ଷ୍ଟେଜ ଉପରକୁ ମିଠା ଖୁଆଇବାକୁ ଆସିଲା ଶାଳୀ, ବର କରିଦେଲା କିସ୍, ଆଉ ତା ପରେ କନ୍ୟାର ଯାହା ରିଆକ୍ସନ୍,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଶାଳୀ ଅଧା ଘରବାଲି ହୋଇଥାଏ । ଏ କଥାକୁ ତ ଆପଣ ଅନେକଥର ସୁଣିଥିବେ । ତେବେ ଲୋକମାନେ ଥଟ୍ଟା ମଜାରେ ଏମିତି କଥା କହିଥାନ୍ତି । କିନ୍ତୁ ଥଟ୍ଟା ମଜାରେ ଅନେକଥର ଭେଣେଇ ଆଉ ଶାଳୀ ପରସ୍ପରର ବହୁତ୍ ପାଖକୁ ଆସିଯାନ୍ତି । ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ଭିଡିଓ ଦେଖାଇବା ପାଇଁ ଯାଉଛୁ, ଯେଉଁଠାରେ ଭେଣେଇ ଆଉ ଶାଳୀ ପରସ୍ପରକୁ ସମସ୍ତଙ୍କ ସାମ୍ନାରେ କିସ୍ କରିବସନ୍ତି ।

ଶାଳୀକୁ ସମସ୍ତଙ୍କ ସାମ୍ନାରେ ଚୁମା ଦେଇଦେଲା ବର :-

ବାସ୍ତବରେ ସୋସିଆଲ ମିଡିଆରେ ଆଜିକାଲି ଭେଣେଇ ଆଉ ଶାଳୀର ଗୋଟିଏ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ଏହି ଭିଡ଼ିଓରେ ଦେଖାଯାଇପାରେ ଯେ ବର ନିଜ କନ୍ୟା ସହିତ ମଣ୍ଡପରେ ବସିଛି ।ଏହି ସମୟରେ ବରର ଶାଳୀ ସେଠାକୁ ଆସିଯାଏ । ସେ ବରକୁ ମିଠା ଖୁଆଇବା ପ୍ରଥା ପୁରା କରିବାକୁ ଆସେ । ଏହି ସମୟରେ ସେ ବରକୁ ରସଗୋଲା ଖୁଆଏ ।

ସାଧାରଣତଃ ଏହି ପ୍ରଥାରେ ଶାଳୀ ଭେଣେଇକୁ ରସଗୋଲା ଦେଉଥାଏ ଏବଂ ବର ହାତ ବଢ଼ାଇବା ମାତ୍ରେ ସେ ନେଇ ଯାଉଥାଏ । ସେହିପରି ଭେଣେଇ ଚେଷ୍ଟା କରନ୍ତି ଯେ ସେ ଯେତେ ଜଲଦି ହୋଇପାରିବ ଏହି ରସଗୋଲାକୁ ଖାଇଦେବ । ଏଠାରେ ମଧ୍ୟ ଏପରି କିଛି ହୁଏ, କିନ୍ତୁ ଏହି ଦେବା ନେବାରେ ଭେଣେଇ ଏବଂ ଶାଳୀ ପରସ୍ପରକୁ ଚୁମା ଦେଇଦିଅନ୍ତି ।

View this post on Instagram

A post shared by Bhutni_ke (@bhutni_ke_memes)

ପ୍ରକୃତରେ ଶାଳୀ ରସଗୋଲା ଖୁଆଇବା ପାଇଁ ଭେଣେଇ ଆଡ଼କୁ ହାତ ବଢାଏ, ଠିକ୍ ସେତିକିବେଳେ ଭେଣେଇ ଶାଳୀର ହାତ ଫଟ କିନା ନିଜ ଆଗକୁ ଟାଣି ଦିଏ, ଯେପରିକି ରସଗୋଲା ଛଡ଼ାଇ ଖାଇପାରିବେ । କିନ୍ତୁ ଶାଳୀକୁ ଟାଣିବା କାରଣରୁ ସେ ଭେଣେଇ ଉପରେ ପଡ଼ିଯାଏ । ଏହି ସମୟରେ ଦୁହିଁଙ୍କର ଭୁଲ କାରଣରୁ କିସ ହୋଇଯାଏ ।

ଏମିତି ଦୃଶ୍ୟ ଦେଖି ଲୋକମାନେ ମଜା ନେଲେ :-

ଏହି ପୁରା ଦୃଶ୍ୟ ଦେଖିବାକୁ ବହୁତ୍ ମଜାଳିଆ ଲାଗେ । ଏହି ଭିଡିଓକୁ ଇନ୍ଷ୍ଟାଗ୍ରାମରେ bhutni_ke_memes ନାମକ ଆକାଉଣ୍ଟ ସେୟାର କରିଛି । ଲୋକମାନେ ଏହି ଭିଡିଓକୁ ବହୁତ୍ ପସନ୍ଦ କରିଛନ୍ତି । ଯିଏ ବି ଏହି ଭିଡିଓ ଦେଖିଲା, ତାର ହସ ଅଟକିବାର ନାଁ ଧରିନାହିଁ । ସେମାନେ ଏହି ଭିଡ଼ିଓରେ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି ।

Leave A Reply

Your email address will not be published.