Part-3 : ବର୍ଷାଙ୍କୁ ଅନୁଭବଙ୍କର ତିନୋଟି ଖୋଲା ଚ୍ୟାଲେଞ୍ଜ୍

0

Get real time updates directly on you device, subscribe now.

କଳାକାର ମାନଙ୍କ କଳାକୃତି ପାଇଁ ହିଁ ଆଜି ଜନ ସମାଜ ମଧ୍ୟ ତାଙ୍କ ପରି ହେବାକୁ ଚେଷ୍ଟା କରୁଛନ୍ତି | ହେଲେ ତାହା ତାଙ୍କ ପାଇଁ ଯେତେ ନିନ୍ଦନିୟ ନ ହେଲେ ବି ଜନ ସାମଜ ପାଇଁ ତାହା ଅତିରିକ୍ତ କଷ୍ଟ ଦାୟକ ଅଟେ |ସାମଜରେ ତାଙ୍କ ବିବାଦ ଅନେକ ଲୋକଙ୍କୁ ପ୍ରଭାବିତ କରୁଛି |ଆଶନ୍ତୁ ଜାଣିବା ଅନୁଭବଙ୍କ ତାଙ୍କର କିଛି ଦୁଃଖଦ କିଛି ଅନୁଭୂତି |ପାର୍ଟ ୧, ପାର୍ଟ ୨ ପରେ ଏବେ ପାର୍ଟ ୩ ଭିଡିଓ ଜାରି କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ପତ୍ନୀଙ୍କ ସହ ବ୍ୟକ୍ତିଗତ ଜୀବନ ବିବାଦ ଅଧିକ ବଢିବାରେ ଲାଗିଥିବାବେଳେ ପୁଣି ଏକ ଭିଡିଓ ଜାରି କରିଛନ୍ତି ଅନୁଭବ ।

ଏଥିରେ ମଧ୍ୟ ଗଣମାଧ୍ୟମ ଓ ପତ୍ନୀଙ୍କୁ ପୁନର୍ବାର ଟାର୍ଗେଟ କରିଛନ୍ତି ଅନୁଭବ । ପୂର୍ବରୁ ସୋସିଆଲ ମିଡ଼ିଆରେ ଜାରି ହୋଇଥିବା ଭିଡିଓକୁ ନେଇ ବର୍ଷା ପୁରୀ ଘାଟ ଥାନାରେ ଏତଲା ଦେଇଥିଲେ । ସେହି ମାମଲାର ଆଜି ଶୁଣାଣୀ ଥିବା ବେଳେ, ଏହାପୂର୍ବରୁ ଆଉ ଏକ 40 ମିନିଟର ନୂଆ ଭିଡିଓ ବିଳମ୍ବିତ ରାତିରେ ଜାରି କରିଛନ୍ତି ଅନୁଭବ । ବ୍ୟକ୍ତିଗତ ଜୀବନକୁ ନେଇ ଏମିତି କେବେ ଭିଡିଓ ଜାରି କରିବାକୁ ମୁଁ ଭାବିନଥିଲି ବୋଲି କହିଛନ୍ତି ଅନୁଭବ । ତେବେ ଜାରି ହୋଇଥିବା ଭିଡିଓରେ ବର୍ଷାଙ୍କୁ ସେ ୩ଟି ଚ୍ୟାଲେଞ୍ଜ କରିଛନ୍ତି ।

ମେଡିକାଲ ଟେଷ୍ଟ, ଫରେନସିକ ଲ୍ୟାବରେ ଅଡିଓ ଟେଷ୍ଟ ଓ ପରଲିଗ୍ରାପ ଟେଷ୍ଟ କରିବାକୁ କହିଛନ୍ତ ଅନୁଭବ । ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ବର୍ଷା ଓ ତାଙ୍କ ସମ୍ପର୍କକୁ ନେଇ ଗଣମାଧ୍ୟମ ତାଙ୍କୁ ଖଳନାୟକ ରୂପରେ ସଜେଇ ଦିଆଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।କାହିଁକି ଅନୁଭବ ବର୍ଷା ଙ୍କ ପାଉଁଶ କେନସର କହିଥିଲେ |କେବେ ତାଙ୍କୁ ପଚାରୁନ୍ତୁ |କି କି ଡ଼କମେଣ୍ଟ ତାଙ୍କ ପାଖରେ ଅଛି |ଆଉ କି କି ମିଛ ଡକମେଣ୍ଟ ଯେ ମିଛ ଦେଖାଉଛନ୍ତି କେବେ ତାଙ୍କୁ ମାଗିକି ଦେଖ |ପାସ୍ରେପୋର୍ଟ ବି ମଧ୍ୟ୍ୟ ସେ ଫଲସ ଅଟେ ତାଙ୍କର |

କଣ ବର୍ଷା ରାଜି ହେବେ ମେଡିକାଲ ପାଇଁ ଟେଷ୍ଟ ପାଇଁ ତୃତୀୟ ପୋଲିଗରାପି ଟେଷ୍ଟ |ଡରିକି ଲୁଚିକି ରହିଲେ ହେବନି ସମ୍ପୂଖ ଆସି ସାମ୍ନା କରିବାକୁ କୁହ |ଏହା ଗ୍ରହଣ କର ଡ଼ରିକି ରହିଲେ ହେବନି |ପ୍ରକୃତ ସତ କଣ କିଛିଦିନ ହେବ ମୁଁ କହିବା ଆରମ୍ଭ କରିଛି । ଏଥିପାଇଁ ତମକୁ ଧୈର୍ଯ୍ୟ ଧରିବା ଉଚିତ ବୋଲି କହିଛନ୍ତି ଅନୁଭବ । ଏଥିସହ ଏହି ଭିଡିଓରେ ସେ ବର୍ଷାଙ୍କ ଆଧାରକାର୍ଡ, ପାନ କାର୍ଡ ଓ ସାର୍ଟିଫିକେଟରେ ଥିବା ନାମକୁ ନେଇ ମଧ୍ୟ ତାଳ ମେଳ ନଥିବା କହିଛନ୍ତି । ବର୍ଷା କରିଥିବା ପାସପୋର୍ଟ ମଧ୍ୟ ମିଛ ବୋଲି ସେ କହିଛନ୍ତି । ପୂର୍ବରୁ ବର୍ଷାଙ୍କ ଯେଉଁ ଅଡିଓ ଭାଇରାଲ ହୋଇଥିଲା ବୋଲି ମୁହଁ ଖୋଲିଛନ୍ତି ଅନୁଭବ ।

Leave A Reply

Your email address will not be published.