ଦେଖନ୍ତୁ ଭିଡ଼ିଓ : ୬୦ ବର୍ଷର ବର ଓ ୨୫ ବର୍ଷର କନ୍ୟାକୁ ଦେଖି ରାଗିଗଲେ ସିଙ୍ଗଲ ଯୁବକ,କହିଲେ – ଘୋଡ଼ାକୁ ମିଳୁନାହିଁ ଘାସ,ଗଧ ଖାଉଛି ଚୱନପ୍ରାସ ,,,

0

Get real time updates directly on you device, subscribe now.

ଆପଣ ସେ ଲୋକକଥା ତ ଶୁଣି ହିଁ ଥିବେ କି ” ଯୋଡି ସ୍ଵର୍ଗରେ ବନିଥାଏ” । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଯୋଡି ଦେଖେଇବାକୁ ଯାଉଛୁ ଯାହାକୁ ଦେଖିବା ପରେ ଆପଣ କହିବେ’ଏହି ଯୋଡି ତ ପକ୍କା ନର୍କ ରେ ବନିଥିବ ‘। ଆଜିକାଲିର ଯୁବକମାନଙ୍କୁ ଭଲ ଗାର୍ଲଫ୍ରେଣ୍ଡ ଆଉ ସ୍ତ୍ରୀ ସହଜରେ ମିଳୁନାହିଁ । ମାର୍କେଟ ରେ ଏତେ କଂପିଟିସନ ଅଛି କି ଗୋଟିଏ ଝିଅ ପଛରେ 10 ଜଣ ପୁଅ ଲାଇନ ରେ ଛିଡା ହୋଇଛନ୍ତି । ଏହା ମଧ୍ୟରେ ସୋସିଆଲ୍ ମିଡିଆରେ ଏମିତି ଏକ ଯୋଡି ଭାଇରାଲ ହେଉଛି ଯାହାକୁ ଦେଖି ସିଙ୍ଗଲ ଲୋକ ଇର୍ଷାରେ ଜଳି ଯିବେ ।

ବୁଢ଼ା ବରକୁ ମିଳିଲା ଯବାନ କନ୍ୟା :-

ସାଧାରଣତଃ ବର ଆଉ କନ୍ୟାଙ୍କ ମଧ୍ୟରେ ବୟସର ବ୍ୟବଧାନ କମନ ଜିନିଷ ହୋଇଥାଏ । ଯଦିଓ ଏହି ବୟସର ଅନ୍ତର ବାସ 1 ରୁ 5 ବର୍ଷ କିମ୍ବା ପୁଣି ଅଧିକରୁ ଅଧିକ 10 ବର୍ଷର ହୋଇଥାଏ ।
କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଯୋଡି ଦେଖେଇବାକୁ ଯାଉଛୁ ଯାହାଙ୍କ ମଧ୍ୟରେ ପ୍ରାୟ 35 ବର୍ଷର ଅନ୍ତର ତ ଜରୁର ଅଛି । ଏଠାରେ ବର ବୁଢା ଅଟେ । ତାଙ୍କର ବୟସ 60 ରୁ ତ କମ ଲାଗୁନାହିଁ । ତେବେ ସେଇଠି କନ୍ୟା ଯବାନ ଆଉ ସୁନ୍ଦର ଅଟେ । ସେ 25 ବୟସ ପାଖାପାଖି ଦେଖାଯାଉଛି ।

ବୁଢା ବର ଏବଂ ଯୁବତୀ କନିଆଙ୍କର ଏହି ଯୋଡିକୁ ଦେଖି ଲୋକମାନେ ନିଜ ଆଖି ଉପରେ ବିଶ୍ୱାସ କରିପାରୁନାହାନ୍ତି | ସେମାନଙ୍କ ବିବାହ ପରର ମଧ୍ୟ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଭିଡିଓ ଦେଖି ଲାଗୁଛି ଯେ ସମସ୍ତ ବିବାହ ସମସ୍ତ ରୀତିନୀତି ହୋଇସାରିଛି ବୋଲି | କନିଆ ନିଜ ଶାଶୁ ଘରେ ବସିଛନ୍ତି | ଏଠାରେ କ୍ୟାମେରାମ୍ୟାନ ପ୍ରଥମେ ବୁଢା ବରକୁ ଦେଖାଏ | ତା’ପରେ ଯେତେବେଳେ ସେ କ୍ୟାମେରାକୁ ଯୁବତୀ କନିଆଙ୍କ ଆଡକୁ ଦେଖାନ୍ତି ତ ସେତେବେଳେ ସେ ଲାଜରେ ମୁଁହ ଲୁଚେଇ ଦିଅନ୍ତି | ଯଦିଓ ଏହା ପରେ ଆମକୁ ତାଙ୍କ ମୁଁହ ଦେଖା ଯାଏ |

ଯୋଡି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକ :-

View this post on Instagram

A post shared by Bhutni_ke (@bhutni_ke_memes)

ବର୍ତ୍ତମାନ ଏହି ବିଚିତ୍ର ଯୋଡିଙ୍କୁ ଦେଖି ସିଙ୍ଗିଲ୍ ଲୋକମାନେ ଏହା ଭାବୁଛନ୍ତି ଯେ ଶେଷରେ “ଏହି ଲଙ୍ଗୁରର ହାତରେ ଅଙ୍ଗୁର ଆସିଲା କେମିତି?” ଏହି ଭିଡ଼ିଓକୁ ଇନ୍ଷ୍ଟଗ୍ରାମ bhutni_ke_memes ନାମକ ପେଜରେ ସେୟାର ହୋଇଛି | ଏହି ଭିଡ଼ିଓ କେଉଁଠାରେ ଓ କେବେକାର ଅଟେ, ଏହି ବର-କନିଆଙ୍କ ନାମ କଣ, ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ସୂଚନା ମିଳିପାରି ନାହିଁ | ଭିଡ଼ିଓରେ ଲୋକମାନେ ବହୁତ ମଜାଦାର କମେଣ୍ଟସ ମଧ୍ୟ କରୁଛନ୍ତି |

ଜଣେ ୟୁଜର ଲେଖିଛନ୍ତି ଯେ “ଘୋଡାକୁ ମିଳିଲା ନାହିଁ ଘାସ, ଗଧ ଖାଉଛି ଚବନପ୍ଲସ୍ |” ଏହାପରେ ଦ୍ୱିତୀୟ କମେଣ୍ଟ ଆସେ ଯେ “ବୋଧ ହୁଏ ଅଙ୍କଲଙ୍କର ସରକାରୀ ଚାକିରୀ ହୋଇଥିବ ନଚେତ ତାଙ୍କ ପାଖରେ ବହୁତସାରା ପଇସା ହେବ |” ଏହା ପରେ ଜଣେ କହିଲେ “ବାହାଘର ପର୍ଯ୍ୟନ୍ତ ତ ସବୁ ଠିକ ଅଛି | ମତେ ତ ସୁହାଗରାତକୁ ନେଇ ଟେନସନ ହଉଛି | ଚାଚା କେତେ ପର୍ଯ୍ୟନ୍ତ ଚାଲିବେ |” ବାସ ଏମିତି ହିଁ ମଜେଦାର କଥା ଲେଖିଛନ୍ତି |

Leave A Reply

Your email address will not be published.