ଏହି କୁକୁର କଲା ଏପରି ଧୂଆଁଧାର ବ୍ୟାଟିଂ, ଧୋନୀ କୋହଲି ମଧ୍ୟ ହୋଇଯିବେ ଦିବାନା ! ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ଭାରତରେ ଏବେ ଆଇପିଏଲ ଚାଲୁଛି|ଭାରତର ଲୋକମାନେ କ୍ରିକେଟର ଦିବାନା ଅଟନ୍ତି|ସବୁଠାରୁ ଅଧିକ ଲୋକ ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କ ବ୍ୟାଟିଂ କୁ ପସନ୍ଦ କରନ୍ତି|ଏହିଭଳି ଏଵେ ଗୋଟିଏ କକୁରର ଭିଡିଓ ଭାଇରାଲ ହେଉଛି|ଏହି କୁକୁର ଭଲ ବ୍ୟାଟିଂ କରୁଥିବା ଦେଖାଯାଏ|ଏହି କୁକୁରର ବ୍ୟାଟିଂ ଏତେ ଲାଜବାବ ଅଟେ ଏହାକୁ ଦେଖିବା ପରେ ଧୋନୀ ଓ କୋହଲି ମଧ୍ୟ କୁକୁରର ଦିବାନା ହୋଇଯିବେ|

ଭିଡିଓରେ ଦେଖାଯାଏ ଯେ କୁକୁର ନିଜ ମୁହଁରେ ହଳଦିଆ ରଙ୍ଗର ବ୍ୟାଟ ଧରିଛି|ଏହି ସମୟରେ ତାର ମାଲିକ ବୋଲିଙ୍ଗ କରୁଥିବା ଦେଖାଯାଏ|ଏଥିରେ କୁକୁର ଏଭଳି ଭଲ ସଟ ମାରେ ଯେ ଯାହାକୁ ଯେକେହି ଦେଖି ଆଶ୍ଚର୍ଯ୍ୟ ହୋଇଯିବ|କୁକୁରର କମାଲ ବ୍ୟାଟିଂ ଦେଖି ଲୋକେ ଚକିତ ହେଉଛନ୍ତି|ଭିଡିଓ ଏତେ ଜବରଦସ୍ତ ଯେ ଏହାକୁ ଲଗାତାର ଦେଖାଯାଉଛି ଓ ସେୟାର କରାଯାଉଛି|

ଭିଡିଓକୁ ଟୁଇଟରରେ ସେୟାର କରାଯାଇଛି|କୁକୁର ଏହି ଭିଡିଓରେ ନିଜ ମାଲିକ ସହ ଜବରଦସ୍ତ କ୍ରିକେଟ ଖେଳୁଥିବା ଦେଖାଯାଏ|ଭିଡିଓକୁ ଟୁଇଟରରେ @Yoda4ever ନାମକ ଏକାଉଣ୍ଟରୁ ସେୟାର କରାଯାଇଛି|ଭିଡିଓରେ କୁକୁର ଯେଉଁ ଅନ୍ଦାଜରେ ସଟ ଲଗାଇଲା ତାକୁ ଦେଖି ବୋଲିଙ୍ଗ କରୁଥିବା ମାଲିକ ଆଶ୍ଚର୍ଯ୍ୟ ହୋଇଗଲେ|ଫୁଲଟସ ବଲରେ ବୋଧହୁଏ କାହାଠାରୁ ଏଭଳି ସଟ ଆଶା କରାଯାଏ|ଭିଡିଓକୁ ଏପର୍ଯ୍ୟନ୍ତ ୩ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଛନ୍ତି|

Leave A Reply

Your email address will not be published.