ରେସିଙ୍ଗ କାର ମଧ୍ୟରେ ହେଲା ଭୟଙ୍କର ଦୁର୍ଘଟଣା,ଲୋମ ଟାଙ୍କୁରି ଉଠିଲା ଭଳି ଭିଡିଓ

0

Get real time updates directly on you device, subscribe now.

ଭାଇରାଲ ଭିଡିଓ: କାର ରେସିଙ୍ଗରେ ସାଧାରଣତଃ ଭୟଙ୍କର ଦୁର୍ଘଟଣା ଘଟିଥାଏ|ଆପଣଙ୍କୁ କହିରଖେ ଯେ ଫର୍ମୁଲା ୱନ କାର ରେସରେ ସେହି ଗାଡିଙ୍କର ବେଗ ୩୬୦ କିମି/ ଘଣ୍ଟା ପର୍ଯ୍ୟନ୍ତ ହୋଇଥାଏ|ଫଳରେ ଗୋଟେ ଛୋଟ ଭୁଲ ଆପଣଙ୍କ ଜୀବନକୁ ଶେଷ ସାବ୍ୟସ୍ତ କରି ଦେଇଥାଏ|

ଏହି ଭିଡିଓରେ ଦେଖାଯାଏ ଯେ ଦୁଇଟି କାର ଭଲ ସ୍ପିଡରେ ରେସିଙ୍ଗ ଟ୍ରାକରେ ଦୈଡ ଲଗାଉଛନ୍ତି|କିନ୍ତୁ ଅଚାନକ କିଛି ଏଭଳି ହୋଇଯାଏ ଯାହାକୁ ଦେଖି ଆପଣ ମଧ୍ୟ ଡରିଯିବେ|ଏହି ଦୁଇ କାର ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଯାଏ|ପୂରା ମାମଲା ଜାଣିବା ପୂର୍ବରୁ ଆପଣ ଏହି ଭିଡିଓକୁ ଦେଖନ୍ତୁ:….

ଦୁଇ କାର ମଧ୍ୟରେ ଏତେ ଜୋରରେ ଧକ୍କା ହେଲା ଯେ ଗୋଟେ କାର ଡେଇଁ ଆଉ ଗୋଟିଏ କାର ଉପରେ ଚଢ଼ିଗଲା|ରେସିଙ୍ଗ ଟ୍ରାକର ମୋଡରେ ଏହି ଦୁଇ ଗାଡିର ସନ୍ତୁଳନ ବିଗିଡ଼ି ଯାଇଥିଲା|ଦୁହିଁଙ୍କ ମଧ୍ୟରୁ

ଗୋଟିଏ କାରକୁ ଭାରି କ୍ଷତି ସହିବାକୁ ପଡିଛି|ଦୁଇ ଡ୍ରାଇଭରଙ୍କ ଭାଗ୍ୟ ଭଲ ଥିଲା ତେଣୁ ତାଙ୍କ ଜୀବନ ରକ୍ଷା ପାଇଗଲା ନଚେତ୍ ଦୁର୍ଘଟଣା ଦେଖି କେହି ଅନୁମାନ କରୁନଥିଲେ ଯେ କେହି ବଞ୍ଚି ପାରିବେ|

ଏହି ଭିଡିଓକୁ ଏପର୍ଯ୍ୟନ୍ତ ୪୫ ହଜାରରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି|ବହୁ ୟୁଜର୍ସ ଏହାକୁ ଲାଇକ କରିଛନ୍ତି|କିନ୍ତୁ ଏହି ଭିଡିଓକୁ ଦେଖି ସମସ୍ତେ ଭୟଭୀତ ହୋଇଯାଇଛନ୍ତି|ଯଦିଓ ରେସିଙ୍ଗ ଟ୍ରାକରେ ଏଭଳି ଦୁର୍ଘଟଣା ସର୍ବଦା ହୋଇଥାଏ କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଏହା ଭୟାଭୟ ଦୁର୍ଘଟଣା ଅଟେ|

Leave A Reply

Your email address will not be published.