ଇଲେକ୍ଟ୍ରି ମିଟର ସହ ଫିଟ କରନ୍ତୁ ଏହି 205 ଟଙ୍କାର ଡିଭାଇସ୍, ଅଧା ଆସିବାକୁ ଲାଗିବ ଲାଇନ୍ ବିଲ

0

Get real time updates directly on you device, subscribe now.

ଖରାଦିନେ ଇଲେକ୍ଟ୍ରି ମିଟର ମଧ୍ୟ ଖୁବ୍ ଜୋରରେ ଚାଲେ । ଯେଉଁ କାରଣରୁ ଲାଇନ୍ ବିଲ ମଧ୍ୟ ବହୁତ୍ ଅଧିକ ଆସିବାକୁ ଲାଗେ । କାରଣ ଖରାଦିନେ AC ଏବଂ କୁଲର ଲଗାତାର ଚାଲିଥାଏ । ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ଡିଭାଇସ୍ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଲଗାଇବା ପରେ ଆପଣଙ୍କ ଘରର ଲାଇନ୍ ବିଲ ଅଧା ହୋଇଯିବ । ଏହାସହିତ ଏହାକୁ ଲଗାଇବା ମଧ୍ୟ ବହୁତ୍ ଲାଭଦାୟକ ପ୍ରମାଣିତ ହୋଇପାରେ । ଏହି ଡିଭାଇସ୍ ଲଗାଇବା ପରେ ଆପଣଙ୍କ ଘରର ଇଲେକ୍ଟ୍ରି ଜିନିଷ ମଧ୍ୟ ଖରାପ ହେବନାହିଁ ।

Zealsy Maxx Power Saver Electricity Saver Power କୁ ଆପଣ ଅନଲାଇନ୍ କିମ୍ବା ଅଫଲାଇନ୍ ଉଭୟ ଉପାୟରେ କିଣିପାରିବେ । ଏହି ଡିଭାଇସର ମୂଲ୍ୟ 1250 ଟଙ୍କା ଅଟେ ଏବଂ ଆପଣ ଏହାକୁ 83% ଡିସକାଉଣ୍ଟ ପରେ 205 ଟଙ୍କାରେ କିଣିପାରିବେ । ପ୍ରଥମଥର ଏହି ଡିଭାଇସ୍ ଉପରେ ଅନଲାଇନ୍ ଏତେ ଡିସକାଉଣ୍ଟ ମିଳୁଛି । ଖାସ କଥା ଏହା ଯେ ଏହି ଡିଭାଇସକୁ ଘର କିମ୍ବା ଅଫିସ ଯେକୌଣସି ସ୍ଥାନରେ ଲଗାଇପାରିବେ । ଏଥିରେ ରେଡ କଲର ମିଳିଥାଏ ।

ଏହାସହିତ ଏହି ଡିଭାଇସକୁ ଲଗାଇବାର ସବୁଠାରୁ ବଡ ଫାଇଦା ଏହା ଯେ ଏହା ପରେ ଘରର କୌଣସି ଜିନିଷ ଖରାପ ହେବନାହିଁ । କାରଣ ଏହା ଘରେ ଅଧିକ କରେଣ୍ଟ ମଧ୍ୟ ଆସିବାକୁ ଦିଏନାହିଁ । ଏହାସହିତ ଏହାର ବିଶେଷତା ଏହା ଯେ ଏହାକୁ ଲଗାଇବା ମଧ୍ୟ ବହୁତ୍ ସହଜ ହୋଇଥାଏ । ଏହାକୁ ଲଗାଇବା ପାଇଁ ଆପଣଙ୍କୁ ଇଞ୍ଜିନିୟର ଆବଶ୍ୟକ ପଡ଼ିନଥାଏ । କମ୍ପାନୀ ଦାବି କରିଛି ଯେ ଏହାକୁ ଲଗାଇବା ପରେ ପ୍ରତି ମାସରେ 30-35% ପର୍ଯ୍ୟନ୍ତ ଲାଇନ୍ ବିଲ କମ୍ ଆସିବାକୁ ଲାଗିବ ।

ଏହାସହିତ ଏହି ଡିଭାଇସ୍ ଭୋଲ୍ଟେଜ୍ ଷ୍ଟାବଲାଇଯର ପରି ମଧ୍ୟ କାମ କରିଥାଏ । ଯଦି କୌଣସି ସ୍ଥାନରେ ଲଗାତାର ଭୋଲଟେଜ ତଳ ଉପର ହେଉଥାଏ, ତେବେ ଏହି ଡିଭାଇସ୍ ବେଷ୍ଟ ବୋଲି ପ୍ରମାଣିତ ହେବ । ଘର, ଅଫିସ କିମ୍ବା ଫ୍ୟାକ୍ଟ୍ରିରେ ଏହାକୁ ବ୍ୟବହାର କରିବା ପୂର୍ବରୁ ଆପଣଙ୍କୁ ଇଲେକ୍ଟ୍ରିକାଲ ଇଞ୍ଜନିୟରଙ୍କ ସାହାଯ୍ୟ ନେବା ଉଚିତ୍ । ଏପରି ନ କଲେ ଆପଣଙ୍କର ଅସୁବିଧା ହୋଇପାରେ । କାରଣ ଇଞ୍ଜିନିୟର ହିଁ ଇଲେକ୍ଟ୍ରି ଲୋଡକୁ ଚେକ୍ କରିପାରିବେ ।

Leave A Reply

Your email address will not be published.