ଟ୍ରାକ୍ଟର ନେଇ ଅଚାନକ ରେଳ ଧାରଣା ଉପରେ ଚଳାଇବାକୁ ଲାଗିଲା ବ୍ୟକ୍ତି,ପୁଣି ଯାହା ହେଲା ଦେଖିକି ଆପଣ ବିଶ୍ୱାସ କରିବେ ନାହିଁ, ଦେଖନ୍ତୁ ଏହି ଭିଡିଓ

0

Get real time updates directly on you device, subscribe now.

ଏମିତିରେ ଭାରତ ବହୁ ଜିନିଷ ପାଇଁ ପ୍ରସିଦ୍ଧ|କିନ୍ତୁ ଯୁଗାଡ ଏପରି ଏକ ଜିନିଷ ଯାହା ଭାରତୀୟ ପରିବେଶରେ ଦେଖାଯାଏ|କମ଼ ସଂସାଧନରେ ଅଧିକ କାମ କରୁଥିବା ଭାରତୀୟମାନଙ୍କ ଯୁଗାଡ ସର୍ବଦା ଆଶ୍ଚର୍ଯ୍ୟ କରିଥାଏ|ଏଵେ ରେଳ ଧାରଣା ଉପରେ ଟ୍ରାକ୍ଟର କୁ ଦେଖନ୍ତୁ|ଏପର୍ଯ୍ୟନ୍ତ ଆପଣ ରେଳ ଧାରଣା ଉପରେ ଟ୍ରେନ ଦୈଡୁଥିବା ଦେଖିଥିବେ କିନ୍ତୁ ଆଜି ପ୍ରଥମଥର ଗୋଟିଏ ଟ୍ରାକ୍ଟର ଦୈଡୁଥିବା ଦେଖିପାରିବେ|

ଏଵେ ସୋସିଆଲ ମିଡିଆରେ ଏକ ଅଦ୍ଭୁତ ଯୁଗାଡ ଭାଇରାଲ ହେଉଛି|
ଏହି ଭିଡିଓରେ ଦେଖାଯାଏ କିପରି ଗୋଟିଏ ଟ୍ରାକ୍ଟର ଲୁହା ଧାରଣା ଉପରେ ଦୈଡୁଛି|ଏହି ଟ୍ରାକ୍ଟର ପଛରେ ଗୋଟିଏ ଟ୍ରଲି ରହିଛି ଯେଉଁଥିରେ ପଥର ରଖାଯାଇଛି|ଆରମ୍ଭରେ ଦେଖିବା ପରେ ଲାଗିଲା ଯେ ଟ୍ରାକ୍ଟର ରେଳ ଧାରଣା ମଧ୍ୟରେ ନିଜ ରଵର ଚକରେ ଚାଲୁଛି|ଯେତେବେଳେ ପାଖରୁ‌ ଦେଖାଯାଏ ଏହା ଲୁହାର ଦେଖିବାକୁ ମିଳେ|

ଟ୍ରାକ୍ଟର ଚକକୁ ରେଳ ଧାରଣା ଉପରେ ଚାଲିବା ଭଳି ପରିବର୍ତ୍ତନ କରାଯାଇଛି|ଏହି ଚକକୁ ଏଭଳି ବନାଯାଇଛି ଟ୍ରାକ୍ଟର ରେଳ ଧାରଣାରେ ଧଡାଧଡ ଦୈଡି ପାରିବ|ସୁଚନା ଯୋଗ୍ୟ ଏହି କାଣ୍ଡ ରେଳ ପ୍ରଶାସନର ଅଟେ|କୈାଣସି ସାଧାରଣ ବ୍ୟକ୍ତି ରେଳ ଧାରଣା ଉପରେ ଟ୍ରାକ୍ଟର ଚଳାଇବାକୁ କାହିଁକି ଏତେ ପରିଶ୍ରମ କରିବ ? ଏଥିରେ ବହୁ ବିପଦ ରହିଛି|ଆଉ କୈାଣସି ଟ୍ରେନ ଧକ୍କା କରି ପାରେ|

ରେଳ ପ୍ରଶାସନ ଏହି ଟ୍ରାକ୍ଟରର ଯୁଗାଡ ପଥରକୁ ଟ୍ରାକରେ ବିଛାଇବାକୁ କରିଛନ୍ତି|ଏଥିରେ ପଥର ବିଛାଇବାରେ ବହୁ ଶସ୍ତା ଓ ଶୀଘ୍ର ହୋଇଥାଏ|
ଯୁଗାଡର ଏହି ଭିଡିଓକୁ ଇନଷ୍ଟାଗ୍ରାମରେ akshatkumar1601 ନାମକ ୟୁଜର ସେୟାର କରିଛନ୍ତି|ଏହାକୁ ଦେଖି ଲୋକେ ହସିହସି ଗଡି ଯାଉଛନ୍ତି|

ଜଣେ ୟୁଜର ଲେଖିଛନ୍ତି,”ଟ୍ରାକ୍ଟରକୁ ଟ୍ରେନ ବନାଇଛନ୍ତି ଏହାକୁ କହନ୍ତି ଅସଲି ଯୁଗାଡ”|ଆଉଜଣେ ଲେଖିଛନ୍ତି “କାଲିକି ଯଦି ରେଳ ଧାରଣାରେ ଟ୍ରେନ ଜାଗାରେ ବସ ଦୈଡିବ ମୋତେ ଆଶ୍ଚର୍ଯ୍ୟ ଲାଗିଵ ନାହିଁ|ଏହା ଭାରତ|ଏଠାରେ ସବୁକିଛି ସମ୍ଭବ|”ଆଉଜଣେ ଲେଖିଛନ୍ତି,”ଏହି ଯୁଗାଡ ରେଳୱେର ବହୁ ଟଙ୍କା ବଞ୍ଚାଇ ପାରିବ”|

Leave A Reply

Your email address will not be published.