ଘରେ AC ଥିଲେ ଜାଣନ୍ତୁ ଏହି 5ଟି ସିକ୍ରେଟ କଥା,ଆଉ ଗୋଟିଏ ଚୁଟକୀରେ ଗରମ ରୁମକୁ କରନ୍ତୁ ଥଣ୍ଡା !

0

Get real time updates directly on you device, subscribe now.

ଯଦି ଆପଣ ନିଜ ଘରର ରୁମରେ ଏସିର କୁଲିଙ୍ଗକୁ ଉତ୍ତମ କରିବାକୁ ଚାହୁଁଛନ୍ତି, ତେବେ ଏହି ଟ୍ରିକ୍ ଉପରେ ଧ୍ୟାନ ଦିଅନ୍ତୁ । ନିଜ ରୁମରେ ଯେତେବେଳେ ଆପଣ ଏସି ଅନ୍ କରନ୍ତି, ସେତେବେଳେ ଫ୍ୟାନକୁ ମଧ୍ୟ ଅନ୍ କରନ୍ତୁ ଏବଂ ତାକୁ କମ୍ କିମ୍ବା ମିଡିୟମ୍ ସ୍ପିଡରେ ହିଁ ଚଳାନ୍ତୁ । ଏହାଦ୍ବାରା ଆପଣଙ୍କ ରୁମ୍ ଶୀଘ୍ର ଥଣ୍ଡା ହୋଇଯିବ ।

ଆପଣ ଚାହୁଁଛନ୍ତି କି ଆପଣଙ୍କ ଏସି ଶୀଘ୍ର ଖରାପ ନ ହେଉ ଏବଂ ଅଧିକ ସମୟ ପର୍ଯ୍ୟନ୍ତ ଚାଲୁ, ତେବେ ଚେଷ୍ଟା କରନ୍ତୁ ଯେ ଏସିକୁ ଇନ୍ଷ୍ଟଲ କରିବା ପରେ ତାର ପଛ ଭାଗକୁ ଏପରି ସ୍ଥାନରେ ରଖନ୍ତୁ ନାହିଁ, ଯେଉଁଠାରେ ସିଧା ଖରା ପଡୁଥିବ ।

ଆମେ ଅଧିକ ସମୟ ପର୍ଯ୍ୟନ୍ତ ଏସିକୁ ଅନ୍ ରଖନ୍ତି ନାହିଁ, କାରଣ ଏହାଦ୍ବାରା ଲାଇନ୍ ବିଲ ଅଧିକ ଆସିଥାଏ । ଯଦି ଆପଣ ଏସି ଚଳାଇ ମଧ୍ୟ ଶସ୍ତା ଲାଇନ୍ ବିଲ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମେ ଗୋଟିଏ କାମ କରିବାକୁ ପଡ଼ିବ । ଆପଣ ନିଜ ଏସିର ଫିଲ୍ଟରକୁ ପ୍ରତ୍ୟେକ ଦୁଇ ସପ୍ତାହରେ ଯଦି ସଫା କରନ୍ତି, ତେବେ ଏହାର ପ୍ରଭାବ ଆପଣଙ୍କ ଲାଇନ୍ ବିଲ ଉପରେ ମଧ୍ୟ ପଡ଼ିବ ।

ଯେତେବେଳେ ଆପଣ ଗୋଟିଏ ନୂଆଁ ଏସି କିଣନ୍ତି, ତେବେ ଅନେକଥର ଏପରି କୁହାଯାଇଥାଏ ଯେ ଏସିକୁ ବର୍ଷ ବର୍ଷ ପର୍ଯ୍ୟନ୍ତ ସର୍ଭିଶୀଙ୍ଗ ଦରକାର୍ ହୁଏନାହିଁ । ଆପଣଙ୍କୁ କହିରଖୁଛି ଯେ ଏହା ଗୋଟିଏ ଗୁଜବ ଅଟେ ଏବଂ ଆପଣଙ୍କୁ ନିଜ ଏସିକୁ ବେଳେବେଳେ ସର୍ଭିସ କରାଇବା ଉଚିତ୍ । ଏହାଦ୍ବାରା ଏସି ଭଲ କୁଲିଙ୍ଗ କରିଥାଏ, ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥାଏ ଏବଂ ଲାଇନ୍ ବିଲ ମଧ୍ୟ ସଞ୍ଚୟ ହୋଇଥାଏ ।

ଅନେକ ଲୋକ କୁହନ୍ତି ଯେ ଯଦି ସେମାନେ ନିଜ ଏସିକୁ କମ୍ ତାପମାତ୍ରାରେ ରଖନ୍ତି, ତେବେ ସେମାନଙ୍କ ଏସି ଶୀଘ୍ର ଆହୁରି ଭଲ କୁଲିଙ୍ଗ ଦେଇଥାଏ । ଆପଣଙ୍କୁ କହିରଖୁଛୁ ଯେ ଏହା ଠିକ୍ ନୁହେଁ ଏବଂ ବ୍ୟୁରୋ ଅଫ ଏନର୍ଜି ଇଫିସେନ୍ସି କହିବା ଅନୁଯାୟୀ ଆପଣଙ୍କୁ ଆପଣଙ୍କ ଏ

Leave A Reply

Your email address will not be published.