ଏହି ବଲବ ଆଡ଼କୁ ଚୁମ୍ବକ ପରି ଟାଣି ହୋଇ ଆସୁଛନ୍ତି ମଶା,ଆଉ କରେଣ୍ଟ ମାଡ଼ ଖାଇ ହୋଇ ଯାଉଛନ୍ତି ସଫା ! ଜାଣନ୍ତୁ ଏହି ମଶାମାରୁଥିବା ଯନ୍ତ୍ର ବିଷୟରେ

0

Get real time updates directly on you device, subscribe now.

ଗରମରେ ମଶାମାନେ ମଧ୍ୟ ସମସ୍ୟାରେ ପକାଇଥାଆନ୍ତି। କେତେଥର Allout ଓ ଅନ୍ୟ ଜିନିଷ ଲଗାଇବା ପରେ ମଧ୍ୟ ମଶା ଦାଉରୁ ରକ୍ଷା ମିଳିନଥାଏ। ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ବଲବ ନେଇଆସିଛୁ ଯାହାକୁ ରୁମ ଭିତରେ ଲଗାଇବା ପରେ ମଶା ତତ୍କ୍ଷଣାତ ଗାୟବ ହୋଇଯାଆନ୍ତି ଓ ଏହାସହ ଏହାକୁ ଲଗାଇବା ଦ୍ୱାରା ଧୂଆଁ ମଧ୍ୟ ହୋଇନଥାଏ। କିଛି ଲୋକଙ୍କୁ ଧୂଆଁ ଯୋଗୁଁ ଆଲର୍ଜି ହୋଇଥାଏ ସେଥିପାଇଁ ତାଙ୍କ ପାଇଁ ଏହି ବଲବ ବହୁତ ଭଲ ସାବ୍ୟସ୍ତ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏହାର ଦାମ ଓ ଅନ୍ୟ ଜିନିଷ ବିଷୟରେ କହିବାକୁ ଯାଉଛୁ।

CRITICA Electronic mosquito killer କୁ ଫ୍ଲିପକାର୍ଟରୁ ବହୁତ ସହଜରେ କିଣିପାରିବେ। ଫ୍ଲିପକାର୍ଟରେ ବଲବ କୁ କିଣିବାପରେ 73% ଡିସ୍କାଉଣ୍ଟ ମିଳିଥାଏ। ଏହାର MRP 899 ଟଙ୍କା ଅଟେ ଓ ଡିସ୍କାଉଣ୍ଟ ପରେ ଆପଣ ଏହାକୁ 239 ଟଙ୍କାରେ କିଣିପାରିବେ। ଏହାସହ ଏହାକୁ ରୁମରେ କେଉଁଠି ବି ଲଗାଇ ପାରିବେ। ଏହାପାଇଁ ଆପଣଙ୍କୁ ବାସ କେବଳ ଏକ ହୋଲଡ଼ର ଦରକାର ହୋଇଥାଏ। ଆପଣଙ୍କୁ କେବଳ ପୁରୁଣା ବଲବ କୁ କାଢ଼ି ଏହାକୁ ହୋଲଡ଼ର ରେ ଲଗାଇବାକୁ ହୋଇଥାଏ।

କେମିତି କାମ କରେ? :-

ଏହା ମଶା ମାନଙ୍କୁ ମାରିବାର କାମ କରିଥାଏ। ଏହାକୁ ପ୍ଲଗରେ ଲଗାଇବା ପରେ ଏହା ମଶା ମାନଙ୍କୁ ମାରିବା ଆରମ୍ଭ କରିଦେଇଥାଏ। ମଶାମାନେ ଏହା ପାଖକୁ ଟାଣି ହୋଇ ଆସି ମରିଯାଆନ୍ତି। ଏହାପରେ କୌଣସି ପ୍ରକାରର କିଛି ଆବଶ୍ୟକ ପଡେନାହିଁ। Personal Care Product ଉପରେ 65 ଟଙ୍କାର ଛାଡ଼ ମିଳିଥାଏ। Flipkart Axis Bank Card ରେ ପେମେଣ୍ଟ କରିବାପରେ 5% Cashback ମଧ୍ୟ ମିଳିଥାଏ। ଏଥିରେ ଇଲେକ୍ଟ୍ରିକ ବଗ ମଧ୍ୟ ମିଳିଥାଏ।

ଏହା ମଶା ମାନଙ୍କୁ ଘଉଡ଼ାଇବା ସହିତ ଘର ମଧ୍ୟ ଆଲୋକିତ କରିଦେଇଥାଏ। ମାନେ ଗୋଟିଏ ବଲବ ରୁ ଦୁଇଟି ଫାଇଦା ହୋଇଥାଏ। କମ୍ପାନୀ ତରଫରୁ ଏହି ପ୍ରଡକ୍ଟ ଉପରେ ୱାରେଣ୍ଟି ମଧ୍ୟ ଦିଆଯାଇଥାଏ। କିନ୍ତୁ ୱାରେଣ୍ଟି ପାଇବା ପାଇଁ ସମ୍ପୂର୍ଣ୍ଣ ବିଲ ପେ କରିବା ଅନିବାର୍ଯ୍ୟ ଅଟେ।

Leave A Reply

Your email address will not be published.