ଡକରେ ଯାଉଥିବା ଦମ୍ପତି ସହ ହେଲା ଏଭଳି ଦୁର୍ଘଟଣା, ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠିବ

0

Get real time updates directly on you device, subscribe now.

ଏହି ଭିଡିଓ ଏହା ସାବ୍ୟସ୍ତ କରିଦେଲା ଯେ ସଡକରେ ଯେତେ ଆଲର୍ଟ ରହିଲେ ବି କମ୍ ଅଟେ|ଦୁର୍ଘଟଣା କେବେ ବି ଆସି କ୍ଷୟକ୍ଷତି କରିପାରେ ଓ ଜୀବନସାରା ବୁଦ୍ଧି ଶିଖେଇ ଦେଇଥାଏ|ଏଭଳି ଏହି ଦମ୍ପତି ସହ ହୋଇଛି|ଏହି ଭିଡିଓ ଦେଖିକି ମଧ୍ୟ ଆପଣମାନଙ୍କ ହୃଦସ୍ପନ୍ଦନ କିଛି ସମୟ ପାଇଁ ଅଟକି ଯାଇପାରେ|କିଛି ସେକେଣ୍ଡର ଏହି ଭିଡିଓ ପ୍ରକୃତରେ ଖତରନାକ ଅଟେ ସେମାନଙ୍କ ଭାଗ୍ୟ ଭଲ ଥିଲା ବଞ୍ଚିଗଲେ|

ଏହି ଭିଡିଓରେ ଗୋଟିଏ ଦମ୍ପତି ଆରାମରେ ସଡକରେ ଚାଲୁଥିବା ଦେଖାଯାଏ|ବୋଧହୁଏ ତାଙ୍କୁ ମଧ୍ୟ ଜଣାନଥିଲା କିଛି କ୍ଷଣ ମଧ୍ୟରେ କ’ଣ ହେବାକୁ ଯାଉଛି|ଅଚାନକ ଏକ ଗାଡି ଦ୍ରୁତ ଗତିରେ ତାଙ୍କ ଆଡକୁ ଆସିଥାଏ|ଏହାପରେ କ’ଣ ହେଲା ଜାଣିବା ପାଇଁ ପ୍ରଥମେ ଏହି ଭାଇରାଲ ଭିଡିଓ ଦେଖନ୍ତୁ

ଗାଡିରୁ ବଞ୍ଚିବା ପାଇଁ କ’ଣ କରିବା ଆବଶ୍ୟକ,ଏହା ଭାବିବା ପାଇଁ ତାଙ୍କ ପାଖରେ ସମୟ ନଥିଲା|ଦୁହେଁ ଡେଇଁ ସଡକର ଗୋଟିଏ ପାଖରେ ପଡିଲେ|ଏହି ଗାଡି ତାଙ୍କ ସହ ଧକ୍କା ହୋଇ ରହିଗଲା|ଧକ୍କା ଏତେ ଜୋରରେ ଥିଲା ଯେ ଗାଡିରୁ ଧୂଆଁ ବାହାରିଗଲା|ଦମ୍ପତି ସାମ୍ନାରେ ଏଭଳି ଘଟଣା ଦେଖି ମ୍ରିୟମାଣ ହୋଇପଡିଲେ|

ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ ମିଲିୟନରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି|ହଜାର ହଜାର ଲୋକ ଏହାକୁ ଲାଇକ୍ କରୁଛନ୍ତି|କୈାଣସି ଦମ୍ପତି ଭାଗ୍ୟ ଉପରେ ବିଶ୍ୱାସ ହେଉନାହିଁ|ଏହାକୁ ଦେଖି ବହୁ ଲୋକ କମେଣ୍ଟ କରୁଛନ୍ତି|

Leave A Reply

Your email address will not be published.