ଫେସବୁକକୁ ନେଇ ଆସିଲା ବଡ ଖବର । ୨୧ ଦିନ ପରେ ବନ୍ଦ ହେବ ଏହି ୪ଟି ଫିଚର।

0

Get real time updates directly on you device, subscribe now.

ବର୍ତ୍ତମାନର ଯୁଗ ହେଉଛି ଇଣ୍ଟରନେଟ୍ ର ଯୁଗ । ଆଉ ଏହି ଇଣ୍ଟରନେଟ୍ ଯୁଗରେ ଲୋକମାନେ ବିଭିନ୍ନ ପ୍ରକାର ଆପ୍ ମାଧ୍ୟମରେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ତେବେ ସାଧାରଣତଃ ଲୋକ ମାନେ ଫେସବୁକ୍ କୁ ଅଧିକ ପସନ୍ଦ କରିଥାନ୍ତି ଏବଂ ଏହା ମାଧ୍ୟମରେ ନିଜ ଜୀବନର ସବୁ କିଛି ଶେୟାର କରିବା ପାଇଁ ପସନ୍ଦ ମଧ୍ୟ କରିଥାନ୍ତି । କିନ୍ତୁ ବର୍ତ୍ତମାନର ସବୁଠୁ ବଡ ଖବର ହେଉଛି ଫେସବୁକ୍ ଉପରେ ଲାଗିବ ବ୍ୟାନ ।

ତେବେ କାହିଁକି ବନ୍ଦ ହେବା ପାଇଁ ଯାଉଛି ଫେସବୁକ୍ । ଫେସବୁକ୍ ସୋସିଆଲ ମିଡ଼ିଆର ଏକ ଏପରି ଆପ୍ ଯାହା ଆମ ଜୀବନର ଗୋଟିଏ ଏଙ୍ଗ ବନି ଯାଇଛି । କାରଣ ଏହି ଫେସବୁକ୍ ମାଧ୍ୟମ ହିଁ ରେ ବହୁତ ସାରା ଲୋକମାନେ ନିଜର ବିଭିନ୍ନ ପ୍ରକାର ପ୍ରତିକ୍ରିୟା ରଖି ଥାଆନ୍ତି ବିଭିନ୍ନ ବିଷୟରେ ।

ଆପଣ ମାନେ ଜାଣିଛନ୍ତି ଆପଣ ମାନଙ୍କର ପ୍ରିୟ ଆପ ଯଥାଶୀଘ୍ର ବନ୍ଦ ହେବାକୁ ଯାଉଛି |ଯୋଉଥିରେ ଆପଣ ମାନେ ଅନେକ ନିଜର ପୁରୁଣା ବନ୍ଧୁଙ୍କୁ ଖୋଜି ପାଇ ପାରିଛନ୍ତି |ଅନେକ ନୂଆ ବନ୍ଧୁ ତିଆରି ମଧ୍ୟ କରିଛନ୍ତି ତେବେ କହି ପାରିବକି ସେ ଆପ ର ନାମ କଣ |ଲାଗୁଚି ଅନୁମାନ କରି ସାରିବେନି ହଁ ଆଜ୍ଞା ଆପଣଙ୍କ ଫେସବୁକ ବୁକ |ସୋସିଆଲ ମିଡ଼ିଆ ଫ୍ଲାଟଫର୍ମରେ ଫଂସବୂକ ଫିଚର ବନ୍ଦକୁ ନେଇ ଚର୍ଚ୍ଚା ଲାଗି ରହିଛି ନିୟରବାୟ ଫ୍ରେଣ୍ଡ ଫିଚର୍ସ ନିଜ ବନ୍ଧୁ ମାନଂକୁ ଟ୍ରାକ କରିବାକୁ ଅନୁମତି ଦେଇଥାଏ |

ଏହି ଅପଶନ ଥରେ ଆକ୍ତିଭ ହେଲା ପରେ ଏହା ଲୋକେସନ ସୂଚିତ କରିଥାଏ |ଫେସବୂକ ଅପ୍ପଲିକେସନ କମ୍ପାନୀ ପକ୍ଷରୁ ନୋଟିଫିକେସନ ମାଧ୍ୟମରେ ଘୋଷଣା କରାଯାଇଛି କି ଯୁଜର୍ସଙ୍କୁ ଦିଆଯାଇଥିବା ନୋଟିଫିକେସନରେ କମ୍ପାନୀ କହିଛି କି ଯେଉଁ ଫିଚର୍ସ ଲୋକଙ୍କୁ ନିକଟରେ ଥିବା ବନ୍ଧୁଙ୍କୁ ସୂଚିତ କରୁଥିଲା ସେହି ଫିଚର 2022 ମେ 31 ପରେ କାମ କରିବ ନାହିଁ |କମ୍ପାନୀ ଲୋକେସନ ହିଷ୍ଟୋରୀ ସହିତ ଅନ୍ୟ ଡାଟା ଡାଉନ୍ଲୋଡ କରିବାକୁ 2022ଅଗଷ୍ଟ 1ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି |ଏହା ପରେ ଏହି ଅପଶନ ହଟାଇ ଦିଆଯିବ।

Leave A Reply

Your email address will not be published.