ସାଙ୍ଗମାନେ ବସିବାକୁ ଜାଗା ନଦେବାରୁ ବର କୋଳରେ ବସିପଡ଼ିଲେ କନ୍ୟା, ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

କୌଣସି ବିବାହରେ ଆକର୍ଷଣର କେନ୍ଦ୍ର ବର ଓ କନ୍ୟା ହୋଇଥାଆନ୍ତି। ବର ଓ କନ୍ୟାଙ୍କ ଉପରେ ସମସ୍ତ ଅତିଥି ଓ ସମ୍ପର୍କୀୟଙ୍କ ନଜର ବନି ରହିଥାଏ। ଆପଣ ଦେଖିଥିବେ ବିବାହରେ ପ୍ରତ୍ୟେକ ବର ଓ କନ୍ୟାଙ୍କ ସହିତ ଫୋଟ ଉଠାଇବାରେ ଲାଗିପଡ଼ନ୍ତି। କିନ୍ତୁ କିଛିଲୋକ ଏମିତି ଥାଆନ୍ତି ଯେଉଁମାନେ କେବଳ ମଜା ନେବାପାଇଁ ଷ୍ଟେଜ ଉପରକୁ ଚଢ଼ି ଯାଆନ୍ତି ଖାଆସ କରି ଏମାନେ ବରଙ୍କ ବନ୍ଧୁମାନେ ହୋଇଥାଆନ୍ତି।

କନ୍ୟାର ହରକତ ଦେଖି ଆଶ୍ଚର୍ଯ୍ୟ ରହିଗଲେ ବର:-

ଏହିଦିନରେ ସୋସିଆଲ ମିଡ଼ିଆରେ ଏକ ପ୍ରକାରର ଭିଡ଼ିଓ ଭାଇରାଲ ହେଉଥିବାର ନଜର ଆସୁଛି। ଏହି ଭିଡ଼ିଓ ଅଲଗା କାହାଣୀ କହୁଥିବାର ନଜର ଆସିଛି। ଭିଡ଼ିଓରେ ଷ୍ଟେଜ ଉପରେ କନ୍ୟା ବସିବାପାଇଁ ଜାଗା ନପାଇବାରୁ ଅତିଥି ଓ ନିଜ ବର ଉପରେ କ୍ରୋଧିତ ହୋଇ ଏମିତି କିଛି କରିଛନ୍ତି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଆପଣ ଦେଖିପାରିବେ କି, ବର ନିଜ ବରଯାତ୍ରୀ ନେଇଆସିଛି ଓ ସେ ନିଜର ବନ୍ଧୁଙ୍କ ସହିତ ବିବାହ ମଣ୍ଡପ ଉପରେ ବସିଛି। ଏହି ସମୟରେ କନ୍ୟାଙ୍କ ଏଣ୍ଟ୍ରି ହେଉଛି ଓ ସେ ଷ୍ଟେଜ ଉପରେ ପହଞ୍ଚିଛନ୍ତି ତ ସତ କିନ୍ତୁ ତାଙ୍କୁ ବରଙ୍କ ସାଙ୍ଗମାନେ ବସିବାକୁ ଜାଗା ଦେଉନାହାଁନ୍ତି। ଏଥିରେ କନ୍ୟା ରାଗିଯାଇ ବରଙ୍କ ଉପରେ ବସି ପଡ଼ୁଛନ୍ତି ଓ ଏଥିରେ ବର ଆଶ୍ଚର୍ଯ୍ୟ ହୋଇଯାଉଛି।

ହଇରାଣ ହୋଇଗଲେ ଅତିଥି:-

କନ୍ୟାର ଏହିପରି ହରକତ ଦେଖି ବର ସହିତ ଅତିଥି ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଆପଣ ଦେଖିପାରିବେ ଯେ, ଷ୍ଟେଜ ଉପରେ ବର ସାଥିରେ ବସିଥିବା ସାଙ୍ଗମାନେ ଓ ପରିଜନ କେବଳ କନ୍ୟାଙ୍କୁ ହିଁ ଚାହିଁ ରହିଥିଲେ। କାହାକୁ ବୁଝା ପଡୁନାହିଁ ସମସ୍ତଙ୍କ ଆଗରେ କନ୍ୟା ଏମିତି କାହିଁକି କଲେ? କିଛି ଲୋକଙ୍କୁ କନ୍ୟାଙ୍କର ଏହି ସ୍ୱାଗ ବହୁତ ପସନ୍ଦ ଆସିଛି।

Leave A Reply

Your email address will not be published.