ଯଦି ଆପଣ ଆପଣଙ୍କର ଦିମାକ୍ କୁ କମଜୋର ହେବାରୁ ବଞ୍ଚାଇବାକୁ ଚାହୁଁଛନ୍ତି ତେଵେ ଏହି କଥାକୁ ଅବଶ୍ୟ ଧ୍ୟାନ ଦିଅନ୍ତୁ

0

Get real time updates directly on you device, subscribe now.

ଦିମାଗ ମଣିଷ ଶରୀରୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ,ଏହା ସେହି ଅଙ୍ଗ ଯିଏ ସମୁଦାୟ ଶରୀରରକୁ ନିୟନ୍ତ୍ରଣ କରିଥାଏ ଓ ଶରୀରର ସମସ୍ତ କାର୍ଯ୍ୟ କରାଏ|ଆପଣଙ୍କ ମଧ୍ୟରୁ ବହୁ ଲୋକ ପଢିଥିବେ ଏଇଆ ଖାଇଲେ ଦିମାଗ ତେଜ ହୋଇଥାଏ କିନ୍ତୁ ବହୁ ଜିନିଷ ଖାଇ ଚେଷ୍ଟା କରିଥିବେ କିନ୍ତୁ କ’ଣ ଆପଣ ଜାଣନ୍ତି ଦିମାଗକୁ କିପରି ତେଜ କରାଯାଇ ପାରିବ|

ଏଭଳି ବହୁ ଖାଦ୍ୟ ରହିଛି ଯାହାକୁ ଖାଇଲେ ଆପଣଙ୍କ ଦିମାକ କମ ହୋଇପାରେ|ଯଦି ଆପଣ ଏହାକୁ ବେଶି ଖାଇବେ ତେଵେ ଦିମାକ କମଜୋର ହୋଇପାରେ|

୧:ଅଧିକ ମିଠା:ମିଠା ଖାଇବା ସମସ୍ତଙ୍କ ପସନ୍ଦ ହୋଇଥାଏ, ଏଭଳି କମ ଲୋକ ଅଟନ୍ତି ଯେଉଁମାନେ ମିଠା ଖାଇବାକୁ ପସନ୍ଦ କରୁନଥିବେ|ଅତ୍ୟଧିକ ମିଠା ଖାଇବା ଫଳରେ ଦିମାକ୍ କମଜୋର ହୋଇଥାଏ|ଆମେ ଯେଉଁ ଜିନିଷ ମନେ ରଖୁ ଚିନି ଖାଇବା ଫଳରେ ଏହି କ୍ଷମତା ହ୍ରାସ ଘଟେ|ଯେଉଁଥିରେ ଫ୍ରୁକ୍ଟୋଜ ଅଧିକ ମିଳେ ତାକୁ ଖାଇବାରୁ ବିରତ ରୁହନ୍ତୁ|

୨:ଜଙ୍କ ଫୁଡ:

ଆଜିକାଲି ଦେଖାଗଲା ଲୋକମାନେ ଖାଦ୍ୟ କମ ଖାଇଥାନ୍ତି ଓ ବାହାର ଜିନିଷ ଯେପରି ଚାଓମିନ,ପିଜା,ବର୍ଗର ଆଦି ଜିନିଷକୁ ସେବନ କରିଛନ୍ତି|ଯିଏ ଅଧିକ ଜଙ୍କ ଫୁଡ ବ୍ୟବହାର ଅଧିକ ବ୍ୟବହାର କରନ୍ତି ଦିମାଗର ହରମୋନ ପରିବର୍ତ୍ତନ ହୋଇଥାଏ|ମସ୍ତିଷ୍କ ସନ୍ତୁଳନ ରହିବା ପାଇଁ ଡୋପାମାଇନ ହରମୋନର ଆବଶ୍ୟକତା ରହିଛି|

୩: ଫ୍ରାଏଡ୍ ଫୁଡ୍:

ମଣିଷ ପକୋଡା ଖାଇବାକୁ ପସନ୍ଦ କରିଥାଏ|ଫ୍ରାଏଡ୍ ଫୁଡ ଖାଇବା ଫଳରେ ମଣିଷର ମସ୍ତିଷ୍କ କମଜୋର ହୋଇଥାଏ|ଏଭଳି ଖାଦ୍ୟ ଖାଇବା ଫଳରେ ନର୍ଭ ସେଲ ଶେଷ କରିଦିଏ ଫଳରେ ଦିମଖକ କମଜୋର ହୋଇଥାଏ|

Leave A Reply

Your email address will not be published.