ଖୁବ୍ ଶୀଘ୍ର ବଲିଉଡ୍ ରେ ଡେବ୍ୟୁ କରିବାକୁ ଯାଉଛନ୍ତି ଭାରତୀୟ କ୍ରିକେଟର ଶିଖର ଧୱନ୍

0

Get real time updates directly on you device, subscribe now.

ସମସ୍ତେ ସାଧାରଣ ଭାବେ ପିଲାବେଳେ ଅନେକ ଖେଳ ଖେଳିଥିବେ |ଖେଳିବା ମଧ୍ୟ ଆମ ଜୀବନର ମୁଖ୍ୟ ଅଂଶ ଅଟେ |ଖେଳିବା ମଧ୍ୟ ଆମ ଶରୀର ପ୍ରତି ଅତ୍ୟନ୍ତ ହିତକର ଅଟେ |ଆମେ ସମସ୍ତେ କେହି ନା କେହି ଖେଳାଳିଙ୍କୁ ପସନ୍ଦ କରୁ ଏବଂ ପ୍ରାୟତଃ ତାଙ୍କରି ପରି ହେବାକୁ ଇଚ୍ଛା କରୁ |ଯେପରି କିଛି ଲୋକ ବିରାଟ କୋହଲି କୁ ପସନ୍ଦ କରୁଥିବା ବେଳେ କେହି ମଧ୍ୟ୍ୟ ସଚିନ ତେନ୍ଦୁଲକର ମଧ୍ୟ୍ୟ ପସନ୍ଦ କରନ୍ତୀ।ଏହି ଖେଳାଳି ମାନଙ୍କର ଆମ ଭାରତ ଅନେକ ଯୋଗ ଦାନ ରହିଛି |ସେପରି ଆଉ ଖେଳାଳି ମଧ୍ୟ୍ୟ ଛକା ଉପରେ ଛକା ମରି ଭାରତୀୟ ମାନଙ୍କ ହୃଦୟରେ ସ୍ଥାନ ବନେଇ ପାରିଛନ୍ତି |ଆସନ୍ତୁ ଜାଣିବା ସେ ଖେଳାଳି ମାନଙ୍କ ବିଷୟରେ |

କ୍ରିକେଟ ଫିଲ୍ମରେ ଦମଦାର ସ୍କୋର କରିଥିବା ଭାରତୀୟ କ୍ରିକେଟ ଦଳର ବ୍ୟଟସମେନ ଭାବରେ ଶିଖର ଧଓବନ ନିଜ ମେଚ ବ୍ୟତିତ ଅନ୍ୟ କାରଣ ପାଇଁ ମଧ୍ୟ୍ୟ ଚର୍ଚ୍ଚାରେ ରୁହନ୍ତି |ସେ ସାର ଦୁନିଆରେ ନିଜର ସ୍ୱତ୍ରନ୍ତ ପରିଚୟ ସୃଷ୍ଟି କରିଛନ୍ତି |ଶିଖର ଙ୍କୁ ନେଇ ଏଭଳି ଖବର ସାମ୍ନାକୁ ଆସିଛି ଯେ ଶିଖର ଯଥା ଶୀଘ୍ର ବାଳିଉଡ଼ରେ ନିଜର ଆକଟିଂଗ କ୍ୟାରୀୟର ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି |କୋଣସି ଏକ ମେନ ଫିଲ୍ମରେ କାମ କରିବାକୁ ଯାଉଛନ୍ତି |ଶିଖର ମଧ୍ୟ୍ୟ ଅଭିନୟ ଦୁନିଆରେ ଦମଦାର ସ୍କୋର କରିବେ ବୋଲି ମେକର୍ସ ଆଶା ରଖିଛନ୍ତି |

ରିପୋର୍ଟ ଅନୁଯାଇ ଶେଷ ହୋଇଛି ଫିଲ୍ମ ସୁଟିଂ |ହେଲେ ଏହାର ଟାଇଟେଲ ଘୋଷଣା କରାଯାଇ ନାହିଁ |ଶିଖରଙ୍କୁ ଯେତେବେଳେ ଫିଲ୍ମ ପାଇଁ ପଚରା ଯାଇଥିଲା ସେ ତୁରନ୍ତ ହିଁ ଫିଲ୍ମ ପାଇଁ ରାଜି ହୋଇ ଯାଇଥିଲେ ଏବଂ ଫିଲ୍ମ ମେକର୍ସ ମାନେ କହୁଛନ୍ତି ଯେ ଶେଖରଙ୍କୁ ଯେଉଁ ଅଭିନୟଟି କରିବାକୁ ମିଳିଥିଲା ତାହା ପାଇଁ ସେ ସମ୍ପୂର୍ଣ ଉପଯୁକ୍ତ ଅଟନ୍ତି |ଶିଖରଙ୍କୁ କଳାକାର ଭାବେ ଦେଖିବାକୁ ତାଙ୍କର ଫେନ୍ସ ବେଶ ଉତ୍ସାହିତ ଅଛନ୍ତି |ରିପୋର୍ଟ ମୁତାବକ ଫିଲ୍ମ ଟି ଆରବର୍ଷ ହିଁ ରିଲିଜ କରାଯିବ |

Leave A Reply

Your email address will not be published.