ଆମାଜନରେ ହେଉଛି ଅଫରର ବର୍ଷା, ମାତ୍ର ୨ ହଜାର ଟଙ୍କାରେ କିଣନ୍ତୁ Oppo ର ଏହି ୧୬ ହଜାର ଟଙ୍କିଆ ମୋବାଇଲ

0

Get real time updates directly on you device, subscribe now.

ଅନଲାଇନ ଶପିଂ ପ୍ଲାଟଫର୍ମ ଆମାଜନରେ ଆପଣଙ୍କୁ ସମୟ ସମୟରେ କେତେକ ଆକର୍ଷକ ଅଫର୍ସ ମିଳିଥାଏ। ଏହି ସମୟରେ ଆମାଜନରେ Oppo Fantastic sale ସେଲ ଚାଲୁଛି। ଆଜି ଆମେ ଆପଣଙ୍କୁ ଏମିତି ଏକ ଅଫର ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଆପଣ ୧୬ ହଜାର ଟଙ୍କାର Oppo ର ମୋବାଇଲ ଫୋନକୁ ୨ ହଜାର ଟଙ୍କାରେ କିଣିପାରିବେ। ଜାଣନ୍ତୁ କେମିତି

Fantastic Sale ରେ Oppo A16:-

ଆପଣଙ୍କ ସୂଚନା ପାଇଁ ଜଣାଇଦେଉଛୁ କି, Oppo ସ୍ମାର୍ଟଫୋନ, Oppo A16 କୁ 15,990 ଟଙ୍କାରେ କିଣାଯାଇଥିଲା। ଏହି ସ୍ମାର୍ଟଫୋନକୁ 19% ଡିସ୍କାଉଣ୍ଟ ପରେ 12,990 ଟଙ୍କାରେ ବିକ୍ରି କରାଯାଉଛି। ଆପଣଙ୍କୁ ଜଣାଇଦେଉଛୁ କି, ଏହି ସ୍ମାର୍ଟଫୋନକୁ ଆପଣ ପ୍ରାରମ୍ଭିକ 611 ଟଙ୍କାର EMI ଜରିଆରେ କିଣିପାରିବେ ଓ ଏଥିରେ ଆପଣଙ୍କୁ ନୋ କଷ୍ଟ EMI ମଧ୍ୟ ଦିଆଯାଉଛି।

16 ହଜାର ଟଙ୍କାର ମୋବାଇଲକୁ ଏମିତି ନିଅନ୍ତୁ ମାତ୍ର 2 ହଜାର ଟଙ୍କାର:-

ଯେମିତିକି ଆମେ ଆପଣଙ୍କୁ କହିସାରିଛୁ Oppo A16 ମୋବାଇଲକୁ ଆମାଜନରେ 15,990 ଟଙ୍କା ବଦଳରେ 12,990 ଟଙ୍କାରେ ବିକ୍ରି କରାଯାଉଛି। ଏହି ଫୋନକୁ ଆପଣ ନିଜର ପୁରୁଣା ସ୍ମାର୍ଟଫୋନ ବଦଳରେ 10,700 ଟଙ୍କାରେ କିଣିପାରିବେ। ଯଦି ଆପଣଙ୍କୁ ଏହି ଏକ୍ସଚେଞ୍ଜ ଅଫରର ପୁରା ଲାଭ ମିଳିଯାଉଛି ତାହେଲେ ଆପଣଙ୍କ ପାଇଁ ଏହି ସ୍ମାର୍ଟଫୋନ ଦର 2,290 ଟଙ୍କା ହୋଇଯିବ।

Oppo A16 ଫିଚର୍ସ:-

4GB ram ଓ 64GB ଇଣ୍ଟରନାଲ ଷ୍ଟୋରେଜ ବିଶିଷ୍ଟ ଏହି ସ୍ମାର୍ଟଫୋନ ମିଡ଼ିଆଟେକ ହିଲିଓ G35 ପ୍ରୋସେସରରେ କାମ କରିଥାଏ ଓ ଏଥିରେ ଆପଣଙ୍କୁ 6.52 ଇଞ୍ଚର ଡ଼ିସପ୍ଲେ ମଧ୍ୟ ଦେଖିବାକୁ ମିଳିଥାଏ। 5000mah ବାଲା Oppo ର ଏହି ସ୍ମାର୍ଟଫୋନ 13MP ରିୟର କ୍ୟାମେରା ଓ 8MP ଫ୍ରଣ୍ଟ କ୍ୟାମେରା ସହିତ ଆସିଥାଏ। ଏଥିରେ ଆପଣଙ୍କୁ ଡୁଆଲ ସିମ ଓ 4G ସେବା ମଧ୍ୟ ଦିଆଯାଉଛି। ଆପଣଙ୍କୁ ଜଣାଇଦେଉଛୁ କି, ଏହି ଫୋନ 1 ବର୍ଷର ବ୍ରାଣ୍ଡ ୱାରେଣ୍ଟି ସହିତ ଆସିଥାଏ।

ଆମାଜନରେ ଏହି ଅଫର ମେ 12 ତାରିଖରୁ ଆରମ୍ଭ ହୋଇଯାଇଛି ଓ ଏହା ମେ 16 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଯାଉଛି।

Leave A Reply

Your email address will not be published.