ବିହାର: ୩୨ ବର୍ଷିୟ ଯୁଵକ କଲେ ୧୨ ଯୁବତୀ ସହ ବିବାହ,୮ ନାବା-ଳିକା, ସମସ୍ତଙ୍କୁ କରାଉଥିଲା ଦେ-ହ ବେପାର

0

Get real time updates directly on you device, subscribe now.

ବିହାରର ପୂର୍ଣ୍ଣିୟା ଜିଲ୍ଲାରେ ପୋ-ଲିସ ୩୨ ବର୍ଷ ବୟସରେ ୧୨ ଯୁବତୀ ସହ ବିବାହ କରିଥିବା ଶାତିରକୁ ଗି-ରଫ କରିଛି|ଗି-ରଫ ହୋଇଥିବା ଯୁଵକ କିସନଗଞ୍ଜର ବାସିନ୍ଦା|ସେ ନାବା-ଳିକା ଯୁବତୀ ସହ ବିବାହ କରିବା ପରେ ତାଙ୍କୁ ଦେ-ହ ବେପାରରେ ଲଗେଇଥିଲା|ଆ-ରୋ-ପୀ ବହୁ ସମୟ ପର୍ଯ୍ୟନ୍ତ ଏହା କରୁଥିଲା|ପୋ-ଲି-ସ ତାକୁ ପଚ-ରାଉ-ଚରା କରୁଛି|

ସୂଚନାନୁସାରେ କିଶାନଗଞ୍ଜ ଜିଲ୍ଲାର କୋଚାଧାମନ ଥା-ନା ଅନ୍ତର୍ଗତ ଗାଁରେ ରହୁଥିବା ଯୁବକ ଏପର୍ଯ୍ୟନ୍ତ ୧୨ ବିବାହ କରିଛନ୍ତି|ଅନଗଢ ପୋ-ଲିସ ତାକୁ ନାବାଳିକା ଯୁବତୀଙ୍କ ସହ ବିବାହ କରିବା ଓ ବିବାହ ପରେ ଦେ-ହ ବେପାରରେ ଲଗେଇବା ମାମ-ଲାରେ ଗି-ରଫ କରି ଜେ-ଲ ପଠେଇଛି|ପୋ-ଲିସ ଆରୋ-ପୀକୁ କିଶାନଗଞ୍ଜ ଜିଲ୍ଲାର ବାହାଦୂରଗଞ୍ଜ ଥା-ନା ଅନ୍ତର୍ଗତ କୋଇଡାଙ୍ଗୀ ଗାଁରୁ ଗି-ରଫ କରିଛି|ଅନଗଢ ଥା-ନାଧ୍ୟକ୍ଷ ପୃଥ୍ୱୀ ପାସୱନ କହିଛନ୍ତି ଯେ ୮ ଡିସେମ୍ବର ୨୦୧୫ ଦିନ ଏହି ମା-ମ-ଲା ଦାୟର କରାଯାଇଥିଲା|ସେବେଠାରୁ ଆ-ରୋ-ପୀ ଫେ-ରାର ଥିଲା|

ଅନଗଢ ଥା-ନା କ୍ଷେତ୍ରର ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ ଆ-ରୋ-ପୀ ତାଙ୍କ ନାବାଳିକା ଝିଅକୁ ଫୁସଲାଫୁସଲି କରି ବିବାହ ପ୍ରତି-ଶ୍ରୁତି ଦେଇ ଅପ-ହରଣ କଲା|ଏହି ମାମ-ଲାରେ ପୋ-ଲିସ ଯୁବତୀଙ୍କୁ କିଶନଗଞ୍ଜର ଏଲ୍ଆରପି ଚୈକରୁ ଉ-ଦ୍ଧାର କରିଥିଲେ, କିନ୍ତୁ ଆ-ରୋ-ପୀ ପୋଲି-ସକୁ ଚକମା ଦେଇ ପଳେଇଗଲେ|ଥା-ନା ଅଧିକାରୀ କହିଛନ୍ତି ଆ-ରୋ-ପୀକୁ ପଚ-ରାଉ-ଚରା ପରେ ଜଣାପଡ଼ିଲା ଯେ ସେ ଏପର୍ଯ୍ୟନ୍ତ ୧୨ ବିବାହ କରିଛି ଯେଉଁଥିରେ ୮ ନାବା-ଳିକା ଥିଲେ|ସମସ୍ତଙ୍କୁ ସେ ଅବିବାହିତ କହୁଥିଲେ|

ଯୁବତୀଙ୍କ ସହ ବିବାହ ପରେ ସେ ଜବ-ରଦସ୍ତ ଦେ-ହ ବେପାରରେ ଲଗେଇ ଦେଉଥିଲା|ସମସ୍ତ ଯୁବତୀ ମୁସଲିମ ସମ୍ପ୍ରଦାୟର ଥିଲେ|ଆରୋ-ପୀ ପୋଲି-ସକୁ କହିଲା ଯେ ଯୁବତୀଙ୍କୁ ସେ କୀଶନଗଞ୍ଜର ଠାକୁରଗଞ୍ଜ, ବାହାଦୂର ଗଞ୍ଜ ଅଞ୍ଚଳରେ ଧ-ନ୍ଦା କରାଏ ପୁଣି ଅଧିକ ଟଙ୍କା ପାଇଁ ଯୁବତୀଙ୍କୁ ବଙ୍ଗାଲ ବିକ୍ରି କରିଦିଏ|ସେ ଦେ-ହ ବେପାରରେ ଟଙ୍କା କମାଇବାକୁ ନିୟମିତ ଭାବେ ବିବାହ କରିଥିଲେ|୧୨ ଯୁବତୀଙ୍କ ମଧ୍ୟରୁ ୨ ଜଣ ଅନଗଢ ଥା-ନା ଅନ୍ତର୍ଗତ ଓ ୧୦ ଜଣ କିଶନଗଞ୍ଜ ଅଞ୍ଚଳର ଅଟନ୍ତି|ପୋ-ଲି-ସ ମାମ-ଲାରେ ଯା-ଞ୍ଚ ସହ ଯୁବତୀଙ୍କ ଥଇଥାନ ବ୍ୟବସ୍ଥା କରୁଛନ୍ତି|

Leave A Reply

Your email address will not be published.