ଗରିବ ଛାତ୍ରୀଙ୍କୁ ମିଳିବ ୨.୪ ଲକ୍ଷ ଟଙ୍କାର ସ୍କଲାରସିପ୍‌,ତୁରନ୍ତ କରନ୍ତୁ ଆବେଦନ

0

Get real time updates directly on you device, subscribe now.

ଆଜିକାଲି ଦୁନିଆରେ ସରକାରୀ ଚାକିରୀ ମିଳିବା କେତେ ଯେ କଷ୍ଟ ତାହା ଯିଏ ଜାଣେ ସିଏ ଜାଣେ । ଯଦି ଜଣେ ଯେତେ ବଡ଼ ଘୋରଇ କମ୍ପାନୀ ରେ ଭଲ ଦରମା ସହିତ ବି ଚାକିରି କରିଥାଉ ନା କାହିଁକି,ତା ଆଗରେ ଯଦି ଜଣେ ସାମାନ୍ୟ ସରକାରୀ ଚାକିରୀ ଟିଏ କରିଥିବ ତାହାଲେ ସେଠି ତାର ସମ୍ମାନ ଅଧିକ ।

ଘୋରଇ କମ୍ପାନୀରେ ଚାକିରି କରିଥିବା ଲୋକ ତା ଆଗରେ ତୁଚ୍ଛ। ଆଜିକାଲି ଯଦି ଆପଣଙ୍କ ପାଖରେ ସରକାରୀ ଚାକିରୀ ଅଛି ତ ମାନେ ସବୁ କିଛି ଆପଣଙ୍କ ପାଖରେ ଅଛି। ଆପଣ ସବୁଆଡୁ କୃତଜ୍ଞତା ପାଇବେ। ତୋ ଏବେକା ଦୁନିଆରେ ସରକାରୀ ଚାକିରିଆ ମାନଙ୍କ ପାଇଁ କେତେ ଯେ ସୁବିଧା ସୁଯୋଗ ଉପଲବ୍ଧ ତାହା ମଧ୍ୟ ଆପଣ ମାନେ ଜାଣିଥିବେ ।

ଡ.ରେଡ୍ଡିସ୍‌ ଫାଉଣ୍ଡେସନ୍‌ ପକ୍ଷରୁ ଆରମ୍ଭ ହୋଇଛି ଡ.ରେଡ୍ଡିସ୍‌ ଫାଉଣ୍ଡେସନ୍‌ ସଶକ୍ତ ସ୍କଲାରସିପ୍‌ ୨୦୨୨ । ଏହି ସ୍କଲାରସିପ୍‌ କେବଳ ସେହି ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ବିଜ୍ଞାନ ପାଠ୍ୟକ୍ରମରେ କ୍ୟାରିୟର କରିବାକୁ ଇଚ୍ଛୁକ ଥିବେ। ଯେଉଁ ଛାତ୍ରୀ ଆର୍ଥିକ ଭାବେ ପାଠ ପଢ଼ିବାକୁ ଅସମର୍ଥ, ସେମାନଙ୍କୁ ଆଗକୁ ବଢ଼ିବାକୁ ତଥା ବିଜ୍ଞାନ ପଢ଼ିବାକୁ ସୁଯୋଗ ଦେଉଛି ଡ.ରେଡ୍ଡିସ୍‌ ଫାଉଣ୍ଡେସନ୍‌।

ଯେଉଁ ଛାତ୍ରୀମାନେ କଲେଜରେ ଆଡମିଶନ ପାଇଥିବେ, କେବଳ ସେମାନଙ୍କୁ ହିଁ ଏହି Dr. Reddy’s Foundation Sashakt Scholarship 2022 ମିଳିପାରିବ।ଏହି ସ୍କଲାରସିପ୍‌ରେ ଛାତ୍ରୀଙ୍କୁ ୩ ବର୍ଷର ପାଠ ପଢ଼ା ଖର୍ଚ୍ଚ ବାବଦକୁ ୨.୪ ଲକ୍ଷ ଟଙ୍କା ମିଳିବ।

Leave A Reply

Your email address will not be published.