ହାତରେ କପଡା ଧୋଇବା ଟେନ୍ସନ ଶେଷ ! ଫ୍ଲିପକାର୍ଟ ଦେଉଛି କେବଳ ୬,୯୯୯ ଟଙ୍କାରେ ନୂଆ ୱାଶିଂ ମେସିନ !

0

Get real time updates directly on you device, subscribe now.

ଫ୍ଲିପକାର୍ଟ ଉପରେ ଇଲେଟ୍ରୋନିକ ଡେ ସେଲ ଆରମ୍ଭ ହୋଇଯାଇଛି। ଫ୍ଲିପକାର୍ଟର ଏହି ସେଲ ୨୮ ମେ ପର୍ଯ୍ୟନ୍ତ ଚାଲିବ। ଏଥିରେ ଅନେକ ଜିନିଷ ଶସ୍ତାରେ ବିକ୍ରି କରାଯାଉଛି। ଇ-କମର୍ସ ସାଇଟ ଫ୍ଲିପକାର୍ଟର ଏହି ସେଲରେ ହୋମ ଅପ୍ଲୟସେଜକୁ ମଧ୍ୟ ଆପଣ ଡିସ୍କାଉଣ୍ଟରେ କିଣିପାରିବେ।

ଏଥିରେ ଆପଣ ୱାଶିଂ ମେସିନକୁ ବହୁତ କମ ମୂଲ୍ୟରେ କିଣିପାରିବେ। ଫ୍ଲିପକାର୍ଟ ଇଲେକ୍ଟ୍ରୋିକ ଡେ ହ୍ୱାଇଟ ୱେଷ୍ଟିଂହାଉସରେ ମଧ୍ୟ ନିଜର ୱାଶିଂ ମେସିନ ଉପରେ ବମ୍ପର ଡିସ୍କାଉଣ୍ଟ ଦିଆଯାଉଛି। ଏହି କମ୍ପାନୀ ନିଜର ଫୁଲି ଅଟୋମେଟିକ ଓ ସେମି ଅଟୋମେଟିକ ଦୁଇଟି ୱାଶିଂ ମେସିନ ଉପରେ ଅଫର ଦେଉଅଛି।

ଏମିତିରେ ଯଦି ଆପଣ ନୂଆ ୱାଶିଂ ମେସିନ ନେବା କଥା ଭାବୁଛନ୍ତି ତେବେ ଏହି ସେଲରେ ଭଲ ସୁଯୋଗ ଅଛି। ଏଥିରେ ଆପଣଙ୍କୁ ହ୍ଵାଇଟ ୱେଷ୍ଟିଂହାଉସର ୱାଶିଂ ମେସିନ ଉପରେ ମିଳୁଥିବା ଅଫର ଓ ଡିସ୍କାଉଣ୍ଟର ସମ୍ପୂର୍ଣ୍ଣ ସୂଚନା ଦେଉଅଛୁ।

ସମସ୍ତ ମଡେଲ ଉପରେ ରିହାତି:-

ହ୍ବାଇଟ ୱେଷ୍ଟିଂହାଉସର ୱାଶିଂ ମେସିନକୁ ଆପଣ କେବଳ ୬୯୯୯ ଟଙ୍କାର ଆରମ୍ଭ ମୁଲ୍ୟରୁ କିଣିପାରିବେ। ଏହି ମୂଲ୍ୟ ଏହାର CSW6000 ମେଡଲ ପାଇଁ ଅଟେ। ଯାହାକୁ ପ୍ରଥମେ ୭,୪୯୯ ଟଙ୍କାରେ ଲିଷ୍ଟ କରାଯାଇଥିଲା। କିନ୍ତୁ ବର୍ତ୍ତମାନ କମ୍ପାନୀ ଏହା ଉପରେ ୫୦୦ ଟଙ୍କାର ରିହାତି ଦେଉଅଛି। ଏହିପରି ଏହାର CSW7000 ମଡେ଼ଲକୁ ମଧ୍ୟ ୫୦୦ ଟଙ୍କା ରିହାତି ସହିତ ବ୍ରିକ୍ରି କରାଯାଉଛି। ଏହାକୁ ଆପଣ ୭,୯୯୯ ଟଙ୍କାରେ କିଣିପାରିବେ।

ଏହାର ଦ୍ବିତୀୟ ମଡେଲ ଉପରେ ରିହାତି ଦିଆଯାଉଛି। ଆପଣ ରିହାତି ସହିତ CSW6500, CSW7500, CSW8000 ଓ CSW9000 ଟଙ୍କାରେ କିଣିପାରିବେ। କମ୍ପାନୀ HDT6500କୁ ମଧ୍ୟ ବିକ୍ରି କରିପାରିବେ। ଏହି ମଡେ଼ଲକୁ ୧୨,୪୯୯ ଟଙ୍କାରେ କିଣା ଯାଇପାରିବ।

ଏହା ବ୍ୟତୀତ HDT8500 ମଡେଲକୁ ୨୩,୯୯୯ ଟଙ୍କା ବଦଳରେ ୨୨,୪୯୯ ଟଙ୍କାରେ ବିକ୍ରି କରାଯାଉଛି। ହ୍ୱାଇଟ ୱେଷ୍ଟିଂହାଉସ ପାଇଁ HDT1050କୁ ୨୮,୯୯୯ ଟଙ୍କା ବଦଳରେ ୨୭,୪୯୯ ଟଙ୍କାରେ କିଣିପାରିବେ। ଅର୍ଥାତ ଅଫରରେ ଟପ ଓ ଫ୍ରଣ୍ଟ ଲୋଡ ମଡେଲ ବ୍ୟତୀତ ସେମି-ଅଟୋମେଟିକ ୱାଶିଂ ମେସିନକୁ ମଧ୍ୟ ଶସ୍ତାରେ କିଣିପାରିବେ।

Leave A Reply

Your email address will not be published.