ଏହି ଛୋଟ ସୋଲାର ପାୱାର ଜେନେରେଟର ଟିଭି ଠାରୁ ଆରମ୍ଭ କରି ଲାପଟପ ପର୍ଯ୍ୟନ୍ତ ସମସ୍ତଙ୍କୁ ପାୱାର ସପ୍ଲାଏ କରିଥାଏ

0

Get real time updates directly on you device, subscribe now.

ଯଦି ଆପଣ ଘରର ଇଲେକ୍ଟ୍ରୋନିକ୍ସ ଡିଭାଇସ ଗୁଡିକୁ ପାୱାର ଦେବାପାଇଁ ଏକ ଜେନେରେଟର କିଣିବାକୁ ମନ ବଳାଇଛନ୍ତି ତାହେଲେ Amazon ରେ ଉପଲବ୍ଧ ରହିଥିବା ଏହି ପ୍ରଡକ୍ଟ ଆପଣଙ୍କ ପାଇଁ ଲାଭଦାୟକ ହେବ। ଏହି ସୋଲାର ପାୱାର ଜେନେରେଟର ର ଦାମ ଏତେ କମ ଯେ, ଯାହାକି ଆପଣଙ୍କୁ ମିଡ଼ ରେଞ୍ଜର ମୋବାଇଲ ଦାମ ସହିତ ସମାନ ଆସିବ।

SARRVAD Portable Solar Power Generator S-150

ଯେଉଁ ସୋଲାର ଜେନେରେଟର କଥା ଆମେ କହିବାକୁ ଯାଉଛୁ ତାହା ହେଲା SARRVAD Portable Solar Power Generator S-150। ଏହି ଡିଭାଇସ ଦେଖିବାକୁ ଏକ ଛୋଟ ସେଟଟପ ବକ୍ସ ଆକାରର ଓ ଏହା ଆପଣଙ୍କ ଟିଭି, ଲାପଟପ ଓ ଅନ୍ୟ ଡିଭାଇସ ଗୁଡ଼ିକୁ ପାୱାର ଦେଇପାରିବ। ଏହା ବହୁତ ହାଲୁକା ଅଟେ ଓ ପାୱାରଫୁଲ ମଧ୍ୟ, ଏହାକୁ ଆପଣ ନିଜ ଆଲମୀରାରେ ରଖିପାରିବେ ଓ ନିଜ ବ୍ୟାଗରେ କ୍ୟାରି କରି ନେଇପାରିବେ।

ଏହାର ଖାସିୟତ:-

ଯଦି ଆମେ ଏହାର ଖାସିୟତ ବିଷୟରେ କହିବାକୁ ଯିବା ତାହେଲେ ଏହାର କ୍ଷମତା 42000mah 155wh ଅଟେ। ଏହା ଇଲେକ୍ଟ୍ରୋନିକ ଜିନିଷ ଗୁଡ଼ିକୁ ପାୱାର ସପ୍ଲାଏ କରିବାରେ ବହୁତ ସକ୍ଷମ ଅଟେ। ଯେତେବେଳେ ଏହି ଜିନିଷଟି ଫୁଲ ଚାର୍ଜ ହୋଇଯାଏ ସେତେବେଳେ ଆପଣ ନିଜର iphone8 କୁ ଆଠଥର ଚାର୍ଜ ବସାଇ ପାରିବେ। ଏହାର ବ୍ୟବହାର ଘରୋଇ ରୂପରେ ଅପାତକାଳୀନ ପାୱାର ବ୍ୟାକଅପ, ଫୋନ ଟାବଲେଟ, ଲାପଟପ, ହଲିଡେ ଲାଇଟ, ରେଡ଼ିଓ, ମିନି ଫ୍ୟାନ, ଟିଭି ଓ ଅନ୍ୟସବୁ ଜିନିଷ କରିପାରିବେ।

ଏହାର ଓଜନ ମାତ୍ର 1.89 କିଲୋଗ୍ରାମ ଅଟେ ଓ ଏହା ବହୁତ କମ୍ପାକ୍ଟ ମଧ୍ୟ ଅଟେ। ଏହାର ଓଜନ ଓ ଡିଜାଇନ ଦ୍ୱାରା ଏହା ୟୁଜର୍ସଙ୍କ ପାଇଁ ଏକ ଲାଭଦାୟକ ପ୍ରଡକ୍ଟ ସାବ୍ୟସ୍ତ ହୋଇପାରେ। ଏହା ଏକ ଆଡ଼ାପଟର ଓ କାର ଚାର୍ଜର ସହିତ ଆସିଥାଏ ଯାହାଦ୍ୱାରା ଆପଣ ଏହାକୁ ୱାଲ ଆଉଟଲେଟ ଓ କାର ଆଡାପଟର ଦ୍ୱାରା ଚାର୍ଜ କରିପାରିବେ। କିମ୍ବା ଏହାକୁ ଆପଣ ସୋଲାର ପ୍ୟାନେଲ ସହିତ ସୂର୍ଯ୍ୟ କିରଣ ତଳେ ଚାର୍ଜ କରିପାରିବେ। ଏହାର ଦାମ ବିଷୟରେ କହିବାକୁ ଗଲେ ଏହାର ଦାମ 19,000 ଟଙ୍କା ଅଟେ।

Leave A Reply

Your email address will not be published.