UPSC Interview Questions: “ ଏପରି କେଉଁ କାମ ଅଛି, ଯାହାକୁ ମଣିଷ ମରିବା ପରେ ମଧ୍ୟ କରିପାରିବ ?” ଜାଣନ୍ତୁ ଉତ୍ତର

0

Get real time updates directly on you device, subscribe now.

ଆଜିକାଲି ସମୟରେ ସମସ୍ତେ IAS ଅଧିକାରୀ ହେବାକୁ ଚାହାଁନ୍ତି । ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରାର୍ଥୀମାନେ ବର୍ଷ ବର୍ଷ ଧରି UPSC ପରୀକ୍ଷା ପାଇଁ ପ୍ରସ୍ତୁତି କରିଥାନ୍ତି । ଭାରତରେ ୟୁନିୟନ ପବ୍ଲିକ ସର୍ଭିସ କମିଶନର ସିଭିଲ ସର୍ଭିସ ପରୀକ୍ଷା ଦେଶର ସବୁଠାରୁ କଠିନ ପରୀକ୍ଷା ବୋଲି ସମସ୍ତେ ମାନନ୍ତି । ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଉପସ୍ଥିତ ହୁଅନ୍ତି, କିନ୍ତୁ ବହୁତ କମ୍ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ଏହି ପରୀକ୍ଷାରେ ପାସ କରିପାରନ୍ତି । ଏହି ପରୀକ୍ଷା କଠିନ ହେବା ପଛରେ ଏହାର ପାଟର୍ନ ମଧ୍ୟ ରହିଛି ।

ଯଦି ଆପଣ IAS ସ୍ତରରେ ଇଣ୍ଟରଭିୟୁ ଦେବାକୁ ଚାହାଁନ୍ତି, ତେବେ ଆପଣଙ୍କର ପ୍ରସ୍ତୁତି ମଧ୍ୟ ସେହି ସ୍ତରର ହେବା ଉଚିତ । ଜଣେ ପ୍ରାର୍ଥୀଙ୍କୁ IAS ଅଧିକାରୀ ହେବାକୁ ତିନୋଟି ପର୍ଯ୍ୟାୟ ଦେଇ ଯିବାକୁ ପଡିବ । ସର୍ବପ୍ରଥମେ ଆପଣଙ୍କୁ ପ୍ରିଲିମସ ପରୀକ୍ଷା ଦେଇ ପାସ କରିବାକୁ କରିବ । ଏହା ପରେ ମେନ୍ସ ପରୀକ୍ଷା ଦେବାକୁ ପଡିଥାଏ ।

ଯେତେବେଳେ ଏହି ଦୁଇଟି ପରୀକ୍ଷାରେ ପାସ ହୋଇଯାନ୍ତି, ସେତେବେଳେ ପ୍ରାର୍ଥୀଙ୍କୁ ଗୋଟିଏ ଇଣ୍ଟରଭିୟୁ ଦେବାକୁ ପଡିଥାଏ, ଯେଉଁଠାରେ ଏପରି କିଛି ପ୍ରଶ୍ନ ପଚରାଯାଏ, ଯାହା ମୁଣ୍ଡ ବୁଲାଇ ଦିଏ । ଯେଉଁ ପ୍ରାର୍ଥୀମାନେ ଇଣ୍ଟରଭିୟୁକୁ କ୍ଲୀୟର କରି ମେରିଟ ଲିଷ୍ଟରେ ଜାଗା ତିଆରି କରିବାରେ ସଫଳ ହୁଅନ୍ତି, ସେମାନେ IAS ଅଧିକାରୀ ହୋଇଥାନ୍ତି ।

UPSC ଇଣ୍ଟରଭିୟୁରେ ଦେଖାଯାଏ ଯେ ଯେଉଁଠାରେ ଇଣ୍ଟରଭିୟୁର ପ୍ରଶ୍ନ ତ ସହଜ ହୋଇଥାଏ, କିନ୍ତୁ ପ୍ରାର୍ଥୀମାନେ ଏହାର ଉତ୍ତରରେ ଭୁଲ୍ କରନ୍ତି । ଆଜି ଆମେ ଆପଣଙ୍କୁ ସେହିପରି କିଛି ପ୍ରଶ୍ନ କହିବାକୁ ଯାଉଛୁ, ଯାହା UPSC ଇଣ୍ଟରଭିୟୁରେ ପଚରାଯାଇଥାଏ, ଯେଉଁଥିରୁ ଆପଣ ଅନୁମାନ କରିପାରିବେ ଯେ ସେହି ଇଣ୍ଟରଭିୟୁରେ କେଉଁ ପ୍ରକାରର ପ୍ରଶ୍ନ ପଚରାଯାଇପାରେ ।

ପ୍ରଶ୍ନ: ଭାରତରୁ ମୋବାଇଲର ବ୍ୟବହାର କେବେ ଠାରୁ ହେଲା ?

ଉତ୍ତର: ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଭାରତରେ ଜୁଲାଇ 31 ତାରିଖ 1995 ରେ ମୋବାଇଲର ବ୍ୟବହାର ହୋଇଥିଲା ।

ପ୍ରଶ୍ନ: ମଣିଷ ଶରୀରରେ କେଉଁ ଅଙ୍ଗ ସବୁଠାରୁ ଅଧିକ ବ୍ୟସ୍ତ ହୋଇଥାଏ ?

ଉତ୍ତର: ହୁଏତ ଆପଣଙ୍କୁ ଏହି ପ୍ରଶ୍ନ ଦେଖିବାକୁ ଟିକେ କଷ୍ଟ ଲାଗୁଥାଇ ପାରେ, କିନ୍ତୁ ଏହି ପ୍ରଶ୍ନର ଉତ୍ତର ବହୁତ ସରଳ ଅଟେ । ଆପଣଙ୍କୁ କହିରଖୁଛୁ ଯେ ମଣିଷ ଶରୀରରେ ସମୁଦାୟ 78 ଟି ଅଙ୍ଗ ରହିଛି । ଯଦି ଆମେ ମଣିଷ ଶରୀରର ସବୁଠାରୁ ବ୍ୟସ୍ତବହୁଳ ଅଙ୍ଗ ବିଷୟରେ କହିବା, ତେବେ ଏହା ହେଉଛି “ହୃଦୟ” | ଆଜ୍ଞା ହଁ, ହୃଦୟ ହେଉଛି ଏକମାତ୍ର ଅଙ୍ଗ, ଯାହାକି ସବୁଠାରୁ ଅଧିକ ବ୍ୟସ୍ତ ରହିଥାଏ ।

ପ୍ରଶ୍ନ: ଭୋଜପୁରୀ କେଉଁ ଦେଶର ଜାତୀୟ ଭାଷା ଅଟେ ?

ଉତ୍ତର: ଆମେ ସମସ୍ତେ ଭଲ ଭାବରେ ଜାଣୁ ଯେ ପ୍ରତ୍ୟେକ ଦେଶର ନିଜସ୍ୱ ଜାତୀୟ ଭାଷା ରହିଛି । ସେହିଭଳି ଭୋଜପୁରୀ ହେଉଛି ମରିସସର ଜାତୀୟ ଭାଷା ।

ପ୍ରଶ୍ନ: କେଉଁ ଦେଶରେ ଲୋକମାନେ କୁକୁର ପାଳିବାକୁ ଡରନ୍ତି ?

ଉତ୍ତର: ବ୍ରାଜିଲ ।

ପ୍ରଶ୍ନ: ବର୍ତ୍ତମାନ ସୁଦ୍ଧା ସବୁଠାରୁ ପୁରାତନ ଟିଭି ସିରିଏଲ୍ କେଉଁଟି ?

ଉତ୍ତର: 2008 ମସିହାରୁ ସମସ୍ତ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଥିବା ଟିଭି ଶୋ “ତାରକ ମେହେଟା କା ଓଲଟା ଚଶମା” ହେଉଛି ସବୁଠାରୁ ପୁରୁଣା ଟିଭି ସିରିଏଲ ଅଟେ । ଆଜି ବି ଲୋକମାନେ ଏହି ସିରିଏଲକୁ ଘରେ ଘରେ ଦେଖିବା ପାଇଁ ପସନ୍ଦ କରିଥାନ୍ତି ।

ପ୍ରଶ୍ନ: ଏପରି କେଉଁ କାମ ଅଛି ଯାହାକୁ ମଣିଷ ମରିବା ପରେ ମଧ୍ୟ କରିପାରେ ?

ଉତ୍ତର: ବର୍ତ୍ତମାନ ଆପଣ ଏହି ପ୍ରଶ୍ନ ପଢ଼ିବା ପରେ ଆପଣ ନିଶ୍ଚୟ ଚିନ୍ତାରେ ପଡ଼ିଯାଇଥିବେ । ଏହି ଚିନ୍ତାଧାରା ଆପଣଙ୍କ ମନରେ ନିଶ୍ଚୟ ଆସିବ ଯେ ଯେତେବେଳେ ଜଣେ ମଣିଷ ମରିଯିବ, ସେତେବେଳେ ସେ କି କାମ କରିପାରିବ ? କିନ୍ତୁ ଆପଣଙ୍କୁ କହିରଖୁଛୁ ଯେ ମଣିଷର ମୃତ୍ୟୁ ପରେ ମଧ୍ୟ ତାର ଅଙ୍ଗ ଦାନ କରାଯାଇପାରେ, ଯାହାକି ଜଣେ ଅଭାବୀ ବ୍ୟକ୍ତିଙ୍କଠାରେ ପ୍ରତିରୋପଣ କରାଯାଇପାରେ । ଅର୍ଥାତ୍ ଅଙ୍ଗ ଦାନ ଏପରି ଗୋଟିଏ କାମ ଯେ ଜଣେ ବ୍ୟକ୍ତି ମୃତ୍ୟୁ ପରେ ମଧ୍ୟ ଏହା କରିପାରିବ ।

Leave A Reply

Your email address will not be published.