ଏହି ମହିଳାମାନେ ଅଜଣା ଲୋକଙ୍କୁ କାହିଁକି ପଠେଉଛନ୍ତି ପ୍ରାଇଭେଟ୍ ଫଟୋ ?

0

Get real time updates directly on you device, subscribe now.

ମହିଳାଙ୍କ ଏକ ଗ୍ରୁପ ପାଇଭେଟ ଫଟୋ ବିକି କୋଟିକୋଟି ଟଙ୍କା ଜମା କରି ସାରିଲେଣି|ସେହି ମହିଳାମାନଙ୍କ କହିବା କଥା ହେଲା ଯେ ସେ ଏହା ତାଙ୍କ ଦେଶର ପ୍ରସିଦ୍ଧି ପାଇଁ କରିଛନ୍ତି|ଏହି ମହିଳାମାନେ ଏପର୍ଯ୍ୟନ୍ତ ୬.୧ କୋଟି ଟଙ୍କା ଜମା କରିଛନ୍ତି|ସୂଚନାଯୋଗ୍ୟ ଏଥିରେ କୈାଣସି ମହିଳା ସେକ୍ସ୍ ୱର୍କର ନୁହନ୍ତି|

ପ୍ରକୃତରେ ଋଷ ବିରୁଦ୍ଧ ଭୟଙ୍କର ଲଢେଇରେ ମହିଳାମାନେ ୟୁକ୍ରେନକୁ ସାହାଯ୍ୟ ପାଇଁ ଏଭଳି କରିଛନ୍ତି|ମହିଳାମାନଙ୍କ ଟଙ୍କା ଜମା କରିବାର ଏହି ପ୍ରୋଜେକ୍ଟର ନାମ ଟେର ଓନଲି ଫ୍ୟାନ୍ସ ରଖିଥିଲେ|

ଏହି ପ୍ରୋଜେକ୍ଟରେ ୩୮ ମହିଳା ଅଂଶଗ୍ରହଣ କରିଥିଲେ|ମହିଳାମାନେ ପ୍ରାଇଭେଟ୍ ଫଟୋ ୱେବସାଇଟରେ ପୋଷ୍ଟ କରିଥିଲେ ଯେଉଁଠାରେ ଫଟୋ ପରିବର୍ତ୍ତେ ତାଙ୍କୁ ଲୋକମାନେ ଚାରିଟି ଆକାରରେ ଟଙ୍କା ଦେଲେ|

ପ୍ରକୃତରେ ଏହି ଆଇଡ଼ିଆ ୨୩ ବର୍ଷିଆ ନସତାସିଆ ନାସ୍କୋକୁ ଆସିଥିଲା|ସେ ଟୁଇଟରରେ ନିଜର ଜଣେ ପରିଚିତ ଖାରାକିଭ ( ୟୁକ୍ରେନ)ରୁ ବିତାଡିତ ଯୋଗୁଁ ସାହାଯ୍ୟ ମାଗିଥିଲେ ପରିବର୍ତ୍ତେ କୁହାଗଲା ଯିଏ ସାହାଯ୍ୟ କରିବ ତାକୁ ପ୍ରାଇଭେଟ୍ ଫଟୋ ପଠେଇବି|

ଏହାର ୫ ମିନିଟ୍ ପରେ ଦର୍ଜନରେ ଉର୍ଦ୍ଧ୍ବ ଲୋକଙ୍କ ପ୍ରତ୍ୟୁତର ଆସିଲା|ଫଳରେ ତାଙ୍କ ପରିଚିତ ଲୋକ ଖାରକିଭରୁ ବିତାଡିତ କରିଥିଲେ|

ଏହିଠାରୁ ତାଙ୍କ ମନରେ ଏହି ଆଇଡ଼ିଆ ଆସିଲା|ଏହାପରେ ନାସ୍କୋ ଅନ୍ୟ କଣ୍ଟେଣ୍ଟ କ୍ରିଏଟର ସହ ଟେର ଓନଲି ଫ୍ୟାନ୍ସ ନାମକ ପ୍ରୋଜେକ୍ଟ ଆରମ୍ଭ କରିଥିଲେ,ଏହି ପ୍ରୋଜେକ୍ଟ ଜରିଆରେ ସବୁଠାରୁ ବଡ ସାହାଯ୍ୟ କ୍ରିପ୍ଟୋ କରେନ୍ସି ଜରିଆରେ କରିଥିଲେ|ସେ କହିଛନ୍ତି ଯେ ଏହି ପ୍ରୋଜେକ୍ଟକୁ ସେତେବେଳେ ସମାପ୍ତ କରିବେ ଯେପର୍ଯ୍ୟନ୍ତ ରୂଷ ଲଢେଇ ବନ୍ଦ କରିନାହିଁ|

Leave A Reply

Your email address will not be published.