ଫ୍ଲିପକାର୍ଟ ସେଲ ଉପରେ ସବୁଠାରୁ ବଡ ରିହାତି, ୧୦ ହଜାରରୁ ଅଧିକ ଥିବା ସ୍ମାର୍ଟଫୋନ ଡିଲ ସହିତ କେବଳ ୫୪୯ ଟଙ୍କାରେ!

0

Get real time updates directly on you device, subscribe now.

ଇ-କମର୍ସ ସାଇଟ ଫ୍ଲିପକାର୍ଟରେ ବିଗ ସେଭିଂ ଡେ ସେଲର ଆଜି ଚତୁର୍ଥ ଦିନ ଚାଲିଛି। ଏହା ବିଗ ସେଭିଂ ଡେ ସେଲ ୮ମେ ପର୍ଯ୍ୟନ୍ତ ଚାଲିବ। ସେଲରେ ବଜେଟ ସ୍ମାର୍ଟଫୋନ ଉପରେ ରିହାତି ମିଳୁଛି। ଯଦି ଆପଣ କମ ବଜେଟରେ ନିଜ ପାଇଁ ନୂଆ ସ୍ମାର୍ଟଫୋନ ଖୋଜୁଛନ୍ତି ତେବେ ଆମେ ଆପଣଙ୍କୁ ଜିଓନି ମ୍ୟାକ୍ସ ପ୍ରୋ, ଜିଓନି ମ୍ୟାକ୍ସ, ମାର୍କକ୍ୟୁ ବାୟ ଫ୍ଲିପକାର୍ଟ ଏମ୩ ସ୍ମାର୍ଟ ଓ ଇନ୍ଫିନିକ୍ସ ସ୍ମାର୍ଟ ୫ ବିଷୟରେ କହୁଅଛୁ। ଆସନ୍ତୁ ଜାଣିବାକି ଏହି ସେଲରେ ଶସ୍ତା ସ୍ମାର୍ଟଫୋନ ଉପରେ କେତେ ଅଧିକ ରିହାତି ମିଳିପାରିବ।

ଫ୍ଲିପକାର୍ଟ ବିଗ ସେଭିଂ ଡେ ସେଲରେ ଶସ୍ତା ସ୍ମାର୍ଟଫୋନ ଉପରେ ରିହାତି:-

ଜିଓନି ମ୍ୟାକ୍ସ ପ୍ରୋ: ଅଫର କଥା କହିଲେ ଜିଓନି ମ୍ୟାକ୍ସ ପ୍ରୋ ୩ ଜିବି ରାମ ଓ ୩୨ ଜିବି ଷ୍ଟୋରେଜର ମୂଲ୍ୟ ୯,୯୯୯ ଟଙ୍କା ଅଟେ, କିନ୍ତୁ ୩୦ ପ୍ରତିଶତ ରିହାତି ପରେ ୬,୯୯୯ ଟଙ୍କାରେ କିଣାଯାଇ ପାରିବ। ବ୍ୟାଙ୍କ ଅଫର କଥା କହିବା ତେବେ ଫ୍ଲିପକାର୍ଟ ଏକ୍ସିସ ବ୍ୟାଙ୍କ କାର୍ଡ ଜରିଆରେ ଭୁଗତାନ ଉପରେ ୫ ପ୍ରତିଶତ କ୍ୟାସବେକ ମିଳିପାରିବ। ଏକ୍ସଚେଞ୍ଜ ଅଫର ଜରିଆରେ ପୁରୁଣା ଫୋନ ଏକ୍ସଚେଞ୍ଜ କରିବା ଉପରେ ୬,୪୫୦ ଟଙ୍କାର ରିହାତି ମିଳିପାରିବ। ଏକ୍ସଚେଞ୍ଜ ଅଫରର ସମ୍ପୂର୍ଣ ଲାଭ ଉପରେ ପ୍ରଭାବୀ ମୂଲ୍ୟ ୫୪୯ ଟଙ୍କା ପର୍ଯ୍ୟନ୍ତ କମ ହୋଇପାରେ।

ଜିଓନି ମ୍ୟାକ୍ସ: ଅଫର କଥା କହିବା ଯଦି ଜିଓନି ମ୍ୟାକ୍ସର ୨ ଜିବି ରାମ ଓ ୩୨ ଜିବି ଷ୍ଟୋରେଜ ଭେରିଏଣ୍ଟର ମୂଲ୍ୟ ୭,୯୯୦ ଟଙ୍କା। କିନ୍ତୁ ୨୪ ପ୍ରତିଶତ ରିହାତି ପରେ ୫,୯୯୯ ଟଙ୍କାରେ ଆପଣ କିଣିପାରିବେ। ବ୍ୟାଙ୍କ ଅଫର କଥା କହିବା ଯଦି ଫ୍ଲିପକାର୍ଟ ଏକ୍ସିସ ବ୍ୟାଙ୍କ କାର୍ଡ ଜରିଆରେ ଭୁଗତାନ ଉପରେ ୫ ପ୍ରତିଶତ କ୍ୟାସବ୍ୟାକ ନେଇପାରିବେ। ସେହିପରି ଏକ୍ସଚେଞ୍ଜ ଅଫର ଜରିଆରେ ପୁରୁଣା ଫୋନ ଏକ୍ସଚେଞ୍ଜ କରିବା ଉପରେ ୫,୪୫୦ ଟଙ୍କାର ରିହାତି ମିଳିପାରିବ। ଏକ୍ସଚେଞ୍ଜ ଅଫରର ସମ୍ପୂର୍ଣ ଲାଭ ମିଳିବା ଉପରେ ପ୍ରଭାବୀ ମୂଲ୍ୟ ୫୪୯ ଟଙ୍କା ପର୍ଯ୍ୟନ୍ତ କମ ହୋଇଯାଏ।

ମାରକ୍ୟୁ ବାୟ ଫ୍ଲିପକାର୍ଟ ଏମ୩ ସ୍ମାର୍ଟ(ଏମ ୩): ଅଫର କଥା କହିଲେ ମାରକ୍ୟୁ ବାୟ ଫ୍ଲିପକାର୍ଟ ଏମ୩ ସ୍ମାର୍ଟ(ଏମ ୩) ର ୨ ଜିବି ରାମ ଓ ୩୨ ଜିବି ଷ୍ଟୋରେଜ ଭେରିଏଣ୍ଟର ମୂଲ୍ୟ ୬,୪୯୯ ଟଙ୍କା ଅଟେ। ବ୍ୟାଙ୍କ ଅଫର କଥା କହିବା ଯଦି ଫ୍ଲିପକାର୍ଟ ଏକ୍ସିସ ବ୍ୟାଙ୍କ କାର୍ଡ ଜରିଆରେ ଭୁଗତାନ ଉପରେ ୭୫୦ ଟଙ୍କାର ସେଭିଂ କରାଯାଇ ପାରିବ। ସେହିପରି ଏସବିଆଇ କ୍ରେଡିଟ କାର୍ଡ ଇଏମଆଇ ଟ୍ରାନଜେକ୍ସନ ଉପରେ ୧୦ ପ୍ରତିଶତ ଯାହାକି ଅଧିକତମ ୧୦୦୦ ଟଙ୍କାରୁ ଅଧିକ ସେଭିଂ ହୋଇପାରିବ। ସେହିପରି ଏକ୍ସଚେଞ୍ଜ ଅଫର ଜରିଆରେ ପୁରୁଣା ଫୋନ ଏକ୍ସଚେଞ୍ଜ କରିବା ଉପରେ ୫,୯୫୦ ଟଙ୍କାର ରିହାତି ମିଳିପାରିବ।

ଇନ୍ଫିନିକ୍ସ ସ୍ମାର୍ଟ ୫: ଅଫର କଥା କହିଲେ ଇନ୍ଫିନିକ୍ସ ସ୍ମାର୍ଟ ୫ର ୨ଜିବି ରାମ ଓ ୩୨ ଜିବି ଷ୍ଟୋରେଜ ଭେରିଏଣ୍ଟର ମୂଲ୍ୟ ୮,୯୯୯ ଟଙ୍କା ଅଟେ, କିନ୍ତୁ ଏଥିରେ ୧୬ ପ୍ରତିଶତ ରିହାତି ମିଳିବା ପରେ ୭୪୯୯ ଟଙ୍କାରେ କିଣିପାରିବେ। ବ୍ୟାଙ୍କ ଅଫର ବିଷୟରେ କଥା କହିଲେ ଫ୍ଲିପକାର୍ଟ ଏକ୍ସିସ ବ୍ୟାଙ୍କ କାର୍ଡ ଜରିଆରେ ଭୁଗତାନ ଉପରେ ୫ ପ୍ରତିଶତ କ୍ୟାସ ବ୍ୟାକ ମିଳିପାରିବ। ସେହିପରି ଏସବିଆଇ କ୍ରେଡିଟ କାର୍ଡର ଭୁଗତାନ ଉପରେ ୭୫୦ ଟଙ୍କାର ସେଭିଂ କରିପାରିବେ। ଏସବିଆଇ କ୍ରେଡିଟ କାର୍ଡ ଇଏମଆଇ ଟ୍ରାଞ୍ଜେକ୍ସନ ଉପରେ ୧୦ ପ୍ରତିଶତ ଯେଉଁଥିରେ ୧୦୦୦ ଟଙ୍କାର ସେଭିଂ ହୋଇପାରିବ। ସେହିପରି ଏକ୍ସଚେଞ୍ଜ ଅଫର ଜରିଆରେ ପୁରୁଣା ଫୋନ ଏକ୍ସଚେଞ୍ଜ କରିବା ଉପରେ ୬,୯୫୦ ଟଙ୍କାର ରିହାତି ମିଳିପାରିବ।

Leave A Reply

Your email address will not be published.