ୟେ କେମିତିକା ସମ୍ପର୍କ : ଜେଜେବାପା ନିଜ ନାତୁଣୀକୁ ପିଆଇଲେ ବିଡ଼ି,ଦେଖନ୍ତୁ ଭିଡ଼ିଓ……..

0

Get real time updates directly on you device, subscribe now.

ୟୁପିରେ ଜଣେ ବ୍ୟକ୍ତି ନିଜର ନାତୁଣୀକୁ ବିଡ଼ି ପିଆଉଥିବାର ଭିଡ଼ିଓ ସାମ୍ନାକୁ ଆସିଛି। ଏହି ଭିଡ଼ିଓଟି ଦୁଇମାସ ତଳର କୁହାଯାଉଥିବା ବେଳେ ଭିଡ଼ିଓଟି ଏବେ ଭାଇରାଲ ହୋଇଛି। ପିଲାଟିର ମାଆ ଏହିକଥା ଜାଣିବା ପରେ ଶଶୁର ବିରୁଦ୍ଧରେ ବେହଟ୍ଟାମୁହାବର ଥାନାରେ ଅଭିଯୋଗ ଆଣିଛନ୍ତି। କିନ୍ତୁ ଏଫଆଇଆର ଦର୍ଜ ହେବାପରେ ମଧ୍ୟ କାର୍ଯ୍ୟବାହୀ ହୋଇନାହିଁ। ପିଲାଟିର ମାଆ ଥାନା ଓ ବାଳ ସଂରକ୍ଷଣ ବିଭାଗ ବୁଲୁଛନ୍ତି।

ଏହି ମାମଲାରେ ବାଳ ସଂରକ୍ଷଣ ଅଧିକାରୀ ବତାଇଛନ୍ତି କି, ଏହି ମାମଲାରେ ପିଡ଼ିତାଙ୍କ ଶଶୁର ଓ ଦିଅର ଉପରେ ମୋକଦ୍ଦମା ପଞ୍ଜୀକୃତ କରାଯାଇଛି। ସେପଟେ ପିଲାଟିର ମାଆଙ୍କ ଆରୋପ ଏହାକି ଯେ, ଅଭିଯୋଗ ପରେ କୌଣସି କାର୍ଯ୍ୟବାହୀ କରା ଯାଇନାହିଁ। ସେହିପରି ପିଲାଟିର ଭିଡ଼ିଓ ଉପରେ ବାଳ ସଂରକ୍ଷଣ ଅଧିକାରୀ ସଞ୍ଜୟ ମିଶ୍ରାଙ୍କ ବୟାନ ସାମ୍ନାକୁ ଆସିଛି।

ଦୁଇମାସ ପୂର୍ବର ହେଉଛି ଏହି ଘଟଣା:-

ବାଳ ସଂରକ୍ଷଣ ଅଧିକାରୀ ସଞ୍ଜୟ ମିଶ୍ରା କହିଛନ୍ତି ଯେ, ଦୁଇମାସ ପୂର୍ବରୁ ଏହି ସଂଜ୍ଞାନ ତାଙ୍କ ପାଖକୁ ଆସିଥିଲା। ମହିଳା ନିଜର ଛୁଆଙ୍କୁ ନେଇ ତାଙ୍କ ପାଖକୁ ଆସିଥିଲେ। ସେହିଦିନ ସେ ପିଲାଟି ସହିତ କଥା ହୋଇଥିଲେ ଓ ଜିଲ୍ଲା ପ୍ରୋବେସନ ଅଧିକାରୀ ସାମ୍ନାରେ ପିଲାଟିକୁ ପେଶ କରିଥିଲେ। ଏହାପରେ ତାଙ୍କର ଦରଖାସ୍ତ ନେଇ ବାଳ କଲ୍ୟାଣ ସମିତି ପାଖରେ ପ୍ରସ୍ତୁତ କରାଯାଇଥିଲା। ବାଳ କଲ୍ୟାଣ ସମିତି ଦ୍ୱାରା ପ୍ରସ୍ତୁତ କରିବା କରିବା କ୍ଷଣୀ ହିଁ ବାଳ କଲ୍ୟାଣ ସମିତି ତୁରନ୍ତ ଏହାଉପରେ ଥାନରେ ଏଫଆଇଆର ଦେବାକୁ ଆଦେଶ ଦେଇଥିଲେ। ପିଲାଟିର କକା ଉପରେ ମଧ୍ୟ ଅଭିଯୋଗ ପଞ୍ଜୀକୃତ ହୋଇସାରିଛି।

ଜଲଦି କାର୍ଯ୍ୟବାହୀ ହେବ ବୋଲି ଦିଆଯାଇଛି ଆଶ୍ୱାସନା:-

ବାଳ ସଂରକ୍ଷଣ ଅଧିକାରୀ ସଂଜୟ ମିଶ୍ରାଙ୍କ କହିବାହେଲା, ଏହି ମାମଲାର ଅଭିଯୋଗକୁ ନେଇ ମହିଳା ପୁଣିଥରେ ଆସିଛନ୍ତି। ଏବେ ଫିର ପଞ୍ଜୀକରଣ ହୋଇସାରିଛି ଓ ତାଙ୍କୁ ବତାଇ ଦିଆଯାଇଛି ବହୁତ ଜଲଦି ଅଗ୍ରୀମ କର୍ଯ୍ୟବାହୀ କରାଯିବ।

Leave A Reply

Your email address will not be published.