଲେନି ବରଂ ସର୍ବସମ୍ମୁଖରେ ତାଙ୍କୁ ଲଜ୍ଜିତ ହେବାକୁ ମଧ୍ୟ ପଡ଼ିଥିଲା । ସେ ରେସରେ ସବୁଠାରୁ ପଛରେ ପଡ଼ିଗଲେ ।

ତେବେ ବନ୍ଧୁଗଣ ବର୍ତମାନ ସମୟରେ ଆଲବର୍ଟୋଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ନିଆଁ ଭଳିଆ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସେ ରେସ ମଝିରେ ପ୍ୟାଣ୍ଟ ଆଡଜଷ୍ଟ କରୁଥିବା ଦେଖିବାକୁ ମିଳିଛି । ଆଲବର୍ଟୋ ପ୍ୟାଣ୍ଟକୁ ପ୍ରାୟ ୬ ଥର ଆଡଜଷ୍ଟ କରିଥିବା ସିସିଟିଭି କ୍ୟାମେରାରେ ଦେଖିବାକୁ ମିଳୁଛି । ତେବେ ଏହା ଭିତରେ ଏହି ଭିଡିଓକୁ ପ୍ରାୟ ୪୯ ହଜାରରୁ ମଧ୍ୟ ଅଧିକ ଥର ଲୋକେ ଦେଖି ସାରିଲେଣି । ଲୋକମାନେ ଏଥିରେ ଭିନ୍ନ ଭିନ୍ନ କମେଣ୍ଟ ଦେଉଥିବାର ମଧ୍ୟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.