ଏଠାକୁ ଆସନ୍ତୁ ଆଉ ଘର କିଣନ୍ତୁ,ସରକାର ହିଁ ଦେବେ ୫୦ ଲକ୍ଷ ଟଙ୍କା !

0

Get real time updates directly on you device, subscribe now.

ଯଦି ଆପଣଙ୍କୁ କେହି କହେ ଘର କିଣିବା ପାଇଁ ସରକାର ଆପଣଙ୍କୁ ୫୦ ଲକ୍ଷ ଟଙ୍କା ଦେବେ ତ ଆପଣ କ’ଣ ଭାବିବେ ? ଆପଣ କହିପାରିବେ ଯେ ଏପରି କେଉଁଠାରେ ହୁଏ ନାହିଁ|କିନ୍ତୁ ସ୍କଟଲାଣ୍ଡର ସରକାର ଏଭଳି ଯୋଜନା ଲଞ୍ଚ କରିବାକୁ ଯାଉଛି ଯେଉଁଠି ଲୋକଙ୍କୁ ଘର କିଣିବା ପାଇଁ ୫୦ ଲକ୍ଷ ଟଙ୍କା ଦିଆଯିବ|

ଘର କିଣିବା ପାଇଁ ଏହି ଯୋଜନା ସ୍କଟଲାଣ୍ଡର କିଛି ଆଇଲାଣ୍ଡରେ ଆରମ୍ଭ କରାଯିବ|ସ୍କଟିଶ ସରକାର ଯୁଵକ ଓ ଫେମିଲି ଲୋକଙ୍କୁ ୫୦ ହଜାର ପାଉଣ୍ଡ (୪୮ ହଜାର) ଦେବାକୁ ଯୋଜନା କରିଛି|୨୦୨୬ ପର୍ଯ୍ୟନ୍ତ ୧୦୦ ପରିବାରକୁ ୪୮-୪୮ ଲକ୍ଷ ଦିଆଯିବ|

ସରକାର ଏହି ସ୍କିମ ଏଥିପାଇଁ ଆଣିଛନ୍ତି ଫଳରେ ଲୋକଙ୍କ ନିର୍ବାସନ ରୋକାଯାଇ ପାରିବ ଫଳରେ ଲୋକସଂଖ୍ୟା କମିଗଲା|ସ୍କଟିଶ ସରକାରଙ୍କ ମନ୍ତ୍ରୀଙ୍କ ଆଶା ଯେ ଏହି ୯୩ ଆଇଲାଣ୍ଡରେ ଲୋକ ଓ ଚାକିରି ହ୍ରାସ ଦୂର କରିବ|

ଡେଲି ମେଲ ରିପୋର୍ଟ ମୁତାବକ ସରକାର କହିଛନ୍ତି ଯେ ତାଙ୍କ ଯୋଜନା ଲୋକଙ୍କୁ ଆଇସଲାଣ୍ଡରେ ସ୍ଥାୟୀ ଜୀବନ ଜୀଇଁ ଵାକୁ ସାହାଯ୍ୟ ପାଇଁ ଘର କିଣିବାକୁ ,ବନାଇବାକୁ ବା ପୁନର୍ନିମାଣ କରିବା ସହ ବ୍ୟବସାୟ ଆରମ୍ଭ କରିବାକୁ ଅନୁମତି ଦେଵ|ଏଥିପାଇଁ ବହୁ ଦେଶରୁ ଲୋକ ଆବେଦନ କରିଛନ୍ତି|ଏଥିରେ ଦକ୍ଷିଣ ଆମେରିକାର ଇକ୍ୱଡରର ଲୋକ ମଧ୍ୟ ସାମିଲ ଅଟନ୍ତି|

ସରକାରଙ୍କ ଏହି ଯୋଜନା ଆଲୋଚକଙ୍କ ଦ୍ଵାରା ନଟଙ୍କି ସାବ୍ୟସ୍ତ କରିଛି|ଏହି ନିର୍ବାସନ ସମସ୍ୟା ପଛରେ ଦୀର୍ଘ କାଳିନ ସମସ୍ୟା ସମାଧାନ କରିବ|

ପରିସଂଖ୍ୟାନ ଅନୁସାରେ Western Isles ଓ Orkney ଆଇସଲ୍ୟାଣ୍ଡରେ ଘରର ମୂଲ୍ୟରେ ୨୦% ବଢିଗଲା ଯାହା ଦେଶରେ ସର୍ବାଧିକ|Western Isles କାଉନସିଲର ଟ୍ରାନ୍ସପୋଟେସନ ଓ ଇନଫ୍ରାଷ୍ଟକ୍ଚର କମିଟି ଅଧ୍ୟକ୍ଷ ୟୁସଡିନ ରବର୍ଟସନ କହିବା କଥା ଯେ ଆରମ୍ଭରୁ ଏଠାରେ ଘର କିଣିବାକୁ ଇଛା ବ୍ୟକ୍ତ କଲେ ଯାହା ପାଖାପାଖି ୯୬୦୦ କିମି ଦୂର ଇକ୍ୱଡୋରର ଏକ ପରିବାର ଅଟେ|

ଆଲୋଚକଙ୍କ କହିବାନୁଯାୟୀ ଏହା ସ୍କଟିଶ ସରକାରଙ୍କ ଏକ ଚାଲ ତାଙ୍କୁ ଏହି ଟଙ୍କା ଆଇଲାଣ୍ଡର ବୁନିୟାଦ ଢାଞ୍ଚାରେ ସୁଧାର ଭଳି ଲମ୍ବା ଅବଧି ପରିଯୋଜନାରେ ଖର୍ଚ୍ଚ କରିବା ଆବଶ୍ୟକ|ଡିପୋପଲେସନ ଆଇଲାଣ୍ଡ ସମୁଦାୟ ପାଇଁ ଏକ ବଡ ବିପଦ ଅଟେ|

Leave A Reply

Your email address will not be published.