ଚାଇନାର ପୁଣି ଏକ ନୂତନ ଅବିଷ୍କାର, ରକ୍ତ ପିଇଲେ ବଢିବ ବୟସ !

0

Get real time updates directly on you device, subscribe now.

ବନ୍ଧୁଗଣ ଆଜି କାଲି ଯୁଗରେ ମନୁଷ୍ୟ କେଉଁଠି ଯାଇ କେଉଁଠି ପହଞ୍ଚିଲାଣି । ଆଉ ଏହାର ସବୁ ଶ୍ରେୟ ଯିବ ବୈଜ୍ଞାନିକ ମାନଙ୍କୁ । ଆଜିର ବୈଜ୍ଞାନିକ ମାନେ ସବୁ ଅସମ୍ଭବ ଜିନିଷ କୁ ସମ୍ଭବ କରି ଦେଖାଉଛନ୍ତି । ଏପରି ସବୁ ନୂଆ ନୂଆ ଜିନିଷ ଉଦ୍ଭାବନ କରୁଛନ୍ତି । ଆଜିର ଯୁଗରେ କଉଠୁ ଯାଇ କଉଠି ପହଞ୍ଚିଲାଣି । ଏବେ ବୈଜ୍ଞାନିକ ମାନେ ଖୋଜି ପାଇଛନ୍ତି ସଂଜୀବନୀ ମନ୍ତ୍ର । ଉଦ୍ଭାବନ କ୍ଷେତ୍ରରେ ଚୀନ୍ ବହୁତ ବିକଶିତ ରାଷ୍ଟ୍ର ।

ବିଭିନ୍ନ କ୍ଷେତ୍ରରେ ଭବିଷ୍ୟତ ଜୀବନ ସରଳ କରିବା ପାଇଁ ବହୁତ କିଛି ଉଦ୍ଭାବନ କରୁଛି । ଏବେ ନିକଟରେ ବୈଜ୍ଞାନିକ ମାନେ ବୟସ ବୃଦ୍ଧି କରିବାର ଉପାୟ ବାହାର କରିଛନ୍ତି । ଯାହାକୁ ଚୀନ୍ ର ବୈଜ୍ଞାନିକ ମାନେ ମୂଷା ଉପରେ ରିସର୍ଚ୍ଚ କରି ବାହାର କରିଛନ୍ତି ଉପାୟ । ଯାହାକୁ ଭେମ୍ପାୟାର ମୂଷା କୁହା ଯାଉଛି । ମୂଷାଙ୍କ ବୟସ ବୃଦ୍ଧି ପାଇଁ କିଛି ବୟସ୍କ ମୂଷାଙ୍କ ଦେହରୁ ପୁରୁଣା ରକ୍ତ ବାହାର କରି ତାକୁ ଯୁବ ମୂଷା ମାନଙ୍କ ଦେହରେ ଇନ୍ଜେକ୍ଟ କରା ଯାଉଛି ଫଳରେ ମୂଷାଙ୍କ ବୟସ ବୃଦ୍ଧି ହେଉଥିବାର ବିଶ୍ୱାସ ।

ତେବେ ଏଭଳି ପ୍ରଣାଳୀ ରେ ଜୀବନ ପ୍ରତି ବିପଦ ଅଛି କିନ୍ତୁ ବୈଜ୍ଞାନିକ ମାନେ ଏହି ପ୍ରେଚେଷ୍ଟାରେ ଲାଗି ରହିଛନ୍ତି । ସୂଚନା ମୁତାବକ ଗତ ୧୦ ବର୍ଷ ଧରି ବୈଜ୍ଞାନିକ ମାନେ ରକ୍ତ ଦ୍ଵାରା ବୟସ ବଢ଼ାଇବାକୁ ନେଇ ରିସର୍ଚ୍ଚ କରି ଆସିଛନ୍ତି । ଯାହାର ନାମ ହେଷ୍ଟୋକ୍ରନିକ ପେରାବାୟୋସିସ ବୋଲି ଦିଆଯାଇଛି । ତେବେ ବୈଜ୍ଞାନିକ ଙ୍କ କହିବା ଅନୁସାରେ ରକ୍ତ ପୁରୁଣା ହୋଇଗଲେ ତାହା ଅଙ୍ଗ ପ୍ରତ୍ୟଙ୍ଗ ସହିତ ଟିସ୍ୟୁ ଏବଂ ସେଲକୁ ପୁରୁଣା କରି ଦେଇଥାଏ । କିନ୍ତୁ ଯୁବ ଜୀବଙ୍କ ରକ୍ତ ବୟସ ବୃଦ୍ଧିର ପ୍ରକ୍ରିୟାକୁ କମ କରି ଦେଇଥାଏ । ତେଣୁ କରି ଏହି ପ୍ରକ୍ରିୟାକୁ କିଛି ରକ୍ତ ପିଉଥିବା ମୂଷାଙ୍କ ଉପରେ ହିଁ ପ୍ରୟୋଗ କରାଯାଇଛି । ସଠିକ୍ ସମୟରେ ବମ୍ପାୟାର ମୂଷାଙ୍କ ଶରୀରରେ ଯୁବ ମୂଷା ଙ୍କ ରକ୍ତକୁ ଭାରି ଦିଆଯାଏ । ତେବେ ଏହି ପ୍ରଣାଳୀ ମୂଷାଙ୍କ ଦେହରେ କାର୍ଯ୍ୟକଲେ ପରେ ମନୁଷ୍ୟ ଦେହରେ ଟ୍ରାୟ କରାଯିବାର ସମ୍ଭାବନା ଅଛି ।

Leave A Reply

Your email address will not be published.