୭ ଟଙ୍କା ଲଗାଇ ହୋଇଯିବ ମାଲାମାଲ,୫୦୦୦ ଟଙ୍କାର ମିଳିବ ଲାଭ

0

Get real time updates directly on you device, subscribe now.

ଆଜି ପ୍ରାଇଭେଟ ସେକ୍ଟର‌ କଥା କହିବା ଯଦି ଚାକିରି କରୁଥିବା ଲୋକମାନେ ବହୁ ଚିନ୍ତିତ|ଏମିତିରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଚଳାଯାଉଥିବା ଯୋଜନା ଏଭଳି ମାନା ଯାଏ|ଅଟଳ ପେନସନ ଯୋଜନା ମଧ୍ୟ ଏପରି ଏକ ଯୋଜନା ଯେଉଁଥିରେ କେବଳ ୭ ଟଙ୍କା ଦୈନିକ ଜମାକରି ଏକ ବର୍ଷ ପରେ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ହାସଲ କରି ପାରିବେ|

ଏହି ଯୋଜନା ମୋଦି ସରକାରଙ୍କ ଦ୍ଵାରା ୨୦୧୫ରେ କରା ଯାଇଥିଲା|ଏହି ଯୋଜନା ଅନ୍ତର୍ଗତ ଅସଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ସୁରକ୍ଷା ପ୍ରଦାନ କରାଯାଉଥିଲା|ପରେ ଏହାକୁ ୧୮-୪୦ ବର୍ଷ ବୟସର ସମସ୍ତ ଲୋକଙ୍କ ପାଇଁ ଦିଆଗଲା|ଏହି ଯୋଜନାରେ ଆପଣ ନିଜ ସାମର୍ଥ୍ୟ ଅନୁସାରେ ନ୍ୟୁନତମ ଟଙ୍କା ଜମା କରିବା ପରେ ବୃଦ୍ଧ ସମୟରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ପାଇ ପାରିବେ|

ଏହି ଯୋଜନାରେ ନୂନତମ ୨୧୦ ଟଙ୍କା (ଦୈନିକ ୭ ଟଙ୍କା)ମାସିକ ହିସାବରେ ଜମା କରିବା ଆବଶ୍ୟକ|ଆପଣ ଚାହିଁଲେ ଏହାକୁ ମାସିକ , ତ୍ରୈମାସିକ ବା ଅର୍ଦ୍ଧ ବାର୍ଷିକ ଜମା କରି ପାରିବେ|

ଯୋଜନା ଅନ୍ତର୍ଗତ ଆବେଦକକୁ ମାସିକ ୧୦୦୦,୨୦୦୦,୩୦୦୦,୪୦୦୦ ଓ ସର୍ବାଧିକ ୫୦୦୦ ଟଙ୍କା ପେନସନ ଦିଆଯାଉଛି|

ଏ‌ହି ଯୋଜନା କଥା ଦେଖିବା ଯଦି ଆବେଦକଙ୍କ ମୃତ୍ୟୁ ପରେ ତାଙ୍କ ଜୀବନସାଥି କୁ ମାସିକ ବା ପେନସନ ଭାବେ ମିଳେ|କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିବାରୁ ଏଥିରେ ଜିରୋ ରିସ୍କ ଓ ପୁରା ସୁରକ୍ଷା ରହିଛି|

ଅଧିକ ବିବରଣୀ ପାଇଁ ଅଧିକାରିକ ୱେବସାଇଟରେ ଚେକ କରି ନିଅନ୍ତୁ|

Leave A Reply

Your email address will not be published.