ଉଡାଣ ସମୟରେ ଫ୍ଲାଇଟରେ ପାଇଲଟ ବନାଇଲା ସମ୍ବନ୍ଧ, ହେଲା କାର୍ଯ୍ୟାନୁଷ୍ଠାନ

0

Get real time updates directly on you device, subscribe now.

ଉଡାନ ସମୟରେ ଏକ ବିବାହିତ ପାଇଲଟ ମହିଳା ଟ୍ରେନିର ରୋମାନ୍ସ ପାଇଁ ଏକ୍ସଟ୍ରା ଫ୍ଲାଇଙ୍ଗ କ୍ଲାସର ଓଫର ଦେଇଥିଲେ|ସେ ମାନିଗଲା|ଯାହାପରେ ପ୍ଲେନର କୋକୋପିଟରେ ହିଁ ଦୁହେଁ ସମ୍ବନ୍ଧ ବନାଇବାକୁ ଲାଗିଲେ|ସେ ଦୁହେଁ ଏହାର ଭିଡିଓ ମଧ୍ୟ ରେକର୍ଡ କରିଲା|ଯାହା ପରେ ଭାଇରାଲ ହୋଇଗଲା|

ମାମଲା ରୂଷର ଅଟେ|ପ୍ଲେନକୁ ଅଟୋ ପାଇଲଟ ମୋଡରେ ରଖି ପାଇଲଟ୍ ଓ ତାଙ୍କ ଟ୍ରେନିଂ ରୋମାନ୍ସ କରୁଥିଲେ ଓ ତାକୁ ରେକର୍ଡ କରୁଥିଲେ|କିଏ ଏହାର ଭିଡିଓ ଅନଲାଇନରେ ସେୟାର କରିଦେଲା|ଯେଉଁଠି ସୈସବେ ଫ୍ଲାଇଟ ସ୍କୁଲ ତାଙ୍କୁ ଚିହ୍ନିନେଲା|ଯାହାପରେ ଫ୍ଲାଖଟ ଇନଷ୍ଟ୍ରକ୍ଟର ଓ ତାଙ୍କ ଛାତ୍ରକୁ ସଂସ୍ଥାରୁ ବାହାର କରିଦେଲେ|

୨୮ ବର୍ଷିୟ ବିବାହିତ ପାଇଲଟ ୨୧ ବର୍ଷୀୟା ମହିଳା ଟ୍ରେନିଂ କୁ ଏକ୍ସଟ୍ରା ଫ୍ଲାଇଙ୍ଗ କ୍ଲାସ ପରିବର୍ତ୍ତେ ରୋମାନ୍ସ ପାଇଁ ମନେଇ ଦେଇଥିଲେ|ଯଦିଓ ପ୍ରାରମ୍ଭିକ ପର୍ଯ୍ୟାୟରେ ଟ୍ରେନିଂ ପାଇଲଟକୁ ମନା କରିଥିଲେ କାହିଁକି ସେ ବିବାହିତା ଥିଲେ|କିନ୍ତୁ ଏକ୍ସଟ୍ରା ଟ୍ୟୁସନ ଅଫରରେ ସେ ମାନିଗଲା|ଲୋକାଲ ନ୍ୟୁଜ ସାଇଟ୍ Gazeta ଅନୁଯାୟୀ ଦୁହେଁ Cessna 172 ଏୟାରକ୍ରାଫ୍ଟର କୋକୋପିଟରେ ଥିଲେ|

ଯେତେବେଳେ ଏ ସମ୍ପର୍କରେ ଟ୍ରେନିକୁ ପଚରାଗଲା ସେ କହିଲା ଯେ ଅଟୋ ପାଇଲଟ ମୋଡ ଅନ ଥିଲା ଓ ସେମାନେ କେବଳ କିସ୍ ଓ ହଗ୍ କରିଥିଲେ|ପରେ ସେ ଦାବି କଲା ଯେ ଏହା ପ୍ରଥମଥର ହେଲା ଓ ଆଗକୁ ଏହା କେବେବି କରିବ ନାହିଁ|

ରିପୋର୍ଟ ଅନୁସାରେ ଏହି ମାମଲା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ମହିଳା ଟ୍ରେନି ସହ ବଦଳା ନେବା ପାଇଁ କ୍ଲିପକୁ ତାଙ୍କ ସାଥୀ କ୍ୟାଡେଟ ଅନଲାଇନ ପୋଷ୍ଟ କରିଥିଲେ|ଭିଡିଓ ଭାଇରାଲ ହେବାପରେ ଏହି ତଥ୍ୟ ଫ୍ଲାଇଟ ସ୍କୁଲକୁ ବି ମିଳିଗଲା|

Leave A Reply

Your email address will not be published.