ବିଅର ପ୍ରିୟ ଲୋକ ମାନଙ୍କ ପାଇଁ ଆସିଲା ଖୁସି ଖବର

0

Get real time updates directly on you device, subscribe now.

ଦୁନିଆରେ ଲୋକଙ୍କୁ କିଛି ଜିନିଷର ସଉକ ହେଉ ବା ନହେଉ କିନ୍ତୁ ୫ ଜଣଙ୍କ ମଧ୍ୟରୁ ଜଣେ ମଦ୍ୟ ପ୍ରିୟ ନିଶ୍ଚୟ ହୋଇଥିବ| ଯଦି ବଜାରରେ ମିଳୁଥିବା ଅଲଗା ଅଲଗା ମଦ କଥା ତେଵେ ବିଭିନ୍ନ ପ୍ରକାରର ମଦ ମିଳିପାରେ|ବଜାରରେ ଆପଣଙ୍କୁ ମଦ ବିଅର ଓ ଅନ୍ୟ ଏଭଳି ଜିନିଷ ମିଳିପାରେ|

କିନ୍ତୁ ଆଜିର କଥା‌ କହିବା ଯଦି ଆଜିର ସମୟରେ ଯୁଵକ ମାନେ ମଦ୍ୟ ଛଡା ବିଅର ପିଇବାକୁ ପସନ୍ଦ କରୁଛନ୍ତି|ଅଧିକାଂଶ ଯୁଵକ ମହଙ୍ଗା ମଦ ପିଇବାକୁ ପସନ୍ଦ କରୁଛନ୍ତି|କିନ୍ତୁ ଏଭଳି କିଛି ଲୋକ ଅଛନ୍ତି ଯିଏ ବିଅର ତ ପିଅନ୍ତି କିନ୍ତୁ ଗୋଟିଏ କେନରୁ ଅଧିକ ପିଅନ୍ତି ନାହିଁ|ସେ ଚାହାନ୍ତି ଗୋଟିଏ ବିଅରରେ ଏତେ ନିଶା ହୋଇଯାଉ ଯେପରିକି ଅନ୍ୟ ବିଅର ପିଇବାକୁ ନପଡୁ|

ଏହା ବ୍ୟତୀତ ଏଭଳି ବହୁ ଲୋକ ଅଛନ୍ତି ଯିଏ ଯେତେ ବିଅର ପିଇଲେ ବି ନିଶା ହୁଏ ନାହିଁ|ଲୋକମାନେ କହନ୍ତି ଯେ ମଦର ଅଧିକ ଲାଭ ବିଅରରେ ହୋଇଥାଏ|ପଥୁରୀ ରୋଗରୁ ମୁକ୍ତି ପାଇଁ ବିଅର ସେଵନ କରାଯାଇ ପାରିବ|ଏହାସହ ବିଅର ପିଇବା ଫଳରେ ଶରୀରରେ ମୋଟାପଣ ଆସିଥାଏ|

ଯାହା ଯୁବକଙ୍କ ପାଇଁ ଠିକ ନୁହେଁ|ଏତେ କଥାକୁ ପଛରେ ରଖି ଆମେ ଆଜି ବିଅର ପ୍ରିୟ ଲୋକଙ୍କ ପାଇଁ ଖୁସି ଖବର ନେଇ ଆସିଛୁ ଯାହାକୁ ଜାଣିଲେ ଆପଣ ଖୁସି ହୋଇଯିବେ|ଚାଲନ୍ତୁ ଜାଣିବା:

ବିୟର ପ୍ରିୟ ଲୋକଙ୍କ ପାଇଁ ବିଅର କମ୍ପାନୀ ଏକ ନୂଆ ବିଅର ବଜାରକୁ ଛାଡିଛନ୍ତି|ଯାହା‌ ଲୋକମାନେ ଚାହୁଁଥିଲେ ଗୋଟିଏ ବୋତଲରେ ଦୁଇ ବୋତଲର ନିଶା ହେଇଯାଉ କମ୍ପାନୀ ତାଙ୍କ ମନୋସ୍କାମନା ପୁରଣ କରିଛନ୍ତି|ଏଵେ ଗୋଟିଏ ବୋତଲରେ ଦୁଇ ବୋତଲ ପ୍ରାୟ ନିଶା ହେବ|ଏହି ପସନ୍ଦ ବହୁ ଲୋକଙ୍କ ମନ ଜିଣିବ|ଯେଉଁମାନେ ମଦ କମ୍ ନିଶା ବେଶି ଚାହୁଁଥିଲେ ତାଙ୍କ ପାଇଁ ଲାଭକାରୀ|ନୂଆ ବିଅର ଆସିବା ପରେ ଦୋକାନୀଙ୍କ କହିବା କଥା ଯେ ଏହା କିଣିବାରେ ନୂଆ ଵୟସର ଲୋକ ସଂଖ୍ୟା ଅଧିକ|

କହିରଖେ ଏଵେ ପ୍ରଥମେ ବଜାରରେ ୮ ଡିଗ୍ରୀ ଆଲକୋହଲ ବାଲା ବିଅର ବଜାରରେ ମିଳୁଥିଲା|୮ ଡିଗ୍ରୀ ବାଲା ବିଅରର ବଜାର ମୂଲ୍ୟ ୧୧୦-୧୩୦ ଟଙ୍କା ପର୍ଯ୍ୟନ୍ତ ରହିଛି|କିନ୍ତୁ ଏହି ବୋତଲ ଏବେ ପାଖାପାଖି ୧୫୦ ପହଞ୍ଚି ଗଲାଣି ଯାହା ଲୋକମାନେ ଗୋଟିଏ କେନ ପିଇବା ପରେ ପସନ୍ଦ କରୁ ନାହାନ୍ତି|ଏହି ନୂଆ ବିଅରରେ ୮ ଡିଗ୍ରୀରୁ ବଢି ଆଲକୋହଲ ୧୫ ଡିଗ୍ରୀ କରି‌ ଦିଆଯାଇଛି|

Leave A Reply

Your email address will not be published.