ବିଜୁଳି ମିଟର ପାଖରେ ବସାଇ ଦିଅନ୍ତୁ ୧୯୧ ଟଙ୍କିଆ ଏହି ମେସିନ, ମନଇଚ୍ଛା ଏସି ଚଳାଇପାରିବେ ଓ କୌଣସି ବିଜୁଳି ବିଲ ଉଠିବନାହିଁ

0

Get real time updates directly on you device, subscribe now.

ଗରମ ବଢିବା ସହିତ ବଢ଼ୁଥିବା ବିଜୁଳି ବିଲ ମଧ୍ୟ ଚିନ୍ତାର ବିଷୟ ପାଲଟି ଯାଇଛି। ଗରମରେ ଏସି ଦ୍ୱାରା ଉଠୁଥିବା ବିଜୁଳି ବିଲ ହେଉଛି ଏହାର ମୁଖ୍ୟ କାରଣ। ବହୁତ ପ୍ରଚେଷ୍ଟା କରିବାପରେ ମଧ୍ୟ ବିଜୁଳି ସମସ୍ୟା କମ ହେଉନାହିଁ, ସେଥିପାଇଁ ଆଜି ଆମେ ଏପରି ଏକ ଉପାୟ ନେଇଆସିଛୁ ଯାହାକୁ ବ୍ୟବହାର କରି ଆପଣ ନିଜ ଘର ଓ ଅଫିସରେ ଏହା ଫାଇଦା ଉଠାଇ ପାରିବେ। ମାତ୍ର ୧୯୧ ଟଙ୍କାର ଏହି ମେସିନକୁ ଆପଣ ନିଜ ଘରର ବିଜୁଳି ମିଟରରେ ଲଗାଇବାକୁ ହେବ।

ପାୱାର ସେଭିଂ ଡିଭାଇସ ବନାଉଥିବା କମ୍ପାନୀର ଦାବି ଏହାକି ଯେ, ଏହି ମେସିନକୁ ମିଟରରେ ଲଗାଇବା ମାତ୍ରକେ ପାଖାପାଖି 35% ପର୍ଯ୍ୟନ୍ତ ବିଲ କମ କରାଯାଇପାରେ। ଏହା 15kw ର ଡିଭାଇସ ଅଟେ। Shakti Enviropour ର ଏହି ଡିଭାଇସ ଫ୍ଲିପକାର୍ଟରୁ କିଣିପାରିବେ ଓ ଏହାର ଦର ୧୯୧ ଟଙ୍କା ଅଟେ। ଆଜି କିଣିବାଦ୍ୱାରା ଏଥିରେ ଆପଣଙ୍କୁ ୧୦୦ ଟଙ୍କାର ଗିଫ୍ଟ କାର୍ଡ଼ ମିଳିବ। ଏହା ଘରର ପାୱାର ଇଫେକ୍ଟ ମଧ୍ୟ କମ କରିଦେଇଥାଏ। ଯଦି ଝଟକାରେ ବିଜୁଳି ଯାଉଛି ତାହେଲେ ଏହା ଖରାପ ହେବନାହିଁ। ଏହାକୁ ଲଗାଇବା ପାଇଁ ବିଜୁଳି ଇଞ୍ଜିନିୟରଙ୍କ ଉପଦେଶ ନେବା ନିହାତି ଜରୁରୀ ଅଟେ।

35% ବଞ୍ଚିବ ବିଜୁଳି ବିଲ:-

ଏହାସହ କମ୍ପାନୀ ଦାବି କରୁଛି ଯେ AC, ୱାଶିଂ ମେସିନ, ଫ୍ରିଜ, ଚାଲୁଥିବା ସମୟରେ ବହୁତ ଥର ଘରର ବିଲ ଅଧିକ ଉଠିଥାଏ। ଏହା ପଛରେ ବହୁତ ସାରା କାରଣ ରହିଥାଏ। ଘରର ଆର୍ଥୀଂ ନଥିବା କାରଣରୁ ମଧ୍ୟ ଏହା ହୋଇଥାଏ। ଏମିତିରେ ଏହି ଡିଭାଇସ ଭଲ କାମ କରିଥାଏ। ଡିଭାଇସର ମଡେଲ ନମ୍ବର Shakti_2X2_sm ଅଟେ। ଏଥିରେ କମ୍ପାନୀ ଦାବି କରୁଛି କି, ଆପଣଙ୍କ ଘରର ବିଜୁଳି 35% କମ ଆସିବ, ମାନେ ଯଦି ଆପଣଙ୍କ ଘରର ବିଲ 10 ହଜାର ଆସୁଛି ତାହେଲେ ଏହି ଡିଭାଇସ ଲଗାଇବା ପରେ ବିଜୁଳି ବିଲ 6500 ଟଙ୍କା ଆସିବ।

Leave A Reply

Your email address will not be published.