ଜାଣନ୍ତୁ ଆପଣଙ୍କର ଆଧାର କାର୍ଡରେ କେତୋଟି ସିମ୍ ପଞ୍ଜୀକୃତ ହୋଇଛି,ଏହି ସରକାରୀ ୱେବସାଇଟ୍ ରୁ

0

Get real time updates directly on you device, subscribe now.

ଯେକୌଣସି ଆଧାର କାର୍ଡ ସାହାଯ୍ୟରେ ଉଭୟ ଅଫଲାଇନ ଓ ଅନଲାଇନରେ ଅଥେଣ୍ଟିକେସନ ପାଇଁ ଯୋଗ୍ୟ ହୋଇଥିବା ସହ ସବୁଆଡେ ଲାଗୁଛି । ଏବେ ସେମିତିରେ ବି ଏସବୁ କୁ ନେଇ ଫ୍ରଡ କେସ୍‌ ଅନେକ ବୃଦ୍ଧି ପାଉଛି। ତେଣୁ ସବୁବେଳେ ନିଜ ଆଧାର କାର୍ଡ କୁ କିପରି ସୁରକ୍ଷିତ ରଖିବେ ଏହାସହ କିପରି ସହଜରେ ବ୍ୟବହାର କରିପାରିବେ ସେନେଇ ସରକାର ସୂଚନା ଦେଇଥାନ୍ତି। ଏବେ ମଧ୍ୟ ସରକାର ଆଧାର କାର୍ଡକୁ ନେଇ ସୂଚନା ଦେଇଛନ୍ତି।ଏବେ ଆଧାର କାର୍ଡ ସାଧାରଣ ଲୋକଙ୍କ ପାଇଁ ବହୁତ ଜରୁରୀ ଡକ୍ୟୁମେଣ୍ଟ ହୋଇଛି । ଏବେ ଏହାର ବ୍ୟବହାର ପରିଚୟ ପତ୍ର ଭାବେ ଅଧିକ ବ୍ୟବହାର କରାଯାଉଛି । ଏହା ସାହାଯ୍ୟରେ ଲୋକେ ସିମ କାର୍ଡ ବି କିଣି ପାରିବେ ।ଆଧାର କାର୍ଡ ଉଭୟ ଅଫଲାଇନ ଓ ଅନଲାଇନ ଅଥେଣ୍ଟିକେସନ ପାଇଁ ଯୋଗ୍ୟ ହୋଇଥାଏ। ଏବେ ସେମିତିରେ ବି ଏସବୁ କୁ ନେଇ ଫ୍ରଡ କେସ୍‌ ଅନେକ ବୃଦ୍ଧି ପାଉଛି। ତେଣୁ ଆପଣ ସବୁବେଳେ ନିଜ ଆଧାର କାର୍ଡ କୁ କିପରି ସୁରକ୍ଷିତ ରଖିବେ ସେନେଇ ସରକାର ସୂଚନା ଦେଇଥାନ୍ତି।

ଏବେ ଆଧାର କାର୍ଡ ବହୁତ ଜରୁରୀ ଡକ୍ୟୁମେଣ୍ଟ ହୋଇଛି । ଏବେ ଏହାର ବ୍ୟବହାର ପରିଚୟ ପତ୍ର ଭାବେ ଅଧିକ ବ୍ୟବହାର କରାଯାଉଛି । ଏହା ସାହାଯ୍ୟରେ ୟୁଜର୍ସ ସିମ କାର୍ଡ ବି କିଣି ପାରିବେ ।ହେଲେ ଏହା ସମ୍ପର୍କରେ ଆମକୁ ଜଣା ନଥାଏ । ଯେଉଁଥିପାଇଁ ଆମେ ବେଳେ ବେଳେ ଫ୍ରଡର ଶିକାର ହୋଇଥାଉ।ୟୁନିକ ଆଇଡେଣ୍ଟି ଫିକେସନ, ଅଥରିଟି ଅଫ ଇଣ୍ଡିଆ ନିକଟରେ ଆଧାର କାର୍ଡ ଧାରକଙ୍କ ପାଇଁ ନୂଆ ସୂଚନା ଦେଇଛନ୍ତି। ଏମିିତିରେ କାର୍ଡ ଧାରକଙ୍କୁ ନମ୍ବର ୟୁଜ ଓ ସେୟାର କରିବା ସମୟରେ କିଛି ଜିନଷକୁ ଧ୍ୟାନ ରଖନ୍ତୁ। UIDAI ଅନୁସାରେ ଆଧାର ସିଷ୍ଟମରେ ଏକ ଦୃଢ଼ processor ତିଆରି କରାଯାଇଛି। ତେଣୁ ଆପଣ ଜାଣିବା ଉଚିତ ଯେ ଆପଣଙ୍କ ଆଧାର କାର୍ଡରେ କେତୋଟି ସିମ୍‌ ନିଆଯାଇଛି,ଯଦି ଏହି ପ୍ରୋସେସକୁ ଆପଣ ଫୋଲ କରୁଛନ୍ତି ତ ଏହା ଅତି ସହଜରେ ଆପଣ ଜାଣି ପାରିବେ ।

*DoT ୱେବସାଇଟରୁ ମିଳିବ ସହାୟତା :

ଏଥିପାଇଁ ଆପଣଙ୍କୁ DOT website ର ସହାୟତା ନବାକୁ ପଡ଼ିବ । ଏହି ପୋର୍ଟାଲ୍ କୁ TAFCOP ନାମ ଦିଆଯାଇଛି । ଏହା ଜରିଆରେ ଆପଣ କୌଣସି ବି ଆଧାର କାର୍ଡ ନମ୍ବରରେ ଜାରି ସିମ୍‌ କାର୍ଡ ସମ୍ପର୍କରେ ଜାଣିପାରିବେ ।ଏଥିପାଇଁ ଆପଣଙ୍କୁ ପ୍ରଥମେ https:/tafcop.dgtelecom.gov.in/ ୱେବସାଇଟକୁ ଯିବାକୁ ହେବ । ପରେ ଆପଣଙ୍କ ମୋବାଇଲ ନମ୍ବର ସେଠାରେ ଦେଲେ OTP ଆସିବ । ଏହାପରେ ଆପଣଙ୍କୁ ରିକ୍ୱେଷ୍ଟ OTP ଉପରେ କ୍ଲିକ କରିବାକୁ ହେବ । ଏହାପରେ OTP ବକ୍ସ ରେ ଟାଇପ୍ କରିବେ OTP କୁ। ଏହାପରେ ଆଧାରକାର୍ଡ ସହ ଲିଙ୍କ ହୋଇଥିବା ସବୁ ଫୋନ ନମ୍ବର ଏଠାରେ ଦେଖାଯିବ । ଯଦି ଆପଣ କୌଣସି ଅଜଣା ବା ନେଇନଥିବା ନମ୍ବରକୁ ବ୍ଲକ କରିବାକୁ ଚାହାଁନ୍ତି,ତେବେ ଏଥିପାଇଁ ମଧ୍ୟ ଆପଣ ରିକ୍ୱେଷ୍ଟ କରିପାରିବେ ।ଏଥିପାଇଁ ଆପଣ ବନ୍ଦ କରିବାକୁ ଚାହୁଁଥିବା ନମ୍ବର ଆଗରେ ଦିଆଯାଇଥିବା ବ୍ଲକ ଓ ରିପୋର୍ଟ ଅପସନ ଉପରେ କ୍ଲିକ କରିପାରିବେ ।

Leave A Reply

Your email address will not be published.