ଲୋକଙ୍କୁ ଖୁସି କରିଦେଲା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ATM ରୁ ମିଳୁଛି ତାବଡ଼ତୋଡ଼ ଫାଇଦା,ଜାଣନ୍ତୁ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ SBI ପ୍ରତିଦିନ କିଛିନା କିଛି ଅଫର୍ଶ ନିଜର ଗ୍ରାହକ ମାନଙ୍କ ପାଇଁ ନେଇଆସୁଛି। ଯେଉଁଥିରେ ଲୋକଙ୍କ ରେସ୍ପନ୍ସ ମଧ୍ୟ ଭଲ ଦେଖିବାକୁ ମିଳିଛି। ଦେଶରେ SBI ର ମୋଟ 60 ହଜାର ଏଟିଏମ ରହିଛି। ଯଦି ଆପଣଙ୍କ ବ୍ୟାଙ୍କ ଖାତା SBI ରେ ରହିଛି ତାହେଲେ ଏହି ଖବର ଆପଣଙ୍କ ପାଇଁ ମଧ୍ୟ ଫାଇଦା ଦାୟକ ସାବ୍ୟସ୍ତ ହେବ।

ଯଦି ଆପଣ ଏସବିଆଇର ଏଟିଏମ କାର୍ଡ଼ ବ୍ୟବହାର କରୁଛନ୍ତି ତାହେଲେ ଆପଣଙ୍କ ପାଇଁ ମଧ୍ୟ ଏହା ବହୁତ ଭଲ ଖବର ହେବ। SBI ର ଏଟିଏମ କାର୍ଡ଼ ଜରିଆରେ ଯଦି ଆପଣ କିଛି କିଣୁଛନ୍ତି ତାହେଲେ ଆପଣଙ୍କୁ ଭାରି ଡିସ୍କାଉଣ୍ଟ ଦିଆଯାଉଛି।

ଜାଣନ୍ତୁ ଏଟିଏମ ରେ ଆପଣଙ୍କୁ କେଉଁ ପ୍ରକାରର ସୁବିଧା ମିଳୁଛି:-

ଏସବିଆଇ ର ଡେବିଟ କାର୍ଡ଼କୁ ଆପଣ ବ୍ୟବହାର କରି ଆପଣ ତୁରନ୍ତ ଟଙ୍କାକୁ ଟ୍ରାନ୍ସଫର କରିବାରେ ସଫଳ ହୋଇପାରିବେ। ଏହି ସର୍ଭିସ ବିଲକୁଲ ଫ୍ରି ଅଟେ। ଏଥିରେ ଆପଣ କାହାରିକୁ ବି ଟଙ୍କା ପଠାଇ ପାରିବେ। ଏଥିପାଇଁ ଆପଣଙ୍କୁ ନିଜର SBI ଡେବିଟ କାର୍ଡ଼, ପିନ ନମ୍ବର ଓ ଯାହାକୁ ଟଙ୍କା ପଠାଉଛନ୍ତି ତାଙ୍କର ଡେବିଟ କାର୍ଡ଼ ନମ୍ବର ଆବଶ୍ୟକ।

ଏମିତି ବଦଳାନ୍ତୁ ପିନ:-

SBI ଏଟିଏମକୁ ଯାଇ ଆପଣ ଫ୍ରିରେ ନିଜର ଏଟିଏମ ପିନ ବଦଳାଇ ପାରିବେ। ଏହାର ଫାଇଦା ଆପଣ ନିୟମିତ ଅନ୍ତରାଳରେ ନିଜର ଏଟିଏମ ପାସୱାର୍ଡ ବଦଳାଇବା ପାଇଁ କରିପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ପ୍ରକାରର ଚାର୍ଜ ଦେବାକୁ ପଡ଼ିବନାହିଁ।

ଏମିତି ପତା କରନ୍ତୁ ଖାତାରେ କେତେ ଟଙ୍କା ରହିଛି:-

SBI ଏଟିଏମ ବ୍ୟବହାର କରି ଆପଣ ନିଜର ଆକାଉଣ୍ଟ ସୂଚନା ପ୍ରାପ୍ତ କରିପାରିବେ। ମିନି ଷ୍ଟେଟମେଣ୍ଟ ସେବାର ବ୍ୟବହାର କରି ଆପଣ ନିଜର ଖାତାରେ ହେଉଥିବା ନେଣଦେଣ ଉପରେ ନଜର ରଖିପାରିବେ। SBI ର କୌଣସି ଏଟିଏମ ବ୍ୟବହାର କରି ଆପଣ ପ୍ରିମିୟମ ଭରଣା କରିପାରିବେ।

ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ ର ବ୍ରାଞ୍ଚକୁ ଯିବାର ଆବଶ୍ୟକତା ନାହିଁ। ଆପଣ SBI ର ଏଟିଏମ ଜରିଆରେ ଚେକବୁକ ପାଇଁ ଆବେଦନ କରିପାରିବେ। ଏଥିପାଇଁ ଆପଣଙ୍କୁ ବ୍ରାଞ୍ଚ ଯିବାର ଆବଶ୍ୟକତା ରହିଛି ନାକି କୌଣସି ଫର୍ମ ଭରିବାର ଆବଶ୍ୟକତା ରହିଛି।

Leave A Reply

Your email address will not be published.