ରାସନ ଡିଲର ହଇରାଣ କରୁଥିଲେ,ଏମିତି ଭାବରେ କରନ୍ତୁ ଅଭିଯୋଗ

0

Get real time updates directly on you device, subscribe now.

ସରକାର ଲୋକ ମାନଙ୍କ ପାଇଁ ବହୁତ ସୁବିଧା କରିଛନ୍ତି।ଖାଇବା ପାଇଁ ଚାଉଳ ରହିବା ପାଇଁ ଘର ମଧ୍ୟ ଦଉଛନ୍ତି। ଏହି ରାସନ କାର୍ଡର କାର୍ଯ୍ୟକାରିତା ମାଧ୍ୟମରେ ଓଡିଶା ରାଜ୍ୟର ସମସ୍ତ ବାସିନ୍ଦାଙ୍କୁ ବିଭିନ୍ନ ପ୍ରକାରର ସୁବିଧା ଯୋଗାଇ ଦିଆଯିବ | ଦେଶର କୋଟି କୋଟି ଲୋକଙ୍କୁ ସରକାର ପ୍ରତିମାସରେ ମାଗଣା ରାସନ ଯୋଗାଉଛନ୍ତି।ଆପଣଙ୍କ ରାସନ ସେମାନେ ବିକି ଦିଅନ୍ତି ଆଉ ଭତ୍ତା ପଇସା ନିଜେ ରଖି ଦିଅନ୍ତି।ସେମାନେ ଏହି ଭଳିକାମ କରି ସରକାରଙ୍କ ମୁଣ୍ଡକୁ ତଳକୁ କରିଦେଉଛନ୍ତି ଯାହା ଗୋଟେ ଲଜ୍ୟା ଜଣକ କଥା ।

ସେପଟେ ଡିଲର ମାନେ ସେମାନଙ୍କ କାମ ଠିକ ସେ କରନ୍ତି ନାହିଁ ଆଉ ଲୋକ ମାନଙ୍କୁ ହଇରାଣ କରନ୍ତି।ଯଦି ଏହିଭଳି କିଛି ହଉଚି ତାହେଲେ ଆପଣ ମାନେ ପୋଲିସରେ କମ୍ପ୍ଲେନ୍ କରିପାରିବେ।ସରକାର ଗୋଟିଏ ନମ୍ବର ଦେଇଛନ୍ତି ଆପଣ ମାନେ ସେହିଥିରୁ ଅଭିଯୋଗ କରିପାରିବେ। ଅନୁସନ୍ଧାନରେ ଯଦି ଆପଣଙ୍କର ଅଭିଯୋଗ ସତ ହୋଇଯାଏ, ଏହି ପରିସ୍ଥିତିରେ ରେସନ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ତାହେଲେ ସେମାନଙ୍କ ଉପରେ କାର୍ଯ୍ୟ ଅନୁଠାନ ନିଆଯିବ।ତେବେ ଆପଣ ମାନେ ସାବଧାନ ରୁହନ୍ତୁ ଏହି ଭଳି ଲୋକ ମାନଙ୍କ ଠୁ।ଆପଣ ଚାହିଁଲେ ଅନଲାଇନ୍ ରେ ମଧ୍ୟ ଅନୁରୋଧ କରିପାରିବେ।ଆସନ୍ତୁ ଜାଣିବା ନମ୍ବର ଗୁଡିକ ହେଲା

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ – ୧୮୦୦-୩୪୩-୩୧୯୭

ଚଣ୍ଡିଗଡ଼ – ୧୮୦୦-୧୮୦-୨୦୬୮

ଦାଦ୍ରା ଏବଂ ନାଗର ହାଭେଲି ଏବଂ ଡାମନ୍ ଏବଂ ଡିୟୁ – ୧୮୦୦-୨୩୩-୪୦୦୪

ଲକ୍ଷ୍ମୀଦ୍ୱୀପ – ୧୮୦୦-୪୨୫-୩୧୮୬

ପୁଡୁଚେରୀ – ୧୮୦୦-୪୨୫-୧୦୮୨ଉତ୍ତରପ୍ରଦେଶ – ୧୮୦୦-୧୮୦-୦୧୫୦ ଉତ୍ତରପ୍ରଦେଶ – ୧୮୦୦- ୧୮୦-୨୦୦୦ ,୧୮୦୦-୧୮୦-୪୧୮୮

ଆନ୍ଧ୍ରପ୍ରଦେଶ – ୧୮୦୦-୪୨୫-୨୯୭୭

ଅରୁଣାଚଳ ପ୍ରଦେଶ – ୦୩୬୦୨୨୪୪୨୯୦

ଆସାମ – ୧୮୦୦-୩୪୫-୩୬୧୧

ବିହାର – ୧୮୦୦-୩୪୫୬-୧୯୪

ଛତିଶଗଡ – ୧୮୦୦-୨୩୩-୩୬୬୩

ଗୋଆ -୧୮୦୦- ୨୩୩-୦୦୨୨ ମଣିପୁର- ୧୮୦୦- ୩୪୫-୩୮୨୧

ମେଘାଳୟ- ୧୮୦୦-୩୪୫-୩୬୭୦

ମିଜୋରାମ- ୧୮୬୦-୨୨୨-୧୮୦୦-୩୪୫- ୩୮୯୧ ଗୁଜୁରାଟ – ୧୮୦୦-୨୩୩-୫୫୦୦

ହରିୟାଣା – ୧୮୦୦-୧୮୦-୨୦୮୯

ହିମାଚଳ ପ୍ରଦେଶ – 1800-180-8026 ଝାଡଖଣ୍ଡ – 1800-345-6598, 1800-212-5512

କର୍ଣ୍ଣାଟକ – 1800-425-9339 କେରଳ – 1800-425 -୧୫୫୦

ମହାରାଷ୍ଟ୍ର- 1800-22-4950ନାଗାଲାଣ୍ଡ- 1800-345-3704, 1800-345-3705

ଓଡିଶା – 1800-345-6724 / 6760

ପଞ୍ଜାବ – 1800-3006-1313

ରାଜସ୍ଥାନ – 1800-180-6127ସିକ୍କିମ୍ – 1800-345-3236

ତାମିଲନାଡୁ – 1800-425-5901

ତେଲେଙ୍ଗାନା – 1800-4250-0333

ତ୍ରିପୁରା – 1800-345- 3665

ଉତ୍ତରପ୍ରଦେଶ – 1800-180-0150 ଉତ୍ତରପ୍ରଦେଶ – ୧୮୦୦-୧୮୦-୨୦୦୦

ଏହିସବୁ ନମ୍ବରରେ କଲ କଲେ ଆପଣଙ୍କ ଅନୁରୋଧକୁ ଗ୍ରହଣ କରାଯିବ।

Leave A Reply

Your email address will not be published.