BMW କାର ପାଇଁ ବିଦା ହୋଇପାରିଲେଣି କନ୍ୟା! ଖାଲି ହାତ ରେ ଗଲେ ବରଯାତ୍ରୀ

0

Get real time updates directly on you device, subscribe now.

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏମିତି ସବୁ ଘଟଣା ବିଷୟରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିବା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଛି। ଆଉ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି ଭିଡିଓ ସାମ୍ନାକୁ ଆସେ ଯାହାକୁ ବିଶ୍ୱାସ କରିବା କାଠିକର ପାଠ ହୋଇ ପଡ଼ିଥାଏ। ତେବେ ଏମିତି କିଛି ଘଟଣା ଆସେ ଯାହା ଚର୍ଚ୍ଚାର ବିଷୟ ହୋଇଥାଏ।ଏହିଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ସମସ୍ତଙ୍କୁ ଏ ବିଷୟରେ ଭାବିବା ପାଇଁ ମଧ୍ୟ ବାଧ୍ୟ କରିଥାଏ। ସେହିଭଳି କିଛି ଘଟଣା ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇଥାନ୍ତି। ତେବେ ଆପଣ ମାନେ ସମସ୍ତେ ଦେଖୁଥିବେ ବର୍ତ୍ତମାନ ସମୟରେ ଦୁନିଆ କେଉଁ ପ୍ରକାର ଚାଲିଛି। ଆଉ ସମାଜରେ କିଭଳି ପ୍ରକାର ଘଟଣା ସବୁ ଘଟୁଛି। ଆଉ ଆପଣ ମାନେ ପ୍ରତିଦିନ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ପାଉଥିବେ।

ଖବର ମୁତାବକ, ବିବାହ ଶୋଭାଯାତ୍ରା ପାଇଁ ବର ଏକ BMW କାରରେ ଆସିଥିଲା। କିନ୍ତୁ କନ୍ୟାର ଗାଁ ରାସ୍ତା ଏତେ ଖରାପ ଏବଂ ସଂକୀର୍ଣ୍ଣ ଥିଲା ଯେ ବିବାହ ସ୍ଥଳରେ BMW କାର୍‌ରେ ପହଞ୍ଚିବା ସମ୍ଭବ ନ ଥିଲା। ଏମିତିରେ ବରକୁ ଏକ ବାଇକ୍‌ରେ ବସି ମଣ୍ଡପ ପର୍ଯ୍ୟନ୍ତ ପହଞ୍ଚିବାକୁ ପଡ଼ିଥିଲା। ଯଦିଓ ବର ପହଞ୍ଚିଥିବା ପରେ କନ୍ୟା ଘର ଲୋକେ ହସଖୁସିରେ ବିବାହ ସମ୍ପନ୍ନ କରିଥିଲେ, କିନ୍ତୁ ବିଦାୟୀର ମାତ୍ର କିଛି ସମୟ ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଏପରି କି, କଥା ମାରପିଟ ପର୍ଯ୍ୟନ୍ତ ଯାଇଥିଲା, ଯାହା ପରେ ମାମଲା ଥାନାରେ ପହଞ୍ଚିଥିଲା।

ଏହି ଘଟଣାକୁ ନେଇ ବରପକ୍ଷ ଅଭିଯୋଗ କରିଛନ୍ତି ଯେ କନ୍ୟା ପକ୍ଷର ଲୋକେ ମଦ ପିଇଥିଲେ। ସେମାନେ ଜିଦି ଧରି ବସିଥିଲେ ଯେ ଯେପର୍ଯ୍ୟନ୍ତ BMW ମଣ୍ଡପ ପର୍ଯ୍ୟନ୍ତ ନ ଆସିଛି, ସେ ପର୍ଯ୍ୟନ୍ତ ସେମାନେ ଝିଅର ବିଦାୟୀ କରିବେ ନାହିଁ। ଏହି ସମୟରେ ବରପକ୍ଷ ଲୋକେ BMW କାର୍‌ ମଣ୍ଡପ ପର୍ଯ୍ୟନ୍ତ ନ ଆସିପାରିବାର କାରଣ ବିଷୟରେ ଜଣାଇଥିଲେ ଏବଂ କହିଥିଲେ ଯେ ପ୍ରଥମେ ରାସ୍ତା ଚଉଡ଼ା କରାଯାଉ, ତା’ ପରେ BMW କାର୍‌ ଭିତରକୁ ଆସିବ।କିନ୍ତୁ ଅସୁବିଧା କାରଣ ସେମାନେ କହିଲେ କିନ୍ତୁ କନ୍ୟା ପଟରୁ ରାଜିନାହାନ୍ତି ।

ଏହି କଥା କୁ ନେଇ ବିଦାଡିଓ ଲାଗିରହିଲା।ବିବାଦ ଅଟେ ବଢିଗଲା ଜେଏ ପୋଲିସ ପାଖକୁ ଖବର ଗୋଲ।କନ୍ୟା ଘର ଲୋକେ ପରସ୍ପର ମଧ୍ୟରେ ମାରପିଟ କରିଥିଲେ, ଯାହାଫଳରେ ବିବାହ ପରେ କନ୍ୟାର ବିଦାୟୀ ହୋଇପାରି ନ ଥିଲା।ଅଭିଯୋଗ ମୁତାବକ, ବର ଘର ଲୋକେ ଯୌତୁକ ବାବଦକୁ ୨ ଲକ୍ଷ ଟଙ୍କା ଏବଂ ଏକ ବାଇକ୍‌ ମାଗୁଥିଲେ। ଏ ସମ୍ପର୍କରେ କନ୍ୟାର ମା’ କହିଛନ୍ତି, ବିଦାୟୀ ସମୟରେ ଝଗଡ଼ା ହୋଇଥିଲା ଏବଂ ସେମାନେ ଏଠାରୁ ଚାଲି ଯାଇଥିଲେ।ଆଜି କର ଏହି ହଉଚି ସମାଜ ଆଉ ଏହି ହେଇଚି ଲୋକ ମାନଙ୍କର ଚିନ୍ତା ଧାରା।

Leave A Reply

Your email address will not be published.