ଥରେ କି ଦୁଇ ଥର ନୁହେଁ,ପାଞ୍ଚ ପାଞ୍ଚ ଥର କରାଯାଇଛି ପୁଟିନଙ୍କୁ ହ-ତ୍ୟା ଉଦ୍ୟମ ! ବର୍ତମାନ ଗାଧୋଇବା, ଖାଇବାକୁ ମଧ୍ୟ ଭୟ କରୁଛନ୍ତି ରୁଷ୍‌ ରାଷ୍ଟ୍ରପତି

0

Get real time updates directly on you device, subscribe now.

ଆପଣ ତୋ ଦେଶ ବିଦେଶ ବିଷୟରେ ଖବର ସବୁ ଶୁଣୁଥିବେ। ୟୁକ୍ରେନ ଆଉ ଋଷିଆ ର ଯୁଧ୍ୟ କଥା ତୋ ଶୁଣିଥିବେ କେତେ ଧନ ଜୀବନ ନ-ଷ୍ଟ ହୋଇଛି ସେଇମାନଙ୍କ ପାଇଁ ଯାହା କେବେ ଭୁଲି ପାରିବେ ନାହିଁ। ତୋ ଏବେ ଖବର ଅଛି ଋଷିଆ ର ରାଷ୍ଟ୍ରପତି ଜୋ ବାଇଡେନ ନିଜ ଜୀବନ ପ୍ରତି ବି-ପଦ ଅଛି ବୋଲି ସେ କହିଛନ୍ତି।ତାଙ୍କ ସୁର-କ୍ଷାରେ ସ୍ନାଇପର୍ସର ଏକ ଶକ୍ତିଶାଳୀ ଟିମ୍‌ ମୁତୟନ ଅଛନ୍ତି। ରୁଷ୍‌ ରାଷ୍ଟ୍ରପତିଙ୍କ ଉପରେ ଏହି ଆକ୍ର-ମଣ ଉଦ୍ୟମ ପାଖାପାଖି ୨ ମାସ ତଳେ ୟୁକ୍ରେନ ଯୁ-ଦ୍ଧ ଆରମ୍ଭ ସମୟରେ ହୋଇଥିଲା।

ତା ପରେ ସେ ସଚେ-ତନ ତା ଭାବି ରେ ଅତିବାହିତ କରୁଥିଲେ।କେତେ ବେଳେ କଣ ହବ ସେ ମଧ୍ୟ ଜାଣିନଥିଲେ।ତେଣୁ ତାଙ୍କର ପ୍ରଟେକ୍ସନ ବୃଦ୍ଧି କରିଦେଲେ।ଯାହା ସେ ଅଧିକ ସୁର-କ୍ଷିତ ରେ ରହିବେ।ଏମିତି କାମ ପୁରା ପ୍ଲାନ୍ ଅନୁସାରେ ହଉଥିଲା ଆଉ ତାଙ୍କର ହିଁ ଲୋକ ମାନେ ପଇସା ପାଇଁ କରୁଥିଲେ। ରାଷ୍ଟ୍ରପତିଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ତାଙ୍କ ଜୀବନ ପ୍ରତି ବିପଦ ଥିବାର ଭୟ ଘାରୁଛି ବୋଲି ତାଙ୍କ ଲୋକ ମାନେ କହିଛନ୍ତି।

ତେଣୁ କିଏ କରୁଛି ଆଉ କଣ ପାଇଁ କରୁଚି ତାହା କେହି ବି କହିପାରିବେନି।ୟୁକ୍ରେନର ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ମୁଖ୍ୟ କାୟରଲୋ ବୁଡାନୋଭା କହିଛନ୍ତି।ଏହା ଦୁଇମାସ ହୋଇଯିବ ଏହି ଘ-ଟଣା କୁ ନେଇ ତେବେ ଏହା କୁ ନେଇ ସବୁ ଚିନ୍ତାରେ ପଡ଼ିଗଲେ କଣ କରିବେ କିଛି କେହି ବୁଝିପାରିଲେ ନାହିଁ।

ଏହାକୁ ନେଇ କେହି ବି କିଛି ଖଲାସ କରିନାହାନ୍ତି। ବ୍ରିଟେନର ଅଜରବୈଜାନରେ ମଧ୍ୟ ପୁଟିନଙ୍କୁ ହ-ତ୍ୟା କରାଯିବାକୁ ଚେଷ୍ଟା କରାଯାଇଥିଲା। ରିପୋ-ର୍ଟରୁ ଜଣାପଡ଼ିଛି, ପୁଟିନ ଏବେ ନିଜ ଜୀବନକୁ ନେଇ ଅତ୍ୟନ୍ତ ଚିନ୍ତିତ ରହୁଛନ୍ତି।ଏହା କୁ ନେଇ ପୁରା ସୈନ୍ୟ ମାନେ ସବୁବେଳେ ସଜାଗ ହୋଇ ରହୁଛନ୍ତି ।କେତେବେଳେ କଣ ହବ,ସବୁ ଅ-ସ୍ତ୍ର ସହ ସେମାନେ ରେଡି ରହୁଛନ୍ତି।

କାୟରଲୋ ବୁଡାନୋଭା କହିଥିଲେ ଯେ ଷଡ଼ଯନ୍ତ୍ର ପଛରେ କିଏ ଥିଲା ଏହାକୁ ନେହି ସବୁ ଚିନ୍ତାରେ।ସ୍ନାଇପର ଟିମ୍‌ ସବୁବେଳେ ସଜାଗ ରହିଛନ୍ତି ଏବଂ କୌଣସି ବି ବି-ପଦ ପୂର୍ବରୁ ଶତ୍ରୁଙ୍କୁ ଚିହ୍ନଟ କରି ନେଉଛନ୍ତି।ଯେକୌଣସି ସମୟରେ ଆଟାକ୍ କରିବା ପାଇଁ ସବୁ ପ୍ରସ୍ତୁତ ଅଛନ୍ତି। ଏପରି କି, ସ୍ୱିମିଙ୍ଗ୍‌ ପାଇଁ ଯିବା ପୂର୍ବରୁ ବି ପୁଟିନଙ୍କ ପୁଲ୍‌କୁ ତନ୍ନ ତନ୍ନ କରି ଯା-ଞ୍ଚ କରାଯାଉଛି। କାହିଁକି ନା, ଏଠି କେମିକାଲ ଆଟାକ୍‌ର ମଧ୍ୟ ଭୟ ରହିଛି।ଯେ କୌଣସି କାମ କଲେ ସେ ଡରୁଛନ୍ତି ଯେମିତି ତାଙ୍କୁ ସବୁ ବେଳେ କିଏ ତାଙ୍କୁ ଆଟାକ୍ କରୁଛି।

ଏମିତି ବି ସେ ଶୋଇବା ପାଇଁ ମଧ୍ୟ ଡରୁଛନ୍ତି।ସେ ଯାହା ବି ଖାଉଛନ୍ତି ତାକୁ ଭଲ ରେ ଯାଞ୍ଚ କରାଯାଉଛି ତା ପରେ ଖାଉଛନ୍ତି ।ତାଙ୍କ ମନରେ ବହୁତ ଡର ଅଛି।ଏହା ପରେ ନଭେମ୍ବର ୨୦୦୨ରେ ପୁଣି ଥରେ ହ-ତ୍ୟା ଉଦ୍ୟମ ହୋଇଥିଲା। ପୁଟିନଙ୍କ ରୁଟ୍‌ରେ ବମ୍‌ ରଖି ଗାଡ଼ିକୁ ଉଡ଼ାଇ ଦେବାକୁ ଉଦ୍ୟମ କରାଯାଇଥିଲା। ୨୦୦୩ରେ ପୁଣି ଥରେ ପୁଟିନଙ୍କୁ ହ-ତ୍ୟା ଷ-ଡ଼ଯ-ନ୍ତ୍ରରେ ୨ ସନ୍ଦି-ଗ୍ଧଙ୍କୁ ଗି-ରଫ କରାଯାଇଥିବା ବେଳେ ୨୦୧୨ରେ ଜଣେ ଆତ-ଙ୍କୀଙ୍କୁ ୟୁକ୍ରେନର ଓଡେସାରୁ ଗି-ରଫ କରାଯାଇଥିଲା। ଆଉ ତାକୁ ଦ-ଣ୍ଡ ମଧ୍ୟ ଦବା ପାଇଁ ଘୋଷଣା କରିଥିଲେ।

Leave A Reply

Your email address will not be published.