ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ : ବାହାଘର ପୂର୍ବରୁ କେତେ ଭାରତୀୟ ରଖୁଛନ୍ତି ଶାରୀରିକ ସମ୍ପର୍କ ?

0

Get real time updates directly on you device, subscribe now.

ସେକ୍ସ ସମସ୍ତଙ୍କୁ ଦରକାର । ପାର୍ଟନରଙ୍କ ସହ କ୍ୱାଲିଟି ଟାଇମ ସେୟାର କରି ସେକ୍ସର ଆନନ୍ଦ ନେବାକୁ ସମସ୍ତେ ଚାହାନ୍ତି । କପୁଲଙ୍କ ପାଇଁ ବିବାହ ଏକ ସାମାଜିକ ସ୍ୱିକୃତି ହୋଇଥିବା ବେଳେ ଅନେକ ବିବାହ ପୂର୍ବରୁ ସେକ୍ସ ପ୍ରତି ଅହେତୁକ ଆଗ୍ରହ ଦେଖାଇଥାନ୍ତି । କିନ୍ତୁ ଏବେ କଥା ହେଉଛି ଯେ, ବିବାହ ପୂର୍ବରୁ ସେକ୍ସ କେତେ ଠିକ୍ ଆଉ କେତେ ଭୁଲ୍ ଏବଂ ଭାରତ ରେ କେତେ ଲୋକ ବିବାହ ପୂର୍ବରୁ ସେକ୍ସ କରନ୍ତି । ଏମିତିରେ ଅନେକ ନିଜ ନିଜ ମାନସିକତା ଅନୁସାରେ ଏହାକୁ ଗ୍ରହଣ କରିଥାନ୍ତି । କାହା ପାଇଁ ହୁଏତ ଏହା ଠିକ୍ କିନ୍ତୁ ଅନେକଙ୍କ ପାଇଁ ଏହା ଭୁଲ୍ ।

ଆପଣ ଯଦି ରିଲେସନସିପ୍ ରେ ଥାଇ ସେକ୍ସ ପ୍ରତି ଆଗ୍ରହ ଦେଖାନ୍ତି ତେବେ ଏହା ଆଗକୁ ସମସ୍ୟା ସୃଷ୍ଟି କରିପାରେ । ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର ସମସ୍ତେ କରିଥାନ୍ତି । ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ । ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘଟଣା ଘଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ । ତେବେ ଆଜି କାଲି ର ପୁଅ ଝିଅ ଙ୍କ ର ମଧ୍ୟ ଅନେକ ଭିଡିଓ ଭାଇରାଲ ହୋଇଥାଏ । ତେବେ ନ୍ୟାସନାଲ ଫାମିଲି ହେଲଥ ସର୍ଭେର ସଦ୍ୟ ପ୍ରକାଶିତ ରିପୋର୍ଟ ଏବେ ଚର୍ଚ୍ଚାରେ ରହିଛି ।

ଏହି ରିପୋର୍ଟ ରେ ରହିଛି ଯେ ବିବାହ ପୂର୍ବରୁ ସେକ୍ସ ମାମଲାରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ଠାରୁ ଯଥେଷ୍ଟ ଅଧିକ । ପାଖାପାଖି ୭.୪ ପ୍ରତିଶତ ପୁରୁଷ ଓ ୧.୫ ପ୍ରତିଶତ ମହିଳା ସ୍ୱୀକାର କରିଛନ୍ତି ଯେ ସେମାନେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିଛନ୍ତି । ଧନୀ ପୁରୁଷ ଓ ଗରିବ ମହିଳା ବିବାହ ପୂର୍ବରୁ ସବୁଠୁ ଅଧିକ ଶାରୀରିକ ସମ୍ପର୍କ ରଖିଥାନ୍ତି ବୋଲି ଜଣା ପଡିଛି । ସେହିପରି ପ୍ରାୟ ୧୨ % ଶିଖ୍‌ ପୁରୁଷ କହିଛନ୍ତି, ବିବାହ ପୂର୍ବରୁ ସେମାନେ ଯୌନ ସମ୍ପର୍କ ରଖିଛନ୍ତି । ସବୁ ସମ୍ପ୍ରଦାୟ ମଧ୍ୟରେ ଶିଖ୍‌ରେ ଏଭଳି ମାମଲା ସବୁଠୁ ଅଧିକ ।

ଅନ୍ୟପଟେ ଏହି ରିପୋର୍ଟ ରେ ଶିଖ୍‌ ମହିଳାଙ୍କ ସଂଖ୍ୟା ମାତ୍ର ୦.୫%, ଯାହାକି ସବୁଠୁ କମ୍‌ । ହିନ୍ଦୁ ପୁରୁଷରେ ଏହି ସଂଖ୍ୟା ୭.୯ ପ୍ରତିଶତ, ମୁସ୍‌ଲିମ୍‌ ପୁରୁଷରେ ୫.୪ ପ୍ରତିଶତ, ଖ୍ରୀଷ୍ଟିଆନ୍‌ ପୁରୁଷରେ ୫.୯ ପ୍ରତିଶତ ରହିଛି । ସେହିପରି ମହିଳାଙ୍କ ମଧ୍ୟରେ ହିନ୍ଦୁଙ୍କ ସଂଖ୍ୟା ୧.୫%, ମୁସ୍‌ଲିମ୍‌ଙ୍କର ୧.୪ % ଓ ଖ୍ରୀଷ୍ଟିଆନ୍‌ଙ୍କ ସଂଖ୍ୟା ୧.୫% ରହିଚି । ତେବେ ସର୍ଭେରେ ୮୭ ପ୍ରତିଶତ ମହିଳା ଓ ୮୩ ପ୍ରତିଶତ ପୁରୁଷ କହିଛନ୍ତି ଯେ ପତ୍ନୀଙ୍କର ଶାରୀରିକ ସମ୍ପର୍କ ପାଇଁ ମନା କରିବା ଅଧିକାର ରହିଛି ।

Leave A Reply

Your email address will not be published.