ଋଷ କରିଦେଲା ଏକ ମସ୍ତବଡ ଭୁଲ : ନିଜ ସୈନିକଙ୍କ ଉପରେ ଆକ୍ରମଣ କରି ଲଗାଇଦେଲା ନିଆଁ !

0

Get real time updates directly on you device, subscribe now.

ଆପଣ ମାନେ ତୋ ଜାଣିଥିବେ ଦେଶ ବିଦେଶ ର ଖବର ।ଇୟୁକ୍ରେନ ଆଉ ରୁଷ ଭିତ ରେ ଲାଗିଥିବା ଯୁଧ୍ୟ କଥା ଏକ ଶେଷ ହବା ର ନାଁ ନେଉନାହିଁ ।ଦୀର୍ଘଦିନ ଧରି ଯୁଦ୍ଧ ପରେ ଶେଷରେ ୟୁକ୍ରେନ୍‌ର ବନ୍ଦର ସହର ମାରିୟୁପୋଲକୁ ନିଜ ଦଖଲକୁ ନେଇଛି ରୁଷ ।

ଋଷ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଏହି ଯୁଦ୍ଧର ୫୮ ଦିନରେ ୟୁକ୍ରେନ ବନ୍ଦର ନଗରୀ ମାରିୟୁପୋଲ ନିଜ ଦଖଲରେ ନେବାକୁ ସମର୍ଥ ହୋଇଛି ଋଷୀୟ ସେନା । ଆଜି(ଗୁରୁବାର) ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏହି ଘୋଷଣା କରିଛନ୍ତି ।ଋଷ ନିଜ ସୈନିକଙ୍କୁ ଆକ୍ରମଣ କରିଥିବା ଜାଣିବାକୁ ମିଳିଛି । ଏହି ଆକ୍ରମଣ ଫଳରେ ପୁତିନ ସେନାର ଅନେକ ସିପାହୀ ମୃତ୍ୟୁବରଣ କରିଛନ୍ତି ।ଭୁଲ ବଶତଃ ଋଷ ସେନା ନିଜ ସାଥୀଙ୍କ ଉପରେ ଫେଲମଥ୍ରୋୟର ଆକ୍ରମଣ କରି ଦେଇଛନ୍ତି । ୟୁକ୍ରେନ ସେନାକୁ ଟାର୍ଗେଟ କରୁଥିବା ବେଳେ ସେମାନେ ନିଜ ସାଥୀଙ୍କୁ ଜାଣିପାରିନଥିଲେ । ଫଳରେ ଏହି ଆକ୍ରମଣ କରିଛନ୍ତି ।

ଯେଉଁଥିରେ ଋଷର କିଛି ସୈନିକଙ୍କୁ ମୃତ୍ୟୁର ଘାଟରେ ପହଞ୍ଚାଇ ଦେଇଛି । ତେବେ ଋଷ ତରଫରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳି ପାରି ନଥିବାରୁ କେତେ ଜଣ ସୈନିକ ମୃତ୍ୟୁବରଣ କରିଛନ୍ତି ସେ ନେଇ ସ୍ପଷ୍ଟ ହୋଇପାରିନାହିଁ ।ଯାହା ରୁଷ ତାକୁ ସହି ପାରୁନାହିଁ। ରୁଷ ର ଏକ ବଡ ଖେତୀ ସେ କେବେ ସହି ପାରିବ ନାହିଁ । ସେଥିରେ ବହୁତ ଲୋକ ମରିଯାଇଛନ୍ତି ଯାହା ଏବେ ଖୋଜିବା ରେ ଲାଗିଛନ୍ତି ରୁଷ ର ସୈନ୍ୟ ମାନେ। ସେପଟେ ଏହି ଆକ୍ରମଣରେ କିଛି ସୈନିକଙ୍କ ମୃତ୍ୟୁ ପରେ ଋଷକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ୟୁକ୍ରେନର ଜଣେ ସେନା ଅଧିକାରୀ ।

Leave A Reply

Your email address will not be published.