ଆମାଜ଼ନ ଆପଣଙ୍କୁ ଦେଉଛି ୨୫୦୦୦ ଟଙ୍କା ଜିତିବାର ସୁଯୋଗ, ମାତ୍ର କରିବାକୁ ହେବ ଏହି ଛୋଟ କାମଟିଏA

0

Get real time updates directly on you device, subscribe now.

Amazon ଆଜି ଆପଣଙ୍କୁ ୨୫ ହଜାର ଟଙ୍କା ଜିତିବାର ମୌକା ଦେଉଛି। ଆଜି ମାନେ ମେ 9 ତାରିଖରେ ଆପଣ Amazon Quiz ରେ ଭାଗ ନେଇ ପ୍ରାଇଜ ଜିତିବାପାଇଁ ଯଦି ଏଲିଜିବୁଲ ହେଉଛନ୍ତି ତାହେଲେ ଏହା ଆପଣଙ୍କ Amazon pay Balance ରେ ଦିଆଯିବ।

ଆପଣଙ୍କୁ ଜଣାଇଦେଉଛୁ କି, Amazon Quiz ର ଆୟୋଜନ ପ୍ରତ୍ୟେକ ଦିନ କରାଯାଇଥାଏ। ପ୍ରତିଦିନ ଏହି ପ୍ରାଇଜ ମନି ଅଲଗା ଅଲଗା ରହିଥାଏ। ଏହି କୁଇଜରେ ଭାଗ ନେବାପାଇଁ ଆପଣଙ୍କୁ ଏହାର ଆପ ଡାଉନଲୋଡ଼ କରିବାକୁ ହେବ। ଏହାକୁ ଆପଣ ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପଲ ଷ୍ଟୋରରୁ ଡାଉନଲୋଡ଼ କରିପାରିବେ।

ଆମାଜନ କୁଇଜରେ ଆପଣଙ୍କୁ 5 ଟି ପ୍ରଶ୍ନର ସଠିକ ଉତ୍ତର ଦେବାକୁ ହେବ। ଏହାପରେ ଆପଣ ପ୍ରାଇଜ ମନି ଜିତିବାକୁ ସକ୍ଷମ ହୋଇଯିବେ। ଏଥିରେ ବିଜେତାଙ୍କ ଫଇସଲା ଲକି ଡ୍ର ଜରିଆରେ କରାଯାଇଥାଏ। ଯଦି ଆପଣ ବିଜେତା ହୁଅନ୍ତି ତାହେଲେ ଆପଣଙ୍କୁ ପ୍ରାଇଜ ଦିଆଯିବ।

ଆଜିର ବିଜେତାଙ୍କ ନାମ ଆସନ୍ତାକାଲି ଘୋଷଣା କରାଯିବ। ଏଠାରେ ଆମେ ଆପଣଙ୍କୁ ଆଜି ପଚରାଯିବାକୁ ଥିବା Amazon Quiz ର ପାଞ୍ଚଟି ପ୍ରଶ୍ନ ବିଷୟରେ କହିବୁ।

1. Which country in Europe houses the continent’s largest nuclear plant?

ଉତ୍ତର – Ukraine

2. UNESCO has included “clinker boats” from which region in its list of Intangible Cultural Heritage of Humanity?

ଉତ୍ତର- Nordic

3. Who is the author of the 2022 book “Fearless Governance”?

ଉତ୍ତର- Kiran Bedi

4. How many snow crystals does every snowflake such as this approximately contain?

ଉତ୍ତର- 200

5. Which city in this country has hosted both a Summer Olympics and a Winter Olympics?

ଉତ୍ତର- Beijing

Leave A Reply

Your email address will not be published.