ନିଜର ସୌତୁଣୀଙ୍କ ସହ ବିରକ୍ତ ହୋଇ ମହିଳା କଲେ ପୋଲିସରେ ମାମଲା ରୁଜ୍ଜୁ, ବର୍ତ୍ତମାନ କୋର୍ଟ ଦେଲା ୪ କୋଟି ଟଙ୍କା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ସ୍ଵାମୀ-ସ୍ତ୍ରୀଙ୍କ ସମ୍ପର୍କ ବହୁତ ମଜବୁତ ହୋଇଥାଏ। କିନ୍ତୁ ଏହି ସମ୍ପର୍କର ମୂଳଦୁଆ ଏକ ସୂକ୍ଷ୍ମ ସୂତ୍ର ଉପରେ ଥାଏ। ଯଦି ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କରେ ସାମାନ୍ୟ ଫାଟ ଆସିଲେ ଏହି ସମ୍ପର୍କ ଭାଙ୍ଗିଯାଏ। ଯେତେବେଳେ ଆପଣଙ୍କୁ ନିଜର ଏହି ପୋଷ୍ଟ ଜରିଆରେ ଏକ ଏମିତି ସ୍ଵାମୀ-ସ୍ତ୍ରୀଙ୍କ ସହିତ ଜଡିତ ଆଶ୍ଚର୍ଯ୍ୟକର ଘଟଣା ବିଷୟରେ ସୂଚନା ଦେବାକୁ ଯାଉଛୁ। ଚୀନରୁ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସୁଛି। ଜଣେ ସ୍ତ୍ରୀ ନିଜର ସୌତୁଣୀ ବିରୁଦ୍ଧରେ କୋର୍ଟରେ ମାମଲା ଲଢି କୋଟି କୋଟି ଟଙ୍କାର କ୍ଷତିପୂରଣ କରିଛନ୍ତି। ତେବେ ଆସନ୍ତୁ ଜାଣିବା କଣ ଏହି ମାମଲା ବିଷୟରେ।

ଚୀନ କୋର୍ଟ ଗତ କିଛି ସମୟ ପୂର୍ବେ ଏକ ଆଶ୍ଚର୍ଯ୍ୟକର ନିଷ୍ପତ୍ତି ଶୁଣାଇଲେ। ଯେଉଁ କାରଣରୁ ସେ ବର୍ତ୍ତମାନ ଦିନରେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାର ବିଷୟ ହୋଇଛି। ଚୀନୀ କୋର୍ଟ ଏକ ମହିଳାଙ୍କୁ ତାଙ୍କର ସୌତୁଣୀଙ୍କ ଠାରୁ କୋଟି କୋଟି ଟଙ୍କାର କ୍ଷତିପୂରଣ ଦେଇଛନ୍ତି କାରଣ ମହିଳାଙ୍କ ସ୍ଵାମୀଙ୍କ ସହିତ ତାଙ୍କର ସୌତୁଣୀର ସମ୍ପର୍କ ଆଇନଗତ ବୈଧ ନଥିଲା। ଶୁଣିବାକୁ ଆସିଛିକି ଏହା ବହୁତ ଆଶ୍ଚର୍ଯ୍ୟ ଲାଗେକି ଜଣେ ମହିଳା ନିଜର ସୌତୁଣୀ ବିରୁଦ୍ଧରେ ଏକ ଏଫଆଇଆର ରୁଜ୍ଜୁ କରିଛନ୍ତି କିନ୍ତୁ ଏହା ସତ ଅଟେ। ଚୀନରେ ରହୁଥିବା ଜଣେ ମହିଳା ନା କେବଳ ନିଜର ସୌତୁଣୀଙ୍କ ବିରୁଦ୍ଧରେ କୋର୍ଟରେ କେସ ଲଢିଛନ୍ତି ବରଂ ତାଙ୍କ ନିକଟରୁ କୋଟି କୋଟି ଟଙ୍କାର କ୍ଷତିପୂରଣ ମଧ୍ୟ ହାସିଲ କରିଛନ୍ତି।

ସୌତୁଣୀଙ୍କ ବିରୁଦ୍ଧରେ କୋର୍ଟରେ କେସ:-

ବାସ୍ତବରେ, ଯେତେବେଳେ ସଚିନରେ ରହୁଥିବା ଜଣେ ମହିଳା ଜାଣିବାକୁ ପାଇଲେକି ତାଙ୍କର ସ୍ୱାମୀ ବାହାରେ ଜଣେ ମହିଳାଙ୍କ ସହିତ ଅତିରିକ୍ତ ବୈବାହିକ ସମ୍ପର୍କ ରଖିଛନ୍ତି। ତେଣୁ ସେ ତାଙ୍କ ସୌତୁଣୀ ଉପରେ ଏକ କୋର୍ଟ ମାମଲା ଦାୟର କରିଥିଲେ, ଏହି ମହିଳା ଜଣଙ୍କ ସହିତ ସୌତୁଣୀଙ୍କୁ ତାଙ୍କ ସ୍ୱାମୀ ଦେଇଥିବା ସମସ୍ତ ଉପହାର ଫେରସ୍ତ କରିବାକୁ କହିଥିଲେ। ଲିୟାଙ୍ଗିଙ୍ଗର ପିପୁଲ କୋର୍ଟ ଅଫ ଜୁଆଙ୍ଘେରେ ଌ ସରନେମ ଥିବା ଜଣେ ମହିଳା ନିଜର ସୌତୁଣୀଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛନ୍ତି। ଏହି ମହିଳା ୧୯୯୧ ମସିହାରେ ତାଙ୍କ ସ୍ୱାମୀଙ୍କ ସହ ବିବାହ କରିଥିଲେ ଏବଂ ୨୦୦୮ ମସିହାରେ ତାଙ୍କ ସ୍ୱାମୀ ୱିଙ୍ଗ ଜଣେ ବାହ୍ୟ ମହିଳାଙ୍କ ସହ ଅତିରିକ୍ତ ବୈବାହିକ ସମ୍ପର୍କ ସ୍ଥାପନ କରିଥିଲେ। ମାମଲା କେବଳ ଏଠାରେ ଶେଷ ହୁଏ ନାହିଁ, ଏହି ଅତିରିକ୍ତ ବୈବାହିକ ସମ୍ପର୍କ ଅଲିଙ୍କ ସ୍ୱାମୀଙ୍କର ମଧ୍ୟ ଏକ ୧୦ ବର୍ଷର ପୁଅ ଅଛି। ଏବଂ ଏହା ସହ ମହିଳା ଜଣକ ମଧ୍ୟ ଜାଣିବାକୁ ପାଇଲେକି ତାଙ୍କର ସ୍ୱାମୀ ତାଙ୍କ ସୌତୁଣୀଙ୍କ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି।

ସୂଚନା ଅନୁସାରେ ସ୍ଵାମୀ ସୌତୁଣୀଙ୍କୁ ୨୦୧୨ ମସିହାରୁ ନେଇ ୨୦୨୦ ମସିହା ପର୍ଯ୍ଯନ୍ତ ୨୧୭ ରୁ ୭୦୦ ଡଲାର ଟ୍ରାନ୍ସଫର କରିଥିଲେ। ୱିଙ୍ଗ ଅନ୍ୟ ମହିଳାଙ୍କୁ ୨୧୪୭୦୦ ଡଲାର ଅର୍ଥାତ ୧.୬ କୋଟି ଟଙ୍କାର ଦୁଇଟି ଫ୍ଲାଟ ଗିଫ୍ଟରେ ଦେଇଥିଲେ। ଏକ ଲକ୍ଜ୍ୟୁରୀ କାର ମଧ୍ୟ ଗିଫ୍ଟରେ ଦେଇଥିଲେ। କିନ୍ତୁ ମହିଳାଙ୍କ ସୌତୁଣୀ କୋର୍ଟରେ କହିଲେକି ତାଙ୍କର ବୟଫ୍ରେଣ୍ଡଙ୍କର ପ୍ରଥମରୁ ବୈବାହିକ ସମ୍ପର୍କ ଅଛି ବୋଲି ସେ ଜାଣିନଥିଲେ। ଏହା ବ୍ଯତୀତ ତାଙ୍କୁ ଯେଉଁ ପଇସା ଦିଆଯାଇଥିଲା ତାହା ପିଲାଙ୍କର ପାଳନ ପୋଷଣ ପାଇଁ ଥିଲା। ଏହି ସମ୍ପୂର୍ଣ ମାମଲା ଉପରେ କୋର୍ଟ କହିଲେକି ବିବାହ ପରେ ଯୋଡିଙ୍କର କମନ ପ୍ରୋପର୍ଟିରେ କୌଣସି ଜିନିଷ ଅନ୍ୟକୁ ନକହି ତୃତୀୟ ବ୍ୟକ୍ତିଙ୍କୁ ଦେଇହେବ ନାହିଁ। ଏମିତିରେ ସୌତୁଣୀଙ୍କ ଉପରେ ୫୬୦୦୦୦ ଡଲାର ଜୋରିମାନା ଲଗାଇଥିଲେ। ଦ୍ଵିତୀୟ ମହିଳାଙ୍କୁ କୋର୍ଟ ପିଲାଙ୍କ ସପୋର୍ଟ ପାଇଁ ଅଲଗା ରୂପରେ ମାମଲା ଲଢିବାକୁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.