ନଜର ହଟିଲା ତ ଦୁର୍ଘଟଣା ଘଟିଲା, ଶାଳୀମାନଙ୍କ ଉପରେ ଥିଲା ବରର ନଜର, ପ୍ରେମିକ କନ୍ୟା ମଥାରେ ସିନ୍ଦୂର ଦେଇ ଧରି ପଳାଇଲା, ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ଆଜିକାଲି ବିବାହ ସିଜିନ ଚାଲିଛି । ଏପରି ପରିସ୍ଥିତିରେ ବିବାହ ସହ ଜଡ଼ିତ ଅନେକ ଭିଡିଓ ମଧ୍ୟ ଭାଇରାଲ ହୋଇଚାଲିଛି । ଏଥିମଧ୍ୟରୁ କିଛି ଭିଡିଓ ଏତେ ଫନି ହୋଇଥାଏ ଯେ ଆମେ ତାକୁ ଦେଖିଲେ ଘଣ୍ଟା ଘଣ୍ଟା ଧରି ହସିଥାନ୍ତି । ଆଜି ମଧ୍ୟ ଆମେ ଆପଣଙ୍କୁ ଏପରି ଗୋଟିଏ ମଜାଳିଆ ଭିଡିଓ ଦେଖାଇବାକୁ ଯାଉଛୁ । ଏଥିରେ ଗୋଟିଏ ପ୍ରେମିକ ବର ସାମ୍ନାରେ ହିଁ କନ୍ୟା ମଥାରେ ସିନ୍ଦୂର ଦେଉଛି ଏଵଂ ତାକୁ ନିଜ ସହିତ ନେଇ ପଳାଇ ଯାଉଛି ।

ଷ୍ଟେଜରୁ କନ୍ୟାକୁ ଧରି ପଳାଇଗଲା ପ୍ରେମିକ :-

ଆପଣ ପ୍ରାୟତଃ ଦେଖିଥିବେ ଯେ ବର ପସନ୍ଦ ନ ହେଲେ କନ୍ୟା ନିଜ ପ୍ରେମିକ ସହିତ ପଳାଇଯାଏ । ସାଧାରଣତଃ ସେ ଏପରି ବିବାହ ପୂର୍ବରୁ ହିଁ କରିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ସେହି କନ୍ୟା ସହିତ ପରିଚିତ କରାଇବାକୁ ଯାଉଛୁ, ଯିଏ ବିବାହ ଷ୍ଟେଜରେ ହିଁ ନିଜ ପ୍ରେମିକ ସହିତ ଫେରାର ହୋଇଗଲା । ବାସ୍ତବରେ ସୋସିଆଲ ମିଡିଆରେ ଆଜିକାଲି ବିବାହ ସହ ଜଡ଼ିତ ଗୋଟିଏ ମଜାଳିଆ ଭିଡିଓ ଖୁବ୍ ଭାଇରାଲ ହେଉଛି ।

ଏହି ଭାଇରାଲ ଭିଡ଼ିଓରେ ଦେଖାଯାଇପାରେ ଯେ ଗୋଟିଏ କନ୍ୟାର ଅଧା ବୟସର ବର ସହିତ ବିବାହ ହେଉଛି । ବରଣମାଳାର କାର୍ଯ୍ୟକ୍ରମ ସରିଛି । ବର ଏବଂ କନ୍ୟା ଷ୍ଟେଜ ଉପରେ ବସିଛନ୍ତି । ସଂପର୍କୀୟମାନେ ସେମାନଙ୍କ ସହିତ ଦେଖା କରିବାକୁ ଆସୁଛନ୍ତି । ଏହି ସମୟରେ ବର ନିଜର ଶାଳୀ ମାନଙ୍କ ସହିତ କଥାବାର୍ତ୍ତା କରିବାରେ ବିଜି ରୁହେ । ଅନ୍ୟପଟରେ କନ୍ୟାର ପ୍ରେମିକ ଷ୍ଟେଜକୁ ଆସିଯାଏ । ସେ କନ୍ୟାର ମଥାରେ ସିନ୍ଦୂର ମଧ୍ୟ ଦିଏ । ଏହାପରେ କନ୍ୟା ନିଜର ପ୍ରେମିକ ସହିତ ପଳାଇ ଯାଏ ।

ବର ଶାଳୀମାନଙ୍କ ସହିତ କଥାବାର୍ତ୍ତା କରିଚାଲିଲା :-

ଶାଳୀମାନଙ୍କ ସହିତ ଗପସପ କରିବାରେ ବ୍ୟସ୍ତ ବର ଯେତେବେଳେ ପାଖରେ ଦେଖେ, ସେତେବେଳେ ତାର ହୋସ ଉଡିଯାଏ । କନ୍ୟା ତା ପାଖରେ ନଥାଏ । ଏହି ପୁରା ଘଟଣା ଦେଖିବାକୁ ବହୁତ୍ ମଜାଳିଆ ଲାଗିଥାଏ । ଏହି ଭିଡିଓକୁ ଇନ୍ଷ୍ଟାଗ୍ରାମରେ butterfly__mahi ନାମକ ଆକାଉଣ୍ଟ ସେୟାର କରିଛି । ଏହି ଭିଡିଓକୁ ଦେଖି ସ୍ପଷ୍ଟ ହେଉଛି ଯେ ଏହା କୌଣସି ସତ ବିବାହ ନୁହେଁ । ବୋଧହୁଏ ଏହାକୁ କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ତିଆରି କରାଯାଇଛି । ତେବେ ଏହି ଭିଡିଓକୁ ଦେଖି ଲୋକମାନେ ବହୁତ୍ ମଜାଳିଆ କମେଣ୍ଟ କରୁଛନ୍ତି ।

ଏଠାରେ ଦେଖନ୍ତୁ ଭିଡିଓ :-

Leave A Reply

Your email address will not be published.