ସରକାରଙ୍କ ତରଫରୁ ଲଗାଯାଉଛି ଫ୍ରିରେ ସୋଲାର ପ୍ଲାଣ୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରୋସେସ

0

Get real time updates directly on you device, subscribe now.

ଗରମ ଦିନରେ ଆପଣ ନିଜ ଘରର ଛାତ କିମ୍ବା କ୍ଷେତରେ ସୋଲାର ପାୱାର ପ୍ଲାଣ୍ଟ ଲଗାଇ ବିଜୁଳି କାଟରୁ ବର୍ତିପାରନ୍ତି। ବିଜୁଳି ଦରରୁ ବର୍ତ୍ତିବାପାଇଁ ଆପଣ ମଧ୍ୟ ସରକାରଙ୍କ ଏହି ଯୋଜନାର ଲାଭ ଉଠାଇ ପାରିବେ। ଆପଣଙ୍କୁ ଜଣାଇଦେଉଛୁ କି, ଏହି ଯୋଜନାରେ ଆପଣଙ୍କୁ କେବଳ 10 ପ୍ରତିଶତ ରାଶି ଦେବାକୁ ହୋଇଥାଏ ଓ ସରକାର 90 ପ୍ରତିଶତ ରାଶି ପ୍ରଦାନ କରିବେ।

ଘରେ ସୋଲାର ପ୍ଲାଣ୍ଟ ଲଗାଇବା ପାଇଁ ଆପଣଙ୍କୁ ଅଲଗା ରୂପରେ ଏହାକୁ ଲଗାଇବାକୁ ହେବ। ସର୍ବପ୍ରଥମେ ଆପଣ ବିଜୁଳି ବିଲ ର ସମ୍ପୂର୍ଣ୍ଣ ବ୍ୟରା ସୋଲାର ପ୍ଲାଣ୍ଟ ଲଗାଉଥିବା ଏଜେନ୍ସିକୁ ଦେବାକୁ ହେବ।

ଏହିପରି ଭାବରେ ଜାଣନ୍ତୁ କି, ଆପଣଙ୍କୁ କେଉଁ ପ୍ରକାରର ସୋଲାର ପ୍ଲାଣ୍ଟ ଲଗାଇବା ଉଚିତ:-

ଆପଣଙ୍କୁ ପ୍ରଥମେ ଏହା ଜାଣିବାକୁ ହେବ ଯେ, କେତେ ବିଜୁଳି ଆପଣଙ୍କ ଦରକାର ହେବ। ଯଦି ଆପଣ 1.5 ଟନ ଇନ୍ଭର୍ଟର, ବଲବ, ଫ୍ରିଜ ଚଳାନ୍ତି ତାହେଲେ ଆପଣ 4 କିଲୋୱାଟ ସୋଲାର ସିଷ୍ଟମ ଲଗାଇପାରିବେ।

ଯଦି ଆପଣ ନିଜ ଘରେ 4 କିଲୋୱାଟ ସୋଲାର ସିଷ୍ଟମ ଇଂଷ୍ଟାଲ କରିଛନ୍ତି ତାହେଲେ ଆପଣଙ୍କୁ 20 ୱାଟ ପର୍ଯ୍ୟନ୍ତ ବିଜୁଳି ପ୍ରତିଦିନ ମିଳିବ।

ଏଥିରେ ଏକ୍ସପର୍ଟ ସୂଚନା ଦିଅନ୍ତି କି, ଆପଣ ନିଜ ଘରର ଉପକରଣ ଏହି ସୋଲାର ସିଷ୍ଟମ ଦ୍ୱାରା ଚଳାଇପାରିବେ। ଏଥିରେ ଆପଣଙ୍କୁ ବିଜୁଳି ବିଲ ମଧ୍ୟ ବହୁତ କମ ଆସିବ। ଏତିକି ହିଁ ନୁହେଁ ଯଦି ଆପଣ ସମ୍ପୂର୍ଣ୍ଣ ବିଜୁଳିକୁ ବ୍ୟବହାର କରି ପାରୁନାହାଁନ୍ତି ତାହେଲେ ଆପଣ ବିଜୁଳି କମ୍ପାନୀକୁ ଏହି ବିଜୁଳି ବିକ୍ରି କରିପାରିବେ। ଆପଣ ଏହାକୁ ଆପ୍ଲାଏ କରିବାପାଇଁ mnre.gov.in ରେ ଭିଜିଟ କରନ୍ତୁ।

Leave A Reply

Your email address will not be published.