‘ଧୁମ – ୩’ ର ଗୀତରେ ଯୁବତୀ କଲେ ଜବରଦସ୍ତ ବେଲି ଡ୍ୟାନ୍ସ,କ୍ୟାଟ୍ରିନା କୈଫ କୁ କଲେ ଫେଲ୍

0

Get real time updates directly on you device, subscribe now.

ଫିଲ୍ମ ‘ଧୁମ – ୩’ ବହୁତ ହିଟ ହୋଇଥିଲା । ଏହି ଫିଲ୍ମ ରେ ‘କମଲୀ କମଲୀ’ ଗୀତ ବହୁତ ଚର୍ଚାରର ରହିଥିଲା । ଏହି ଗୀତରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ସର୍ବୋତ୍ତମ
ଡ୍ୟାନ୍ସ କରିଥିଲେ । ଗୀତକୁ ସୁନିଧି ଚୌହାନ ଗାଇଥିଲେ । ଏହି ଗୀତରେ ପ୍ରୀତମ ଚକ୍ରବର୍ତୀ ମ୍ୟୁଜିକ ଦେଇଥିଲେ । ଗୀତ ୨୦୧୪ ମସିହାରେ ରିଲିଜ ହୋଇଥିଲା । ଏହି ଗୀତ ଆଜି ମଧ୍ୟ ଲୋକଙ୍କର ମୁଖସ୍ତ ଅଛି । ଏହି ଗୀତରେ ଅନେକ ସେଲିବ୍ରିଟି ସୋସିଆଲ ମିଡ଼ିଆରେ ରିଲ କରିଥାନ୍ତି । ନିକଟରେ ‘କମଲୀ କମଲୀ’ ଗୀତରେ ଗୋଟିଏ ଝିଅ ଶାନଦାର ଡ୍ୟାନ୍ସ କରିଛନ୍ତି । ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଚି ।

ଯୁବତୀଜଣଙ୍କ ପିଙ୍କ ବ୍ଲାଉଜ ପିନ୍ଧିକି ‘କମଲୀ କମଲୀ’ ଗୀତରେ ଶାନଦାର ଡ୍ୟାନ୍ସ କରିଛନ୍ତି । ଯୁବତୀଟି ଲଙ୍ଗ ସ୍କର୍ଟ ପିନ୍ଧିଛି। ଯୁବତୀର ଡ୍ୟାନ୍ସ ସହିତ ଗେଟଅପ ମଧ୍ୟ ବହୁତ ଶାନଦାର ଲାଗୁଛି । ଯୁବତୀ ନିଜର ଅଣ୍ଟା ସହ ମୁହଁରେ ମଧ୍ୟ ସୁନ୍ଦର ଏକ୍ସପ୍ରେଶନ ଦେଇଛି । ଯୁବତୀର ଭିଡ଼ିଓ ଦେଖି ଇଣ୍ଟରନେଟରେ ହଜାର ହଜାର ଯୁବକ ହୃଦୟ ହରିସାରିଛନ୍ତି । ଯୁବତୀର ଡ୍ୟାନ୍ସ ଦେଖି ଲାଗୁଚି କି ସେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ୟାଟ୍ରିନା କୈଫକୁ ମଧ୍ୟ ଫେଲ କରିଦେଇଚି ।

ଏହି ଭିଡ଼ିଓ କୁ @kosmicthakur2016 ନାମକ ଇଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି । ଭିଡ଼ିଓ କୁ ୪ଲକ୍ଷ ରୁ ଅଧିକ ୟୁଜର ଦେଖିଛନ୍ତି । ଏହା ବ୍ୟତୀତ ଭିଡ଼ିଓକୁ ୧୩ ହଜାରରୁ ଅଧିକ ଲୋକ ଲାଇକ କରିଛନ୍ତି ।

ଏହି ଭିଡ଼ିଓରେ ୟୁଜର କମେଣ୍ଟ କରି ଫାଆର୍ ଏବଂ ହୃଦୟ ଵାଲା ରିଆକ୍ସନ ଦେଉଛନ୍ତି । ଜଣେ ୟୁଜର ଭିଡ଼ିଓ ରେ କମେଣ୍ଟ କରି “‘କି ସୁନ୍ଦର ନୃତ୍ୟ’, ଆଉ ଜଣେ ୟୁଜର ଲେଖିଛନ୍ତି କି ‘ ଆଇ ଲଭ ଇୟର ଡ୍ୟାନ୍ସ’ଆଉ ଜଣେ ୟୁଜର ଲେଖିଛନ୍ତି କି ‘ନାଇସ୍ ବେଲି ମୁଭ’ ।

Leave A Reply

Your email address will not be published.