ତୁଫାନ ଭଳି ଜୋରରେ ପଵନ ଦେଇଥାନ୍ତି ୧୦୦% କପର ୱଇଣ୍ଡିଙ୍ଗ ମୋଟର ବାଲା ସିଲିଂ ଫ୍ୟାନ୍, କୋଠରୀକୁ ବି ମିଳିବ ଆକର୍ଷଣୀୟ ଲୁକ୍ !

0

Get real time updates directly on you device, subscribe now.

ବଜାରରେ ଯଦି ଆପଣ ସିଲିଂ ଫ୍ୟାନ ନେଵାକୁ ଯାଆନ୍ତି ତେଵେ ଆପଣଙ୍କୁ ବହୁତ ଅଧିକ ମହଙ୍ଗା ପଡ଼ିପାରେ|ଅନଲାଇନରେ ସେହି ଜିନିଷ କମ ଦାମରେ ମିଳିପାରେ|ଏଠାରେ ଆମେ ଅନଲାଇନ ସିଲିଂ ଫ୍ୟାନ ହାଏ ସ୍ପିଡର ଲିଷ୍ଟ ନେଇକରି ଆସିଛୁ ଫଳରେ ଆପଣ କିଣାକିଣି କରି ପାରିବେ|

Crompton Hill Briz Deco High Speed Designer Ceiling Fan : ଏହା ଧଳା ରଙ୍ଗର ଡିଜାଇନର ସିଲିଂ ଫ୍ୟାନ ଅଟେ|
ଧଳା ବ୍ୟତୀତ ଅନ୍ୟାନ୍ୟ ରଙ୍ଗ ମଧ୍ୟ ଉପଲବ୍ଧ|ଏହାର ସୁଇପ ସାଇଜ ୧୨୦୦ ଏମ୍ଏମ୍ ଅଟେ|ଏହା ୩୮୦ ଆରପିଏମ୍ ର ସ୍ପିଡ ଓ ୨୧୦ ସିଏମ୍ଏମ୍ ର ହାଏ ଏୟାର ଡେଲିଭରି ଦେଇଥାଏ|ଏଥିରେ ୧୦୦% କପର ମୋଟର ଓ ଡବଲ ବଲ ବିଅରିଙ୍ଗ ରହିଛି|ଏଥିରେ ପାୱାର କୋଟେଡ ଆଲୁମିନିୟମ ବ୍ଲେଡ ମିଳୁଛି ଫଳରେ ଏହା ଲମ୍ବା ସମୟ ପର୍ଯ୍ୟନ୍ତ କଳଙ୍କି ଲାଗିବ ନାହିଁ|

Toofan celling fan : ଏହା ହାଏ ସ୍ପିଡ ଏୟାର ଡେଲିଭରି ଦେଇଥାଏ|ଏହା ଫଳରେ ଆପଣଙ୍କ ଘର‌ର କୋଣ ଅନୁକୋଣରେ ପବନ ପହଞ୍ଚିବ|ଏହାର ରଙ୍ଗ ଚକୋଲେଟ ଯାହା ଆକର୍ଷିତ କରିଥାଏ|ଏହା ଆଲୁମିନିୟମରେ ନିର୍ମିତ ଯାହା ଲମ୍ବା ସମୟ ପର୍ଯ୍ୟନ୍ତ ରହିବ|ଏଥିରେ ଆଣ୍ଟି ଡଷ୍ଟ କୋଟିଙ୍ଗ କରାଯାଇଛି|ଏଥିରେ ଆପଣଙ୍କୁ ଦୈନିକ ପଙ୍ଖା ସଫା କରିବାକୁ ପଡିବ ନାହିଁ|

Candes Star High Speed Decorative 400-RPM Ceiling Fan : ସବୁଜ ରଙ୍ଗର ଏହି ସିଲିଂ ଫ୍ୟାନକୁ ଆପଣ ଘରର ଲିଭିଙ୍ଗ ରୁମରେ ଲଗାଇ ପାରିବେ|ଋହା ଫଳରେ ଆକର୍ଷଣୀୟ ଦେଖାଯିବ|ଏହା ଆଣ୍ଟି ଡଷ୍ଟ ଓ ଆଣ୍ଟି ରଷ୍ଟ ଫ୍ୟାନ ଅଟେ ଯାହା ବର୍ଷ ବର୍ଷ ଧରି ଚାଲିବ|ଏହା ବିଇଇ ୫ ଷ୍ଟାର ରେଟେଡ ସିଲିଂ ଫ୍ୟାନ ଅଟେ|ଏଥିରେ ଡବଲ ବଲ ବିଅରିଙ୍ଗ ରହିଛି ଫଳରେ ଭଲ କାମ କରେ|

Usha Racer 1200MM Ultra High Speed 400RPM Ceiling Fan : ଏହା ଧୂସର ଓ ଆଇଭରି ଦୁଇଟି ରଙ୍ଗରେ ଉପଲବ୍ଧ|ଏହା ୪୦୦ ଆରପିଏମର ଅଲ୍ଟ୍ରା ହାଏ ସ୍ପିଡ ଦେଇଥାଏ|ଏହା କମ ଭୋଲ୍ଟୋଜରେ ମଧ୍ୟ ଭଲ କାମ କରେ|ଏଥିରେ ଗ୍ଲୋସି ପାଉଡର କୋଡେଟ୍ ଫିନସିଙ୍ଗ କରାଯାଇଛି|

ACTIVA Apsra 390 RPM High Speed BEE Approved 5 Star Rated Ceiling Fan : ଏହା ୫ ଷ୍ଟାର ରେଟେଡ୍ ସିଲିଂ ଫ୍ୟାନ ଅଟେ|ଏହା ବିଜୁଳି ସଞ୍ଚୟ କରିଥାଏ|ଏହା ଧୂସର ରଙ୍ଗର ଉପଲବ୍ଧ ଯାହା ଆକର୍ଷଣୀୟ ହୋଇଥାଏ|ଏହାକୁ ଘରେ ବା ଅଫିସରେ ଲଗାଇ ପାରିବେ|ଏଥିରେ ୩୯୦ ଆରପିଏମ୍ ମୋଟର ରହିଛି ଯାହା ୩/ ମିନିଟ୍ ପଵନ ଦେଇଥାଏ|ଏହା ଶବ୍ଦ କରେ ନାହିଁ ଫଳରେ ଆପଣଙ୍କ ଡିଷ୍ଟର୍ବ ହେଵେ ନାହିଁ|

Leave A Reply

Your email address will not be published.