ମାଡ଼ ମାରିଲା ବୋହୂ ଶାଶୁ କୁ । ଭାଇରାଲ ହେଲା ଭିଡ଼ିଓ ସୋସିଆଲ ମିଡ଼ିଆରେ

0

Get real time updates directly on you device, subscribe now.

କଳିଯୁଗ ରେ ଅଧର୍ମ ର ମାତ୍ରା ଯେବେ ବଢ଼ି ଯିବା ସେବେ ଏହି ଯୁଗ ର ପରି ସମାପ୍ତି ଘଟିବ ବୋଲି ବେଦ ପୁରାଣ ରେ କୁହା ଯାଇଛି । ବୈଦିକ ପୁରାଣ ଅନୁସାରେ ଏହି ଯୁଗ ଖ୍ରୀଷ୍ଟ ପୂର୍ବ ରୁ ଆରମ୍ଭ ହୋଇ ସାରିଛି । ଯଦି ଆମେ ବେଦ ଦେଖିବା ତେବେ କଳି ଯୁଗ ଟି ଅତ୍ୟାଚାରୀ ଯୁଗ ବୋଲି କୁହା ଯାଉଛି । ବେଦ ଅନୁସାରେ ସୃଷ୍ଟି ର ଆରମ୍ଭ ସତ୍ୟ ଯୁଗରେ ଆରମ୍ଭ ହୋଇଥିଲା ଓ ଏହାର ଅନ୍ତ କଳି ରେ ହେବା ବୋଲି କୁହା ଯାଉଛି ।

ଏହି ଯୁଗ ରେ ନାନା ପ୍ରକାର କୁ କର୍ମ ବଢିବ। ଚୋରି ,ଡକାୟତି, ଲୋଭ, କାମ,ମୋହ , କ୍ରୋଧ ଆଦି ମଣିଷ କୁ ଅନ୍ତ କରିଦେବ। ମଣିଷ ବୁଦ୍ଧି ବିବେକ ହରାଇ କୁ କର୍ମ ରେ ଲୀପ୍ତ ରହିବ । ସମସ୍ତେ ସମସ୍ତଙ୍କର ପର । ଘରେ ଘରେ ଲାଗି ରହିଛି ଅଶାନ୍ତି । ପୁଅ ବାପା କୁ ପିଟୁଛି ତ ବୋହୂ ଶାଶୁ କୁ । ଘରେ ଘରେ ହେଉଛି କଳି । ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ ।ତେବେ ସମାଜ ରେ ଅନେକ ଘଟଣା ଓ ଦୁର୍ଘଟଣା ଘଟୁଛି । ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହୋଇଛି । ଭିଡ଼ିଓ ରେ ଯାହା ଦେଖିବାକୁ ମିଳିଛି ତାହା ଦେଖିଲେ ବା ଶୁଣିଲେ ଆଶ୍ଚର୍ଯ୍ୟ ହେବେ ।

ତେବେ ଘଟଣା ଟି କାନପୁର ଜିଲ୍ଲାର ଚାକେରି ଅଞ୍ଚଳର।ବୋହୂ ଟି ଲାଜ ଲଯ୍ୟା ସବୁ ଶାଶୁଙ୍କୁ ତାଙ୍କ ବୋହୂ କେତେବେଳେ ମାଡ଼ ମାରୁଛନ୍ତି ତ’ କେତେବେଳେ ଚୁଟି ଧରି ତଳେ ଘୋଷାଡ଼ି ଦେଉଛନ୍ତି । ଶାଶୁଙ୍କୁ ଗାଧୋଇବା ଠାରୁ ନେଇ ଖାଦ୍ୟ ଖୁଆଇବା ପର୍ଯ୍ୟନ୍ତ ପଶୁଙ୍କ ପରି ବ୍ୟବହାର କରୁଛନ୍ତି,ଶାଶୁ ଟି ଦୁର୍ବଳ ହୋଇ କାନ୍ଦି କାନ୍ଦି ଚିତ୍କାର କରୁଥିଲା । ମାତ୍ର ବୋହୂ ଟି ନିସ୍ତୁକ ମାଡ଼ ମାରି ମଧ୍ୟ ଶାଶୁ କୁ ଜୋତା ରେ ମଧ୍ୟ ପିଟୁଥିଲା । ବୃଦ୍ଧା ଜଣକ ହେଉଛନ୍ତି ଚକେରୀ ଘାଊଖେଡ଼ା ନିବାସୀ ଭଗବାନ ବଲୀଙ୍କ ୧୦୫ ବର୍ଷୀୟ ମା’ ଜୟରାମ ଦେବୀ । ଭଗବାନ ଇ-ରିକ୍ସା ଚଳାନ୍ତି । ପଡ଼େଶୀ କହିଛନ୍ତି ଯେ ଭଗବାନଙ୍କ ପତ୍ନୀ ଆରତୀ ଗୁପ୍ତା ନିଜ ଶାଶୁଙ୍କୁ ସବୁବେଳେ ନିର୍ମମ ଭାବରେ ମାଡ଼ ମାରନ୍ତି ।ତେବେ ଏହି ଦୃଶ୍ୟ ଦେଖି ଅନୁମାନ କରି ହେଉଛି ବର୍ତ୍ତମାନ ସମାଜ ରେ କିପରି କୁକର୍ମ ର ମାତ୍ରା ବଢ଼ି ଚାଲୁଛି ।

Leave A Reply

Your email address will not be published.