ଗୁଗଲରେ ଏହି ତିନୋଟି ଜିନିଷ ସର୍ଚ୍ଚ କରୁଥିଲେ ଆଜି ହିଁ ଏସବୁ ବନ୍ଦ କରନ୍ତୁ,ନଚେତ ଯିବାକୁ ପଡ଼ିବ ଜେଲ !

0

Get real time updates directly on you device, subscribe now.

ଆଜି ଯଦି କିଛିବି ସର୍ଚ୍ଚ କରିବାକୁ ଥାଏ ସର୍ବପ୍ରଥମେ ଆମେ ଗୁଗଲକୁ ଯାଇଥାନ୍ତି କାରଣ ଏଠାରେ ଆମକୁ ଜରୁରୀ ସୂଚନା ମିଳିଥାଏ। କିନ୍ତୁ ଗୁଗଲରେ କିଛିବି ସର୍ଚ୍ଚ କରିବା ଆପଣଙ୍କୁ ଭାରି ପଡ଼ିଥାଏ। କିଛି ଏମିତି ଜିନିଷ ଅଛି ଯାହାକୁ ଆପଣ ଗୁଗଲରେ ସର୍ଚ୍ଚ କରିପାରିବେ ନାହିଁ ଓ ଏହା ଆପଣଙ୍କୁ ଜେଲ ପଠାଇପାରେ। ଏମିତି କେଉଁ ଜିନିଷ ଆମକୁ ଗୁଗଲରେ ସର୍ଚ୍ଚ କରିବା ଅନୁଚିତ ଆସନ୍ତୁ ଏହା ବିଷୟରେ ଜାଣିବା।

ଚାଇଲଡ଼ ପର୍ଣ୍ଣଗ୍ରାଫି:-

ଏହି ଶବ୍ଦର ଅର୍ଥ ହେଉଛି ପିଲାମାନଙ୍କ ସହିତ ଜଡ଼ିତ ଅଶ୍ଳୀଳ ଜିନିଷ ସର୍ଚ୍ଚ କରିବା ଆପଣଙ୍କୁ ଭାରି ପଡ଼ିଥାଏ। ଭାରତରେ ଏହାକୁ ନେଇ ସରକାର ଶକ୍ତ କାନୁନ ବନାଇଛନ୍ତି ଯିଏକି ଆପଣଙ୍କୁ POSCO ଆକ୍ଟ ଅନ୍ତର୍ଗତ ଜେଲର ହାୱା ଖାଇବାକୁ ପଠାଇଦେବ। ଯଦି ଆପଣ ଗୁଗଲରେ କିଛି ଏମିତି ସର୍ଚ୍ଚ କରିବା ଧରାପଡ଼ନ୍ତି ତାହେଲେ ଆପଣଙ୍କୁ ଜେଲ ବି ଯିବାକୁ ପଡ଼ିପାରେ।

ବମ କେମିତି ବନାଇବା:-

ଯଦି ଆପଣ ଭୁଲ ରେ ଏମିତି ସର୍ଚ୍ଚ କରିଦିଅନ୍ତି ବମ କେମିତି ବନାଯାଏ ତାହେଲେ ଆପଣଙ୍କୁ ଜେଲ ଯିବାକୁ ପଡ଼ିପାରେ। ଏମିତି କରିବା ଦ୍ୱାରା ଆପଣ ସୁରକ୍ଷାକର୍ମୀଙ୍କ ରାଡ଼ାର ଭିତରକୁ ଆସିଯିବେ ଓ ଏହାପରେ ଆପଣଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟବାହୀ କରାଯିବ।

ଗର୍ଭପାତ ବିଷୟରେ ସର୍ଚ୍ଚ କରିବା ଭାରି ପଡ଼ିବ:-

ଗୁଗଲରେ ଯଦି ଆପଣ ଗର୍ଭପାତ ସମ୍ଵନ୍ଧରେ ସର୍ଚ୍ଚ କରନ୍ତି ତାହେଲେ ଆପଣଙ୍କୁ ଜେଲ ଯିବାକୁ ପଡ଼ିପାରେ। କାରଣ ଏଥିପାଇଁ ଯେ, ଭାରତରେ ସରକାର ଏହା ଉପରେ ଶକ୍ତ ଆଇନ ଲଗାଇ ରଖିଛନ୍ତି। ଡ଼କ୍ଟରଙ୍କ ମଞ୍ଜୁରୀ ପରେ କେବଳ ଏହା ସମ୍ଭବ ଅଟେ। ସେଥିପାଇଁ ଏଗୁଡ଼ିକୁ ସର୍ଚ୍ଚ କରିବା ପୂର୍ବରୁ ସଚେତନ ହୋଇଯାଆନ୍ତୁ।

Leave A Reply

Your email address will not be published.