ଗଭୀର ଖାଲ ପାଖରେ ଠିଆ ହୋଇଥିଲା ପ୍ଲେନ,ମରଣ ମୁହଁରେ ଯାଇ ଠିଆ ହୋଇଗଲା ବ୍ୟକ୍ତି, ଦେଖନ୍ତୁ ପୁଣି କ’ଣ ହେଲା ?

0

Get real time updates directly on you device, subscribe now.

ଯଦି ଆପଣଙ୍କୁ ଉଚ୍ଚ ସହ ଡର ଲାଗେ ଓ ଚଟାଣ ମଧ୍ୟଭାଗରେ ଯାଇ ଆଶଙ୍କା ହୁଏ ତେବେ ଏହି ଭିଡିଓ ଆପଣ ଦେଖିବା ଆବଶ୍ୟକ ନୁହେଁ|ଅନଲାଇନ ଭାଇରାଲ ହୋଇଥିବା ଏକ କ୍ଲିପରେ ଇଣ୍ଡୋନେସିଆର ଏକ ସୁନ୍ଦର ଦ୍ଵୀପ ବାଲିର ଜଣେ ଫଟୋଗ୍ରାଫରକୁ ଗୋଟିଏ ପାହାଡ ଉପରେ ଠିଆ ହୋଇଥିବା ବିମାନ ଉପରେ ଚାଲୁଥିବାର ଦେଖାଯାଏ|ଏହି ପ୍ଲେନ ଗୋଟିଏ ରିଟାୟାର୍ଡ ବୋଇଙ୍ଗ ବିମାନର ଅଟେ|ଏହି ଵିମାନକୁ ସମୁଦ୍ର କଣରେ ସୁନ୍ଦର ଦୃଶ୍ୟ ସହ ଗୋଟିଏ ଚଟାଣରେ ରଖାଯାଇଛି|

ଭାଇରାଲ ହେଉଥିବା ଏହି ଭିଡିଓକୁ ଅର୍ଥପିକ୍ସ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି|ଏହି ଛୋଟ କ୍ଲିପରେ ଫଟୋଗ୍ରାଫର କେମିଙ୍ଗ ଦରମାବନକୁ ଗୋଟିଏ ପାହାଡ ଉପରୁ ରିଟାୟାର୍ଡ ପ୍ଲେନର ପଙ୍ଖରେ ଚାଲୁଥିବା ଦେଖାଯାଏ|ପୋଷ୍ଟର କ୍ୟାପ୍ସନ ଅନୁସାରେ ବିମାନକୁ ଉଲୁବାତୁ ବଡଙ୍ଗ ରିଜେନ୍ସିରେ ନ୍ୟାଙ୍ଗ ନ୍ୟାଙ୍ଗ ସମୁଦ୍ର ତଟ ପାଖରେ ଏକ ପର୍ଯ୍ୟଟକ ଆବାସରେ ବଦଳାଇବାକୁ ଅଛି|ଯେପରିକି ଆମେ କ୍ୟାମେରାରେ ଦେଖିପାରିବେ ଯେ କ୍ୟାମେରା ଧିରେଧିରେ ସବୁଜିମା ଚଟାଣର ମନୋରମ ଦୃଶ୍ୟ ଆଡକୁ ବଢ଼ିଥାଏ|

ଫଟୋଗ୍ରାଫର ଲଗାତାର ଚାଲୁଥିବା ପ୍ଲେନର ବିଙ୍ଗର ଶେଷ ପର୍ଯ୍ୟନ୍ତ ଗଲା ଓ ଅଟକିଗଲା|ଏପରି ଲାଗିଲା ଯେ ସେ ମରଣ ମୁହଁକୁ ଯାଇ ଠିଆ ହୋଇଛି|ଯଦି ପ୍ଲେନର ବିଙ୍ଗ ପବନରେ ହଲିଲା ଯଦି ତା ପାଦ ଟଳମଳ ହୋଇପାରି ଥାନ୍ତା ଓ ବ୍ୟକ୍ତିଙ୍କ ଜୀବନ ଯାଇପାରେ|ଫଟୋଗ୍ରାଫର କୋମିଙ୍ଗ ଖୋଜିଖୋଜି ଏହି ରିଟାୟାର୍ଡ ବୋଇଙ୍ଗ ବିମାନ ପର୍ଯ୍ୟନ୍ତ ପହଞ୍ଚିଲେ ଯେଉଁଠି ସେ କ୍ୟାମେରାରେ ମନୋରମ ଦୃଶ୍ୟ ଉତ୍ତୋଳନ କରିଥିଲେ|ସମୁଦ୍ର କଣରେ ଚଟାଣରେ ରଖାଯାଇଥିବା ବିମାନ ବହୁତ ସୁନ୍ଦର ଦେଖାଯାଏ|ଭିଡିଓର କ୍ୟାପ୍ସନରେ ଲେଖିଲା ,”ଏହାକୁ ଉଲୁବାତୁ ବଡଙ୍ଗ ରୋଜେନ୍ସିରେ ନ୍ୟାଙ୍ଗ ନ୍ୟାଙ୍ଗ ସମୁଦ୍ର ତଟ ପାଖ ଏକ ପର୍ଯ୍ୟଟନ ଆବାସରେ ବଦଳାଇବା ଅଛି|

Leave A Reply

Your email address will not be published.